Latest Odisha News

BREAKING NEWS

Browsing Category

ଖେଳ

ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିୟନ୍ସ ଟ୍ରଫି ସିଜନ-୩, କ୍ରିକେଟପ୍ରେମୀଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିଅନ୍ସ ଟ୍ରଫିର ତୃତୀୟ ସଂସ୍କରଣ ପାଇଁ କ୍ରିକେଟ୍ ପ୍ରେମୀମାନେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ନେଇ ସ୍କୁଲ ପରିସରରେ ଉତ୍ସାହ ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ଖେଳାଳି ନିଲାମ ସହ ଏହି ରୋମାଞ୍ଚକର ଯାତ୍ରାର ଶୁଭାରମ୍ଭ…

ଜାତୀୟ ଜୁନିୟର ଫେଡେରେଶନ ଆଥଲେଟିକ୍ସ: ଓଡିଶାକୁ ୭ ପଦକ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ ଜୁନିୟର ଫେଡେରେଶନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରି ୭ ପଦକ ଜିତିଛନ୍ତି । ଏଥିରେ ୩ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ସାମିଲ । ପ୍ରତିଯୋଗିତାରେ ୧୪ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ । ଦଣ୍ଡପତି ମୃତ୍ୟୁମ…

ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଦୌଡରୁ ବାଦ ପଡିଲେ ଭାରତର ବଜରଙ୍ଗ ପୁନିଆ, ରବି ଦାହିୟା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ବଜରଙ୍ଗ ପୁନିଆ ଓ ରବି ଦାହିୟା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ସେମାନେ ଆଗାମୀ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଚୟନ ପାଇଁ ଆୟୋଜିତ ଟ୍ରାଏଲରେ ପରାଜିତ ହୋଇଛନ୍ତି । ଡବ୍ଲ୍ୟୁଏଫଆଇର ପୂର୍ବ…

ସବୁ ଫର୍ମାଟରେ ଏକ ନମ୍ବର ହେଲା ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଜବରଦସ୍ତ ଫର୍ମରେ ରହିଛି । ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ୪-୧ରେ ବିଜୟ ହେବା ଫଳରେ ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି । ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତର ୧୨୨ ରେଟିଂ ପଂଏଟ ହାସଲ କରିଥିବା…

ଫ୍ରେଂଚ ଓପନ ବ୍ୟାଡମିଂଟନ ଫାଇନାଲରେ ସାଇରାଜ-ଚିରାଗ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଭାରତୀୟ ଯୋଡି ସାତ୍ୱିକସାଇରାଜ ରଂକିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଫ୍ରେଂଚ ଓପନ ସୁପର ସିରିଜ ୭୫୦ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ ବର୍ଷ ସେମାନେ ତୃତୀୟ ଥର ପାଇଁ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ୨…

ଆଇପିଏଲ ନିମନ୍ତେ ରିଷଭ ପନ୍ତଙ୍କୁ ମିଳି ନାହିଁ ଫିଟନେସ କ୍ଲିୟରାନ୍ସ: ରିପୋର୍ଟ

ନୂଆଦିଲ୍ଲୀ: ରିଷଭ ପନ୍ତଙ୍କ ଆଇପିଏଲ ଏବଂ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ପନ୍ତଙ୍କୁ ଆଇପିଏଲ ୨୦୨୪ ଖେଳିବା ପାଇଁ ଫିଟନେସ କ୍ଲିୟରାନ୍ସ ସାର୍ଟିଫିକେଟ ଏନସିଏରୁ ମିଳି ନାହିଁ । ଅବଶ୍ୟ ବିସିସିଆଇ କିମ୍ବା ଟିମ ମ୍ୟାନେଜମେଂଟ ପକ୍ଷରୁ କୌଣସି ବୟାନ ଜାରୀ…

ଭାରତର ପ୍ରଥମ ବୋଲର ଭାବେ ଡବ୍ଲ୍ୟୁପିଏଲରେ ହ୍ୟାଟ୍ରିକ ନେଲେ ଦୀପ୍ତି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗରେ ଭାରତର ପ୍ରଥମ ବୋଲର ଭାବେ ଦୀପ୍ତି ଶର୍ମା ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି । ଗତ ବର୍ଷ ଇଶି ୱିଙ୍ଗ ପ୍ରଥମ ବୋଲର ଭାବେ ଏହି ଲିଗରେ ହ୍ୟାଟ୍ରିକ ୱିକେଟ ନେଇଥିଲେ । ଦୀପ୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ୟୁପି ୱାରିୟର୍ସ ୧ ରନରେ ଦିଲ୍ଲୀକୁ…

ଅବସର କେବେ ନେବେ ସେ ସମ୍ପର୍କରେ ସୂଚନା ଦେଲେ ରୋହିତ

ଧର୍ମଶାଳା: ରୋହିତ ଶର୍ମାଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ବିଜୟୀ ହୋଇଛି । ୨୦୦୭ରେ ରୋହିତ ଭାରତ ପକ୍ଷରୁ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏବେ ସେ ୩ଟି ଯାକ ଫର୍ମାଟରେ ଭାରତର ନେତୃତ୍ୱ ନେଉଛନ୍ତି । ୩୭ ବର୍ଷୀୟ ରୋହିତ କେବେ ଅବସର ନେବେ ସେ ନେଇ ଆଲୋଚନା ଜୋର…

ଇଂଲଣ୍ଡ ବିପକ୍ଷରେ ଐତିହାସିକ ସିରିଜ ବିଜୟ ପରେ ଡବ୍ଲ୍ୟୁଟିସିରେ ଶୀର୍ଷକୁ ଉଠିଲା ଭାରତ

ଧର୍ମଶାଳା: ଏଠାରେ ଖେଳାଯାଇଥିବା ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୪-୧ରେ ସିରିଜ ବିଜୟୀ ହୋଇଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୧୮ ରନ କରିଥିଲା । ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମା…

ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ୩୬ ବର୍ଷ ପରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କଲେ ଦେବଦତ

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଭାରତର ଦେବଦତ ପାଡିକଲ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ପଦାର୍ପଣ ସହ ଏକ ବଡ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି । ପାଖାପାଖି ୩୬ ବର୍ଷ ପରେ ସେ ଭାରତ ପକ୍ଷରୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ପଦାର୍ପଣ…