Latest Odisha News

BREAKING NEWS

Browsing Category

ଖେଳ

ସୁରକ୍ଷା ଯୋଗାଇବାକୁ ମନା କଲା କୋଲକାତା ପୋଲିସ: କେକେଆର-ରାଜସ୍ଥାନ ମ୍ୟାଚ ଘୁଂଚିପାରେ

କୋଲକାତା: ସୁରକ୍ଷା ଦୃଷ୍ଟିକୋଣରୁ ଚଳିତ ଆଇପିଏଲରେ ଏପ୍ରିଲ ୧୭ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇପାରେ । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ରାମନବମୀକୁ ଆଖି ଆଗରେ ରଖି ସ୍ଥାନୀୟ ପୋଲିସ…

ଆଇପିଏଲ ଅଧାରୁ ନାମ ବଦଳାଇଲେ ବଟଲର

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ଖେଳାଳି ତଥା ଦିନିକିଆ ଓ ଟି୨୦ର ଅଧିନାୟକ ଜୋସ ବଟଲର ତାଙ୍କ ନାମ ବଦଳାଇ ଦେଇଛନ୍ତି । ଚଳିତ ଆଇପିଏଲ ଅଧାରୁ ସେ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରିଛନ୍ତି । ମୋ ନାମ ସର୍ବଦା ଭୁଲ ଉଚ୍ଚାରଣ ହୋଇ ଆସୁଥିଲା । ଶେଷରେ ଏହାକୁ ଅଫିସିଆଲ ଭାବେ ବଦଳାଇବାକୁ ନିଷ୍ପତି…

ବିସିସିଆଇ ହଠାତ ସମସ୍ତ ଆଇପିଏଲ ଫ୍ରାଂଚାଇଜଙ୍କୁ ବୈଠକ ପାଇଁ ଡକାଇଲା

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣରେ ୧୩ଟି ମୁକାବିଲା ଖେଳାଯିବା ପରେ ହଠାତ ବିସିସିଆଇ ଟୁର୍ଣ୍ଣାମେଂଟର ସମସ୍ତ ଫ୍ରାଂଚାଇଜଙ୍କୁ ବୈଠକ ପାଇଁ ଡକାଇଛି । ଏପ୍ରିଲ ୧୬ରେ ଏହି ବୈଠକ ଅହମ୍ମଦାବାଦରେ ଆୟୋଜିତ ହେବ । ସେଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟାନ୍ସ…

ଗେଲଙ୍କ ରେକର୍ଡ ସହ ସମକକ୍ଷ ହେଲେ ୱାର୍ଣ୍ଣର, ଧୋନୀଙ୍କ ଆଉ ଏକ କୀର୍ତିମାନ

ବିଶାଖପଟନମ: ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ଅବସରରେ ଡେଭିଡ ୱାର୍ଣ୍ଣର ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱାର୍ଣ୍ଣର ଟି୨୦ କ୍ରିକେଟରେ ସର୍ବାଧିକ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି ।…

ପ୍ରତ୍ୟାବର୍ତନ ପରେ ପନ୍ତଙ୍କ ପ୍ରଥମ ଅର୍ଦ୍ଧଶତକ

ବିଶାଖପଟନମ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୨ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ଆଘାତ ସମସ୍ୟା ପରେ ଦଳକୁ ଫେରିଥିବା ରିଷଭ ପନ୍ତ ପ୍ରଥମ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଥିବା ସୂଚନା ଦେଇଛନ୍ତି । ଦିଲ୍ଲୀ…

ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ରବିବାର ପ୍ରଥମ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଡେଭିଡ ମିଲର ଶେଷ ଓଭରରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୮ ୱିକେଟ ବିନିମୟରେ ୧୬୨ ରନ କରିଥିଲା । କୌଣସି…

ଆଇପିଏଲରେ ଦ୍ରୁତ ବଲ ପକାଇଥିବା ୫ ବୋଲର

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ଯୁବ ପେସ ବୋଲର ମୟଙ୍କ ଯାଦବ ଦ୍ରୁତ ବଲ ପକାଇ ଚହଳ ସୃଷ୍ଟି କରିଛନ୍ତି । ପଦାର୍ପଣ ଆଇପିଏଲରେ ସେ ପଞ୍ଜାବ କିଙ୍ଗସ ବିପକ୍ଷରେ ୧୫୫.୮ ପ୍ରତି ଘଂଟା ବେଗରେ ବଲ ପକାଇଥିଲେ । ଆଇପିଏଲ ଇତିହାସରେ ଏହା ୫ମ ଦ୍ରୁତ ବଲ ।…

୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ବୋପାନ୍ନା

ମାୟାମି: ଭାରତର ଟେନିସ ଷ୍ଟାର ରୋହନ ବୋପାନ୍ନା ମାୟାମି ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ୧୦୦୦ ଜିତିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ରେକର୍ଡ ସେ ନିଜେ ଭାଙ୍ଗିଛନ୍ତି । ଗତ ବର୍ଷ ଇଣ୍ଡିଆନ ୱେଲ୍ସ ଜିତି ସେ ଏହି ରେକର୍ଡ…

ରୋହିତଙ୍କୁ ହାତୀ ସହିତ ତୁଳନା କଲେ ସିଦ୍ଧୁ

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୂ ଭୂୟସୀ ପ୍ରଶଂସା କରିଛନ୍ତି । ଚଳିତ ଆଇପିଏଲରେ ରୋହିତଙ୍କୁ ହଟେଇ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋହିତଙ୍କ…

ଟି୨୦ ବିଶ୍ୱକପ: ଏପ୍ରିଲ ଶେଷ ଭାଗରେ ଘୋଷଣା ହୋଇପାରେ ଭାରତୀୟ ଦଳ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଟିମର ଘୋଷଣା ଏପ୍ରିଲ ଶେଷ ଭାଗରେ ହୋଇପାରେ । ୧୫ ସଦସ୍ୟ ବିଶିଷ୍ଟ ଟିମ ତାଲିକା ଆଇସିସି ନିକଟରୁ ମେ ୧ ମଧ୍ୟରେ ପଠାଇବାକୁ ହେବ । ମେ ୨୫ ସୁଦ୍ଧା ପ୍ରତ୍ୟେକ ଟିମକୁ ଖେଳାଳି ପରିବର୍ତନ କରିବା…