Latest Odisha News

BREAKING NEWS

Browsing Category

ଖେଳ

ରିଙ୍କୁଙ୍କୁ ବ୍ୟାଟ ଉପହାର ଦେଲେ କୋହଲି

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସର ବିସ୍ଫୋଟକ ଯୁବ ଖେଳାଳି ରିଙ୍କୁ ସିଂଙ୍କୁ ବ୍ୟାଟ ଉପହାର ଦେଇଛନ୍ତି । କୋହଲି ତାଙ୍କୁ ନିଜର ୱିଲୋ ବ୍ୟାଟ ଦେବା ମାତ୍ରେ ରିଙ୍କୁ ଖୁସୀରେ ଗଦଗଦ ହୋଇ ଯାଇଥିଲେ । ଶୁକ୍ରବାର…

ଯାହା ଭାବୁଥିଲେ ତାର ବୀପରିତ ହେଲା: ଗମ୍ଭୀର-କୋହଲି ବନ୍ଧୁ ହୋଇଗଲେ ପୂନର୍ବାର

ବେଙ୍ଗାଲୁର: ଆଇପିଏଲର ଗତ ସଂସ୍କରଣରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ନବୀନ ଉଲ ହକଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସାଥୀ ଖେଳାଳି ଓ ଅମ୍ପାୟର ସେମାନଙ୍କୁ ଅଲଗା କରିଥିଲେ । ଚଳିତ ସଂସ୍କରଣରେ ଭାରତର ଏହି ଦୁଇ ମହାନ ଖେଳାଳି ପରସ୍ପରକୁ…

ଛକାରେ ଧୋନୀଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଧିକ ଛକା ମାରିବାରେ ସେ ଏମଏସ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି । ଧୋନୀ ୨୫୨ ମ୍ୟାଚରେ ୨୩୯ ଛକା ମାରିଥିବା ବେଳେ କୋହଲି ୨୪୦ ମୁକାବିଲାରେ ଏହାକୁ…

ମାୟାମି ଓପନ: ଟାଇଟଲ ସହ ଶୀର୍ଷ ସ୍ଥାନ ହାତେଇବା ଲକ୍ଷ୍ୟରେ ବୋପାନ୍ନା

ମାୟାମି: ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଏଠାରେ ଅନୁଷ୍ଠିତ ମିୟାମି ଓପନ ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ବୋପାନ୍ନା-ଏବଡେନ ୬-୧, ୬-୪ ସେଟରେ ସ୍ପେନର ମାର୍ସେଲ ଗ୍ରେନଲୋର୍ସ ଓ ଆର୍ଜେଂଟିନାର ହୋରେସିୟା ଜେବାଲୋସ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମ୍ମାନ ଦେବା ପାଇଁ କହିଲେ ସୋନୁ ସୁଦ

ମୁମ୍ବାଇ:ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବିଭିନ୍ନ କାରଣରୁ ସମାଲୋଚିତ ହେବାରେ ଲାଗିଛନ୍ତି । ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ପରେ ପ୍ରଶଂସକଙ୍କ ଟାର୍ଗେଟରେ ସେ ରହିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲା ପରେ…

କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କୁ ସହାୟ ହେଉନି ଭାଗ୍ୟ, ଦେଶ ଛାଡି ବି ହେଲାନି ଲାଭ

ହ୍ୟୁଷ୍ଟନ: ଭାରତର ପୂର୍ବତନ କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କୁ ଭାଗ୍ୟ ସହାୟ ହେଉନି । ଭାରତରେ ତାଙ୍କ କ୍ୟାରିୟର ଠିକ ବାଟରେ ନ ଯିବାରୁ ସେ ଆମେରିକା ପଳାଇ ଯାଇଥିଲେ । ସେଠାରେ ବି ତାଙ୍କୁ ବିଶେଷ କିଛି ଲାଭ ହେଉନି । ନିକଟରେ କାନାଡା ବିପକ୍ଷ ଟି୨୦ ସିରିଜ ପାଇଁ ଆମେରିକା ତାଙ୍କୁ ଚୂଡାନ୍ତ…

ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର

କୋଲକାତା: କୋଲକାତା ନାଇଟ ରାଇଡର୍ସ ଆଘାତପ୍ରାପ୍ତ ମୁଜୀବ ଉର ରହେମାନଙ୍କ ବଦଳରେ ୧୬ ବର୍ଷୀୟ ଯୁବ ବୋଲର ଆଲ୍ଲାହ ଗଜନଫରଙ୍କୁ ସାମିଲ କରିଛି । ଆଲ୍ଲାହ ଆଫଗାନିସ୍ତାନର ଉଦୀୟମାନ ସ୍ପିନର ଅଟନ୍ତି । ସେହିପରି ରାଜସ୍ଥାନ ରୟାଲ୍ସ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ କେଶବ ମହାରାଜଙ୍କୁ ଦଳରେ ସାମିଲ…

ପଦାର୍ପଣ ଡାଇମଣ୍ଡ ଲିଗରେ କମାଲ କରିବା ଲକ୍ଷ୍ୟରେ ଓଡିଶାର ଜାଭେଲିନ ଥ୍ରୋୟର କିଶୋର

ଭୁବନେଶ୍ୱର: ଓଡିଶାର ଷ୍ଟାର ଜାଭେଲିନ ଥ୍ରୋୟର କିଶୋର ଜେନା ଡାଇମଣ୍ଡ ଲିଗରେ ପଦାର୍ପଣ କରିବାକୁ ଯାଉଛନ୍ତି । ୨୮ ବର୍ଷୀୟ ଏହି ଆଥଲେଟ ୨୦୨୩ରେ ସ୍ମରଣୀୟ ପ୍ରଦର୍ଶନ କରିଥିଲେ । ସେ ଏବେ ମେ ୧୦ରେ ଦୋହାରେ ହେବାକୁ ଥିବା ଡାଇମଣ୍ଡ ଲିଗ ଉପରେ ମନୋନିବେଶ କରିଛନ୍ତି । ୧୫ଟି ସିରିଜରେ ବିଶ୍ୱର…

ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍‌ଜା

ଭୁବନେଶ୍ବର: ଭାରତୀୟ ପୁ‌ରୁଷ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ହକି ପିଚ୍‌ରେ ହିଁ ପ୍ୟାରିସ୍‌ରେ…

ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଗୁରୁବାର ଏ ନେଇ ଚ୍ୟାଲେଂଜ ଲିଗ ପାଇଁ ୧୨ଟି ଟିମର ନାମ ଘୋଷଣା କରାଯାଇଛି । ୨ଟି ଗ୍ରୁପର ଏହି ଟିମଗୁଡିକ ଭାଗ କରାଯାଇଛି । ବିଜେତା ଓ ଉପବିଜେତାଙ୍କୁ ବିଶ୍ୱକପ…