Latest Odisha News

BREAKING NEWS

Browsing Category

ଖେଳ

କାହିଁକି ବାଦ୍ ପଡ଼ିଲେ ଏହି ୪ ଖେଳାଳି?

ନୂଆଦିଲ୍ଲୀ: ଠିକ ମାସକ ପରେ ଟି-୨୦ ବିଶ୍ଵକପ ଖେଳାଯିବ। ଅର୍ଥାତ୍ ଜୁନ୍ ୨ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ। ଏଥିପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। କାହାକୁ ମିଳିବ ବିଶ୍ୱକପ୍ ଟିକେଟ ସେନେଇ ଜାରି ରହିଥିଲା ସସପେନ୍ସ। ଶେଷରେ ଭାରତୀୟ କ୍ରିକେଟ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। ବଡ଼ କଥା ହେଉଛି…

ଟି୨୦ ବିଶ୍ୱକପ: ପାୱାର ପ୍ଲେରେ ବୋଲିଂ, ଫିନିଶରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ତାର ଦଳ ଘୋଷଣା କରିଛି । ୨୦୦୭ ପ୍ରଥମ ସଂସ୍କରଣରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲା । ଏହା ପରଠାରୁ ଟିମ ଇଣ୍ଡିଆ ଆଉ ଟାଇଟଲ ହାସଲ କରିପାରି ନାହିଁ । ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ପ୍ରଶଂସକମାନେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏଥର…

ଜନ୍ମ ଦିନରେ ରୋହିତ ଆଇପିଏଲରେ ପୂନର୍ବାର ଫେଲ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋହିତ ଶର୍ମା ପୂନର୍ବାର ଜନ୍ମ ଦିନରେ ଫେଲ ମାରିଛନ୍ତି । ଏଥରକୁ ମିଶାଇ ୫ଥର ସେ ଆଇପିଏଲରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ମଙ୍ଗଳବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ୪ ରନ କରି ମୋହସିନ ଖାଁଙ୍କ ବଲରେ ଆଉଟ ହୋଇଥିଲେ ।…

ଟି୨୦ ବିଶ୍ୱକପ ଦଳ ଚୟନ: ହାର୍ଦ୍ଦିକଙ୍କୁ ନେଇ ହଜାରେ ପ୍ରଶ୍ନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଘୋଷଣା କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସୁଯୋଗ ମିଳିବା ସହ ଉପ ଅଧିନାୟକ ମଧ୍ୟ କରାଯାଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦିନିକିଆ ବିଶ୍ୱକପରେ ଆଘାତ ପ୍ରାପ୍ତ ହେବା ପରଠାରୁ ଆଜି…

ରିଙ୍କୁଙ୍କ ପାଇଁ କାଳ ହେଲା ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଚୟନ ହୋଇଯାଇଛି । ରିଙ୍କୁ ସିଂ ସୁଯୋଗ ନ ପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମନୋନୀତ ଖେଳାଳିଙ୍କ ମଧ୍ୟରେ ରିଙ୍କୁଙ୍କ ବଦଳରେ ଶିବମ ଦୁବେଙ୍କୁ ସୁଯୋଗ ମିଳିଛି । ତେବେ କେତେକ ସମୀକ୍ଷକଙ୍କ ମତରେ ଆଇପିଏଲର ଇମ୍ପାକ୍ଟ…

ଘୋଷଣା ହେଲା ଟି ୨୦ ବିଶ୍ବକପ ଦଳ

ନୂଆଦିଲ୍ଲୀ: ଘୋଷଣା ହେଲା ଭାରତୀୟ ବିଶ୍ବକପ ଦଳ ।ବିସିସିଆଇ ଟି ୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ),ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ)ଙ୍କ ସହ ବିରାଟ କୋହଲି, ସୂର୍ଯ୍ୟକୁମାର…

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ବର୍ତମାନ ଚାଲିଛି ଆଇପିଏଲ୍ ମହାସମର । ଏହାପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ ୨୦୨୪ । ଟି-୨୦ ବିଶ୍ୱକପ ଜୁନ ୧ ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ।ଏହି ଅବସରରେ  ଦଳ ଘୋଷଣା କରିଥିବା ପ୍ରଥମ ଦେଶ ହେଉଛି ନ୍ୟୁଜିଲାଣ୍ଡ ।କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ…

ଆଇପିଏଲ ପ୍ରଦର୍ଶନ ନୁହେଁ, ୱେଷ୍ଟଇଣ୍ଡିଜ ପିଚକୁ ଦେଖି ଦଳ ଚୟନ କରାଯିବ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଚୟନ କମିଟି ଏଥର କୌଣସି ପ୍ରକାରର ଭୁଲ କରିବାକୁ ଚାହୁଁନି । ପୂର୍ବରୁ ଆଇପିଏଲ ପ୍ରଦର୍ଶନକୁ ଭିତି କରି ଦଳ ଚୟନ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହାକୁ ଖଣ୍ଡନ କରାଯିବ ସହ ୱେଷ୍ଟଇଣ୍ଡିଜ ଓ…

ପନ୍ତଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ସଞ୍ଜୁଙ୍କ ସପକ୍ଷରେ ଚୟନ କମିଟି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ରିପୋର୍ଟ ମୁତାବକ ୯ଜଣଙ୍କ ଖେଳାଳିଙ୍କ ଉପରେ ଚୟନ କମିଟି ମୋହର ମାରି ସାରିଛନ୍ତି । ୱିକେଟ କିପର କିଏ ହେବ ତାହା ଚୟନ କମିଟି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସର ରିଷଭ ପନ୍ତ ଚଳିତ…

ନିଆରା ଶୈଳୀରେ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ ପାଇଁ ଘୋଷଣା କଲା ଦଳ

ଅକଲାଣ୍ଡ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ସ୍ୱତନ୍ତ୍ର ଶୈଳୀରେ ଦଳ ଘୋଷଣା କରି ସମସ୍ତଙ୍କ ମନ ଜିଣି ପାରିଛି । ୨ଜଣ ଛୋଟ ପିଲା ମାଟିଲ୍ଡା ଓ ଅଙ୍ଗସ ପ୍ରେମମିଟରେ କେନ ୱିଲିୟମସନଙ୍କ ନେତୃତ୍ୱରେ ୧୫ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡର ଏହି ପଦକ୍ଷେପକୁ…