Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲରେ ଆଉ ଏକ କୀର୍ତିମାନ କଲେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲର ୧୦ଟି ସଂସ୍କରଣରେ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଚଳିତ ସଂସ୍କରଣରେ ବି…

ଟି୨୦ ବିଶ୍ୱକପ: ପ୍ରାୟତଃ ଚୂଡାନ୍ତ ହୋଇସାରିଛି ଭାରତୀୟ ଦଳ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପଂହଚି ସାରିଛି । ଏବେ କେବଳ ୨/୩ଟି ସ୍ଥାନ ପାଇଁ ଚୟନକର୍ତା ଦ୍ୱନ୍ଦ୍ୱରେ ଅଛନ୍ତି । ମେ ୧ ପୂର୍ବରୁ ଆଇସିସି ନିକଟକୁ ଚୟନ ଖେଳାଳିଙ୍କ ନାମ ପଠାଇବାକୁ ପଡିବ । ଆଇପିଏଲ…

ଫିଫା ଯୋଗ୍ୟତାପର୍ଯ୍ୟାୟ ମୁକାବିଲା: ଭୁବନେଶ୍ୱରରେ ଅଭ୍ୟାସ କରିବେ ଭାରତୀୟ ଟିମ

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ସିନିୟର ପୁରୁଷ ଟିମ ଭୁବନେଶ୍ୱରରେ ଅଭ୍ୟାସ କରିବେ । କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ମେ ୧୦ରୁ ଏହି ପ୍ରସ୍ତୁତି ଶିବର ଆରମ୍ଭ ହେବ । ଏହା ପରେ କୁଏଟ ବିପକ୍ଷ ମୁକାବିଲା…

ଆଇପିଏଲ: ପନ୍ତଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ରିଷଭ ପନ୍ତ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଟି୨୦ କ୍ରିକେଟରେ ଗୋଟିଏ ବୋଲର ବିପକ୍ଷରେ ସେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ପନ୍ତ ଗୁଜରାଟ ଟାଇଟାନ୍ସର ମୋହିତ ଶର୍ମାଙ୍କ ବିପକ୍ଷରେ ୧୮ ବଲରେ ୬୨ ରନ ସଂଗ୍ରହ କରିଥିଲେ ।…

ଆଇସିସି ଟି୨୦ ବିଶ୍ୱକପର ବ୍ରାଣ୍ଡଆମ୍ବାସଡର ହେଲେ ଉସେନ ବୋଲ୍ଟ

ନୂଆଦିଲ୍ଲୀ: ଜାମାଇକାର ଷ୍ଟାର ଆଥଲେଟ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି୨୦ ବିଶ୍ୱକପ କ୍ରିକେଟର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ୧୦୦ ଓ ୨୦୦ ମିଟରର ଏହି ବିଶ୍ୱରେକର୍ଡଧାରୀ ଦ୍ରୁତତମ ଧାବକ ଏ ନେଇ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ ୱେଷ୍ଟଇଣ୍ଡିଜ ଟିମକୁ…

ଆଇପିଏଲ: ୨୦ତମ ଓଭରରେ ଷ୍ଟୋଇନିସଙ୍କ ଷ୍ଟ୍ରାଇକ ରେଟ ସବୁଠାରୁ ଆଗରେ

ଚେନ୍ନାଇ: ଚଳିତ ଆଇପିଏଲରେ ମାର୍କସ ଷ୍ଟୋଇନିସଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ତାଙ୍କର ଚମତ୍କାର ଶତକ ବଳରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଶେଷ ଓଭରରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ୨୦ତମ ଓଭରରେ ୧୭ ରନ ଆବଶ୍ୟକ ହେଉଥିବା ବେଳେ ଷ୍ଟୋଇନିସ ୩ଟି ବଲରେ ଏହାକୁ ହାସଲ କରି ନେଇଥିଲେ ।…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରିତୁରାଜ

ଚେନ୍ନାଇ: ଚଳିତ ଆଇପିଏଲରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆକର୍ଷଣୀୟ ଶତକ ହାସଲ କରିବା ସହ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ମୁକାବିଲାରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲରେ ଓଭରାଲ ୮ମ ଏବଂ…

ପାକିିସ୍ତାନରେ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳି ନ ପାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଜନୈକ ଅଧିକାରୀ କହିଛନ୍ତି ଯେ, ଦ୍ୱିପାକ୍ଷିକ ସିରିଜ କଣ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି । ଭେନ୍ୟୁ ବଦଳାଇବା ବିସିସିଆଇ ନିଶ୍ଚିତ ଭାବେ ଆଇସିସି ନିକଟରେ ଦାବୀ କରିବ । ଯଦି କିଛି ସମ୍ଭବ ନୁହେଁ ତେବେ ହାଇବ୍ରିଡ ମଡେଲ…

ଚହଲଙ୍କୁ ସଉତୁଣୀ କହିଲେ ରୋହିତଙ୍କ ପତ୍ନୀ

ମୁମ୍ବାଇ: ୟୁଜଭେନ୍ଦ୍ର ଚହଲ ଭାରତୀୟ କ୍ରିକେଟର ଏକ ଏ ଭଳି କ୍ରିକେଟର ଯିଏ କି ସମସ୍ତଙ୍କ ସହ ହସ ଖୁସିରେ ରହିବାକୁ ଭଲ ପାଆନ୍ତି । ଜୋସ ବଟଲରଙ୍କ ସହ ରଙ୍ଗ ବରଷେ ପେରେ ନୃତ୍ୟ ହେଉ କି ଗେଲଙ୍କ ସହ ମସଲ୍ସ ପ୍ରତିଯୋଗିତା । ସବୁଥିରେ ସେ ଆଗରେ ରୁହନ୍ତି । ଏବେ ରୋହିତ ଶର୍ମାଙ୍କ ପତ୍ନୀ ରିତିକା…

ଆଇପିଏଲ: ୩ ଟିମର ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ, ୨ ପ୍ରାୟତଃ ବିଦା

କୋଲକାତା: ଚଳିତ ଆଇପିଏଲ ଧିରେ ଧିରେ ନିର୍ଣ୍ଣାୟକ ମୋଡକୁ ଯିବାରେ ଲାଗିଛି । ୩ଟି ଟିମ ଭଲ ପ୍ରଦର୍ଶନ ସହ ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛନ୍ତି । ସେହିପରି ୨ଟି ଟିମ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛନ୍ତି । ତଥାପି ସମ୍ଭାବନା ଏବେ କିଛି ବାକି ରହିଯାଇଛି । ୧୦ଟି ଟିମ…