Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପ ଫାଇନାଲ ପାଇଁ ସମସ୍ତ ବିଶ୍ୱ ବିଜେତା ଅଧିନାୟକଙ୍କୁ ନିମନ୍ତ୍ରଣ

ଅହମ୍ମଦାବାଦ: ନଭେମ୍ବର ୧୯ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ମୁକାବିଲା ପାଇଁ ସମସ୍ତ ବିଶ୍ୱବିଜେତା ଅଧିନାୟକଙ୍କୁ ଆଇସିସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି । ସେମାନଙ୍କୁ ଏକ ସ୍ୱତନ୍ତ୍ର ଧରଣର ବ୍ଲେଜର ପ୍ରଦାନ…

ବିଶ୍ୱକପ ଫାଇନାଲ କିଏ ଜିତିବ ଭବିଷ୍ୟବାଣୀ କଲେ କାଶୀର ଜ୍ୟୋତିଷାଚାର୍ଯ୍ୟ

ବାରଣାସୀ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ । ଏହି ମ୍ୟାଚ କିଏ ଜିତିବ ସେ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ କାଶୀର ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ସଞ୍ଜୟ ଉପାଧ୍ୟାୟ ଚାମ୍ପିୟନ ଟିମ ନେଇ ଭବିଷ୍ୟବାଣୀ…

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ସିରିଜରେ ଖେଳି ନ ପାରନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟା ଗୁରୁତର ରହିଛି । ରିପୋର୍ଟ ମୁତାବକ ସେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଖେଳି ନ ପାରନ୍ତି । ନଭେମ୍ବର ୨୩ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ…

ଭାଇରାଲ ହେଉଛି ମିଚେଲ ମାର୍ଶଙ୍କ ଭବିଷ୍ୟବାଣୀ: ଫାଇନାଲରେ ଅଷ୍ଟ୍ରେଲିଆ କରିବ ୪୫୦, ଭାରତ ୬୫ରେ ଅଲଆଉଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୨୦୦୩ ପରାଜୟ ଏବେ ବି ଭାରତୀୟଙ୍କ ମନରୁ ଲିଭି ନାହିଁ । ଏଥର ଅଷ୍ଟ୍ରେଲିଆକୁ ହରାଇ ଭାରତ ମଧୂର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଭାରତୀୟ ପ୍ରଶଂସକ ବିଜୟ ଆଶାରେ ରହିଥିବା ବେଳେ…

ବିଶ୍ୱକପ କ୍ରିକେଟ: ୨୦୦୩ ଓ ୨୦୨୩ ସଂଯୋଗ କଣ କରୁଛି ଇଶାରା

ମୁମ୍ବାଇ: ନଭେମ୍ବର ୧୯ରେ ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ୨୦ ବର୍ଷ ପରେ ୨ଟିମ ଫାଇନାଲରେ ପରସ୍ପରକୁ ସାମ୍ନା କରିବେ । ୨୦୦୩ର ସଂଯୋଗ ଯାହା କିଛି ଅଷ୍ଟ୍ରେଲିଆ ସପକ୍ଷରେ ଥିଲା ଏଥର ଭାରତ ପଟେ ମଧ୍ୟ ସେହି ସମୀକରଣ ଯୋଡି…

ଫାଇନାଲ ପାଇଁ ଟିମ ଇଣ୍ଡିଆ ଏହି ଗୁରୁମନ୍ତ୍ର ଆପଣାଇବ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବା ପାଇଁ ପ୍ରସ୍ତୁତ । ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ ମ୍ୟାଚରୁ ଭାରତ ଅନେକ ଶିକ୍ଷା ଲାଭ କରିଛି । ଫାଇନାଲ ପାଇଁ…

ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ : ହୋଟେଲ, ଫ୍ଲାଇଟ ଦର ଆକାଶଛୁଆଁ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୧୯ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଅହମ୍ମଦାବାଦରେ ବର୍ତମାନ ଉତ୍ସବ ମୁଖରିତ ପରିବେଶ ସୃଷ୍ଟି ହୋଇଛି । ଘରୋଇ ପରିବେଷରେ ଭାରତ…

ୱାର୍ଲଡ କପ ଫାଇନାଲ ଦେଖିବାକୁ ଅହମ୍ମଦାବାଦ ଯିବେ ମୋଦି-ଶାହ: ଆସିପାରନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ବିଶ୍ୱକପ ଫାଇନା ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଯିବେ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ ତାରିଖରେ ହେବ ମହା ରୋମାଞ୍ଚକ ଫାଇନାଲ ମ୍ୟାଚ । ଫାଇନାଲରେ ଖେଳିବେ…

ଦ୍ବିତୀୟ ସେମିଫାଇନାଲରେ ଜିତିଲା ଅଷ୍ଟ୍ରେଲିଆ, ୨୦ ବର୍ଷ ପରେ ଫାଇନାଲରେ ସାମ୍ନା କରିବ ଭାରତକୁ

କୋଲକାତା: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା । ଏହି ମ୍ୟାଚରେ କଙ୍ଗାରୁ ଦଳ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଜିତିଛି। ଯଦିଓ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ…

ବିଜୟ ହଜାରେ ଟ୍ରଫି: ଓଡିଶାର ନେତୃତ୍ୱ ନେବେ ବିପ୍ଲବ

ଭୁବନେଶ୍ୱର: ଆଗାମୀ ବିଜୟ ହଜାରେ ଟ୍ରଫିରେ ବିପ୍ଲବ ସାମନ୍ତରାୟ ଓଡିଶା ଟିମର ନେତୃତ୍ୱ ନେବେ । ଏହା ପୂର୍ବରୁ ସିନିୟର ଖେଳାଳି ଗୋବିନ୍ଦ ପୋଦ୍ଦାରଙ୍କୁ ସୟେଦ ମୁସ୍ତାକ ଅଲିରେ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଓଡିଶା ସିନିୟର ଚୟନ କମିଟି ମୂଖ୍ୟ ଅମୀୟ ରାୟ ଓ କୋଚ ଦୀନେଶ…