Latest Odisha News

BREAKING NEWS

Browsing Category

ଖେଳ

ସମାଲୋଚକଙ୍କ ଉପରେ ରାଗିଗଲେ କୋହଲି

ଅହମ୍ମଦାବାଦ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ବିରାଟ କୋହଲି ୪୪ ବଲରେ ୬ ଚୌକା ଓ ୩ ଛକା ବଳରେ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପୂର୍ବ ମ୍ୟାଚରେ କୋହଲି ୪୩ ବଲରେ ୫୧ ରନ…

ଆଇପିଏଲ ୨୦୨୪: ବୃଦ୍ଧି ପାଉଛି ଶତକ ସଂଖ୍ୟା

ଅହମ୍ମଦାବାଦ: ଆଇପିଏଲ ୨୦୨୪ ସଂସ୍କରଣରେ ଶତକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୪୫ତମ ମୁକାବିଲା ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସହଜରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ସଂସ୍କରଣରେ ସର୍ବାଧିକ ଶତକ ହାସଲରେ ନୂତନ ରେକର୍ଡ…

ତୀରନ୍ଦାଜ ବିଶ୍ୱକପ: ୧୪ ବର୍ଷ ପରେ ଭାରତୀୟ ପୁରୁଷ ଟିମ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ରିକର୍ଭ ଟିମ ଅଲିମ୍ପିକ ଚାମ୍ପିୟନ ଦକ୍ଷିଣ କୋରିଆ ଟିମକୁ ପରାସ୍ତ କରି ତୀରନ୍ଦାଜ ବିଶ୍ୱକପରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଧୀରଜ ବୋମ୍ମେଦେଓରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ଗୋଟିଏ ବି ସେଟ ହାତଛଡା କରି ନ ଥିଲେ । ୨୦୧୦ରେ ତରୁଣଦୀପ ଶାଂଘାଇ…

ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ, ବେଙ୍ଗାଲୁରର କ୍ରମାଗତ ଦ୍ୱିତୀୟ ବିଜୟ

ଅହମ୍ମଦାବାଦ: ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଗୁଜରାଟ ଟାଇଟାନ୍ସକୁ ୯ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପରାସ୍ତ କରିଛି । ବେଙ୍ଗାଲୁରର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ…

ସ୍ପେନିଶ ପାରା ଆନ୍ତର୍ଜାତୀୟ ବ୍ୟାଡମିଂଟନ: ଓଡିଶାର ଦୀପ ରଞ୍ଜନଙ୍କୁ ୨ଟି ରୌପ୍ୟ

ନୂଆଦିଲ୍ଲୀ: ଟେଲେଡୋରେ ଅନୁଷ୍ଠିତ ସ୍ପେନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନରେ ଓଡିଶାର ଦୀପ ରଞ୍ଜନ ବିଶୋୟୀ ୨ଟି ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ପୁରୁଷ ଡବଲ୍ସ ଏସଏଲ୩ ଓ ଏସଏଲ୪ରେ ଉତରାଖଣ୍ଡର ମନୋଜ ସରକାରଙ୍କୁ ସାଥୀ କରି ଏହି ସଫଳତା ହାସଲ କରିଛନ୍ତି । ୨ଟି…

ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ

ନୂଆଦିଲ୍ଲୀ: ବର୍ତମାନ ଚାଲିଛି ଆଇପିଏଲ୍‌ ମହାସମର । ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ  ବିପକ୍ଷରେ ମୁମ୍ବାଇ ୧୦ ରନ୍‌ରେ ହାରିଛି । ତେବେ ଏହି ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସର ଓ୍ଵିକେଟ କିପର ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଆଇପିଏଲ୍‌ର ଆଚରଣ ବିଧି ଉଲ୍ଲଂଘନ…

ରୋମାଂଚକ ମୁକାବିଲାରେ ଦିଲ୍ଲୀ ବିଜୟୀ, ହରଡଘଣାରେ ପଡିଲା ମୁମ୍ବାଇ

ନୂଆଦିଲ୍ଲୀ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଏକ ହାଇସ୍କୋରିଂ ରୋମାଂଚକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ ପ୍ଲେ ଅଫ ରେସରେ ରହିଥିବା ବେଳେ ମୁମ୍ବାଇ ଅସୁବିଧାରେ ପଡିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଜ୍ୟାକ…

ଷ୍ଟାଡିୟମରେ ପିଲାଙ୍କ ଭଳି ଦଉଡି ଦଉଡି ଗୁଡି ଧରିଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅବସରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଟସ ହାରିବା ପରେ ଦିଲ୍ଲୀ ଟିମ ପ୍ରଥମେ ବ୍ୟାଟିଂ କରି ୨୫୭ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ଟିମ ଯେତେବେଳେ…

ମାଟି କାମୁଡୁଛନ୍ତି କୋଟିପତି ଖେଳାଳି !

ଭୁବନେଶ୍ବର : ନିଲାମ ବେଳେ ଖୁବ୍ ମହଙ୍ଗାରେ ବିକ୍ରି ହେଲେ । କିନ୍ତୁ ପ୍ରଦର୍ଶନ ବେଳକୁ ହୋଇଗଲେ ଶସ୍ତା । ଭାରତରେ ଚାଲିଥିବା କ୍ରିକେଟ୍ ଫେଷ୍ଟିଭାଲ ଆଇପିଏଲରେ ସାମିଲ ହୋଇଛନ୍ତି ଦେଶ ଦୁନିଆର ବହୁ ନାମୀ ଖେଳାଳି । ନିଲାମ ବେଳେ ଖେଳାଳିଙ୍କୁ ମନଇଚ୍ଛା ଦରରେ କିଣିଲେ ଫ୍ରାଂଚାଇଜ୍ । କିନ୍ତୁ…

ଧୋନୀ କରିବେ କି କମବ୍ୟାକ୍?

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ମେ’୧ ତାରିଖ ପୂର୍ବରୁ ଘୋଷଣା ହେବ ଟିମ୍ ଇଣ୍ଡିଆ । ଆଉ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ ମହେନ୍ଦ୍ର ସିଂ ଧୋନି । କଥାଟା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଯେଉଁ ଖେଳାଳି ୪ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି, ଏବେ…