Latest Odisha News

BREAKING NEWS

Browsing Category

ଖେଳ

ରୋହିତ, ଶୁଭମନଙ୍କ ଶତକ: ଭାରତକୁ ୨୫୫ ରନର ଅଗ୍ରଣୀ

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଭରାଲ ୨୫୫ ରନର ଅଗ୍ରଣୀ ହାସଲ କରି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୧୮ ରନ ଜବାବରେ ଭାରତ ୮ ୱିକେଟ ବିନିମୟରେ ୪୭୩ ରନ ସଂଗ୍ରହ କରିଛି । ରୋହିତ ୧୦୩ ଓ…

କୋହଲି ଆଇପିଏଲ ଖେଳି ନ ପାରନ୍ତି, ଡିଭିଲର୍ସ ବ୍ୟକ୍ତ କଲେ ଆଶଙ୍କା

ମୁମ୍ବାଇ: ଆଇପିଏଲ ୨୦୨୪ ଚଳିତ ମାସ ୨୨ରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଟିମ ସେମାନଙ୍କ ପ୍ରସ୍ତୁତି ଜାରୀ ରଖିଛନ୍ତି । ତେବେ ଏହା ମଧ୍ୟରେ ଏକ ଖବର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ଆଶଙ୍କା…

ଆରମ୍ଭ ହେଉଛି ଓଡିଶା ଟିଟିର ନୂଆ ଯୁଗ

ଭୁବନେଶ୍ୱର: ଓଡିଶାରେ ଟେବୁଲ ଟେନିସର ନୂଆ ଯୁଗ ଆରମ୍ଭ ହେଉଛି କହିଲେ ଭୁଲ ହେବନି । ଭୁବନେଶ୍ୱର ଏବଂ କଟକରେ ଅତ୍ୟାଧୂନିକ ଶୈଳୀରେ ୨ଟି ଏକାଡେମୀ ସ୍ଥାପନ ହେବା ଏହାର ଜ୍ୱଳନ୍ତ ଉଦାହରଣ । ଏହି ଏକାଡେମୀ ଓଡିଶାର କୋଣ ଓ ଅନୁକୋଣରୁ ଦକ୍ଷତା ଖୋଜିବା କାମ କରୁଛି । ଲକ୍ଷ୍ମରସାଗରରେ ଅନୁଷ୍ଠିତ…

ଯଶସ୍ୱୀଙ୍କ ନାମରେ ଯୋଡି ହେଲା ଅନେକ କୀର୍ତିମାନ

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଭାରତର ଓପନର ଯଶସ୍ୱୀ ଜୈସୱାଲ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ସବୁଠାରୁ କମ ଇନିଂସରେ ୧୦୦୦ରନ ହାସଲରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଯଶସ୍ୱୀ ୧୬ ଇନିଂସରେ ଏହା ସଫଳତା ହାସଲ କରିଥବା ବେଳେ ବିନୋଦ କାମ୍ବଲୀ ୧୪ ଇନିଂସ ସହ ଏବେ…

ଆଇପିଏଲ ପରେ ଅବସର ନେଇ ପାରନ୍ତି ଦୀନେଶ

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକ ଆଇପିଏଲ ୨୦୨୪ ପରେ ଅବସର ନେଇପାରନ୍ତି । କାର୍ତିକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଶେଷ ସିଜନ ଖେଳିବାକୁ ଯାଉଛନ୍ତି । ୨୦୨୨ରେ ଆରସିବି ତାଙ୍କୁ ମିନି ଅକ୍ସନରେ ୫.୫ କୋଟି ଟଙ୍କାରେ ନେଇଥିଲା । ସେ ଆନ୍ତର୍ଜାତୀୟ କ୍ରିକେଟରୁ…

୫ମ କ୍ରିକେଟ ଟେଷ୍ଟ: ଇଂଲଣ୍ଡ ବିପକ୍ଷରେ ଦୃଢ଼ ସ୍ଥିତିରେ ଟିମ ଇଣ୍ଡିଆ

ଧର୍ମଶାଳା: ଏଠାରେ ଆରମ୍ଭ ହୋଇଥିବା ଅନ୍ତିମ ତଥା ୫ମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଜ୍ୟାକ କ୍ରାଉଲେ ସର୍ବାଧିକ ୭୯ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ…

ଖେଲୋ ଇଣ୍ଡିଆ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି

ନୂଆଦିଲ୍ଲୀ: କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂ ଠାକୁର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟମାନଙ୍କୁ ସରକାରୀ ଚାକିରି ମିଳିବ । ଡିଓପିଟି ଓ କ୍ରୀଡା ବିଭାଗ ସହଯୋଗରେ ଆଥଲେଟମାନଙ୍କ ସମସ୍ତ ସୁବିଧା ପାଇଁ ସରକାରୀ ଚାକିରି ଯୋଗ୍ୟତା…

ପ୍ୟାରିସ ଅଲିମ୍ପିକ୍ସ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପୁରୁଷ ହକି ଟିମ ଆରମ୍ଭ କରିବ ଅଭିଯାନ

ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ବୁଧବାର ପୁରୁଷ ହକି କାର୍ଯ୍ୟସୂଚୀ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ମୂଖ୍ୟ ଥମାସ ବାକ ଓ ହକି ମହାସଂଘର ଅଧ୍ୟକ୍ଷ ତୈୟବ ଇକରାମ ଉପସ୍ଥିତ…

ଶିବରାମ କ୍ରିଷ୍ଣାନଙ୍କ ଫୋନ ଓ ମେସେଜର ଉତର ଦେଉ ନାହାନ୍ତି ଅଶ୍ୱୀନ

ଧର୍ମଶାଳା: ରବିଚନ୍ଦ୍ରନ ଅଶ୍ୱୀନ ଭାରତ ପକ୍ଷରୁ ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ସେ ଖେଳିଲେ ଏହି ଉପଲବ୍ଧ ହାସଲ କରିବେ । ଅଶ୍ୱୀନଙ୍କ ଏହି ସଫଳତା ନେଇ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ଏହା…

ଡକେଟଙ୍କୁ ସମାଲୋଚନା କରି ରୋହିତ କହିଲେ, ପନ୍ତଙ୍କ ନାମ ବୋଧ ହୁଏ ଶୁଣିନ

ନୂଆଦିଲ୍ଲୀ: ଭାରତର ଯଶସ୍ୱୀ ଜୈସୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଚଳିତ ଟେଷ୍ଟ ସିରିଜରେ ଇଂଲଣ୍ଡ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି । ଯଶସ୍ୱୀଙ୍କ ପ୍ରଶଂସା କରିବା ବଦଳରେ ଇଂଲଣ୍ଡର ବେନ ଡକେଟଙ୍କ ଏକ ବୟାନ ଏବେ ତାଙ୍କୁ ଅସୁବିଧାରେ ପକାଇ ଦେଇଛି । ଯଶସ୍ୱୀ ଆମଠାରୁ ଆକ୍ରମଣାତ୍ମକ ଶୈଳୀ ଖେଳ…