Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ୨୦୨୪: ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଲେ ଶିଭମ ମାଭି

ମୁମ୍ବାଇ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଝଟକା ଲାଗିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ଶିଭମ ମାଭି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଲକ୍ଷ୍ନୌ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି । ସିଜନ ଆରମ୍ଭରୁ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀ ଓହରି…

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସୁଯୋଗ ପାଇବେ କି ମୟଙ୍କ ଯାଦବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୟଙ୍କ ଯାଦବଙ୍କ ବୋଲିଂ ଏବେ ଚହଳ ସୃଷ୍ଟି କରିଛି । ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ତାଙ୍କର ଘାତକ ଓ ସଠିକ ବୋଲିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବେଙ୍ଗାଲୁର ବିପକ୍ଷରେ ୪ ଓଭରରେ ୧୪ ରନ ଦେଇ ସେ ୩ଟି ୱିକେଟ ଅକ୍ତିଆର କରି…

ଟି୨୦ ବିଶ୍ୱକପ ଖେଳିବେନି ବେନ ଷ୍ଟୋକ୍ସ

ଲଣ୍ଡନ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା ଲାଗିଛି । ବେନ ଷ୍ଟୋକ୍ସ ଏହି ବିଶ୍ୱକପ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଫଳରେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି ତଥା ଟେଷ୍ଟ ଟିମର ଅଧିନାୟକ ଫିଟନେସ ବଜାୟ ରଖିବା ପାଇଁ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ।…

୨୦୧୯ ଦିନିକିଆ ବିଶ୍ୱକପ: ଅମ୍ପାୟରଙ୍କ ଭୁଲ ଯୋଗୁ ନ୍ୟୁଜିଲାଣ୍ଡ ବଦଳରେ ଇଂଲଣ୍ଡ ହୋଇଥିଲା ଚାମ୍ପିୟନ !

ଲର୍ଡସ: ଆଇସିସି ଏଲିଟ ପ୍ୟାନେଲରୁ ନିକଟରୁ ଅବସର ଘୋଷଣା କରିଥିବା ଅମ୍ପାୟର ମାରାଇସ ଇରାସମସ ୨୦୧୯ ଦିନିକିଆ ବିଶ୍ୱକପକୁ ନେଇ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଫାଇନାଲରେ ମୁଁ ବଡ ଭୁଲ କରିବା ଯୋଗୁ ନ୍ୟୁଜିଲାଣ୍ଡ ବଦଳରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ଏହି ବିବାଦୀୟ ଫାଇନାଲ ଟାଇ ରହିବା…

ହନୁମାନଙ୍କ ଫଟୋ ଲଗାଇ ପୂନର୍ବାର ଚର୍ଚ୍ଚାରେ ୱାର୍ଣ୍ଣର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ମହାବୀର ହନୁମାନଙ୍କ ଫଟୋ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି । ଖୁବ କମ ସମୟରେ ଏହି ଫଟୋ ଭାଇରାଲ ହୋଇଯାଇଛି । ଫଲୋର୍ସମାନେ ଏ ନେଇ ୱାର୍ଣ୍ଣରଙ୍କୁ ପ୍ରଶଂସା କରିଛନ୍ତି । ଜଣେ…

୧୦ ବର୍ଷ ପରେ ଫେରିବ କି ଚାମ୍ପିୟନ୍ସ ଲିଗ ଟି୨୦

ମୁମ୍ବାଇ: ଟି୨୦ ଲିଗର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ବିଭିନ୍ନ ଦେଶରେ ଆୟୋଜିତ ଟି୨୦ ଲିଗକୁ ନେଇ ଚାମ୍ପିୟନ ଲିଗର ଆୟୋଜନ କରାଯାଉଥିଲା । ୧୨ଟି ଟିମକୁ ନେଇ ଏହି ମୁକାବିଲା ହେଉଥିଲା । ଆଇପିଏଲ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡା…

ଆଇପିଏଲ ୨୦୨୪: ୨ଟି ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତନ

କୋଲକାତା: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୨ଟି ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତନ କରିଛି । ଏପ୍ରିଲ ୧୭ରେ ଇଡେନ ଗାର୍ଡେନରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ ଏବେ ୧୬ରେ ଖେଳାଯିବ । ସେହିପରି ନରେନ୍ଦ୍ର ମୋଦି…

ରୋହିତଙ୍କୁ ମିଳିପାରେ ମୁମ୍ବାଇ ଅଧିନାୟକ ଦାୟିତ୍ୱ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇଛି । ଏବେ…

ଆଇପିଏଲ ୧୭ତମ ସଂସ୍କରଣର ସବୁଠାରୁ କମ ସ୍କୋର କଲା ମୁମ୍ବାଇ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୨୬ ରନର ଟାର୍ଗେଟ ପ୍ରଦାନ କରିଛି । ଚଳିତ ସଂସ୍କରଣରେ ଏହା ସବୁଠାରୁ କମ ଦଳଗତ ସ୍କୋର । ଟସ ଜିତି…

ଖରାପ ପ୍ରଦର୍ଶନ ସତ୍ୱେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ମୀରାବାଈ ଚାନୁ

ଫୁକେଟ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ଚଳିତ ଆଇଡବ୍ଲ୍ୟୁଏଫ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ତେବେ ଏହା ସତ୍ୱେ ଭାରତର ଏହି ଷ୍ଟାର ୱେଟଲିଫ୍ଟର ପ୍ୟାରିସ ଅଲିମ୍ପିକ୍ସ କୋଟା ହାସଲ କରିବାରେ ସଫଳ ହୋଇଛନ୍ତି । ମହିଳା ୪୯ କିଗ୍ରା ବିଭାଗର ଗ୍ରୁପ ବିରେ…