Latest Odisha News

BREAKING NEWS

Browsing Category

ଖେଳ

ସିରିଜ ଅଧାରୁ ବିବାହ ପାଇଁ ଗଲେ ମୁକେଶ

ଗୌହାଟୀ: ଭାରତ-ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ସିରିଜ ଅଧାରୁ ପେସ ବୋଲର ମୁକେଶ କୁମାର ଘରକୁ ଫେରିଛନ୍ତି । ସେ ହଠାତ କାହିଁକି ସିରିଜ ଅଧାରୁ ପଳାଇଗଲେ ତାହାର ଖୁଲାସା ଏବେ ହୋଇଛି । ତୃତୀୟ ମ୍ୟାଚ ପୂର୍ବରୁ ମୁକେଶ ତାଙ୍କ ବିବାହ ପାଇଁ ବିସିସିଆଇ ନିକଟରୁ ଅନୁମତି ଆଣିଥିଲେ । ସେ ୪ର୍ଥ ଟି୨୦…

ସୁପ୍ରିମକୋର୍ଟଙ୍କ ଶୁଣାଣୀ ପରେ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ରାସ୍ତା ସଫା ହେଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଶୁଣାଣୀ ପରେ ଏବେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ରାସ୍ତା ସଫା ହୋଇଛି । ମଙ୍ଗଳବାର ଏହି ନିର୍ବାଚନ ଉପରେ ହରିୟାଣା ଓ ପଞ୍ଜାବ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିଷ୍ପତିକୁ ସୁପ୍ରିମକୋର୍ଟ ବଦଳାଇ ଦେଇଛନ୍ତି । ଏହି ଦୁଇ ହାଇକୋର୍ଟଙ୍କ ସ୍ଥିତାବସ୍ଥା ଯୋଗୁ…

ସ୍କିଇଂ ବିଶ୍ୱକପ : ଅତ୍ୟଧିକ ଥଣ୍ଡା ଯୋଗୁ ପ୍ରତିଯୋଗୀଙ୍କ ପୁରୁଷାଙ୍ଗ ବରଫ ସଦୃଶ ହୋଇଗଲା

ନୂଆଦିଲ୍ଲୀ: ଶୀତକାଳୀନ ତଥା ବରଫରେ ଖେଳାଯାଉଥିବା ପ୍ରତିଯୋଗୀମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିକଟରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଫିନଲାଣ୍ଡରେ ସ୍କିଇଂ ବିଶ୍ୱକପ ଅବସରରେ ପ୍ରତିଯୋଗୀ କେଲ ହାଫୱରସନଙ୍କ ପେନିସ…

ପାକିସ୍ତାନ ହାତରୁ ଯାଇପାରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ

କରାଚୀ: ଏସିଆ କପ ପରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର । ୨୦୨୫ରେ ଏଠାରେ ହେବାକୁ ଥିବା ଚାମ୍ପିୟନ ଟ୍ରଫି ଆୟୋଜକ ଅଧିକାର ହାତରୁ ଯାଇପାରେ । ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ନେଇ ଆଇସିସି ସହ ଅଜବ ସର୍ତ ରଖିଛି । ଯଦି ସୁରକ୍ଷା ଆଳ ଦେଖାଇ ଭାରତ ଏଠାକୁ ଆସିବା ପାଇଁ ମନା…

ବାକିଥିଲା ଟ୍ୱିଷ୍ଟ, ମୁମ୍ବାଇକୁ ଫେରିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ରବିବାର ଫ୍ରାଂଚାଇଜର ସେମାନଙ୍କ ରିଟେନ ଓ ରିଲିଜ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାକୁ ଗୁଜରାଟ ଟାଏଟାନ୍ସ ରିଟେନ କରିବା ପରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଧରିଥିଲା ସେଥିରେ ବିରାମ ଘଟିଥିବା ଅନୁମାନ…

ହାର୍ଦ୍ଦିକ ପାଣ୍ଡ୍ୟା ଏବେ ‘ସୁନା ଇଲିଶି’, ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଚାଲିଛି ଟଣାଓଟରା

ନୂଆଦିଲ୍ଲୀ: ବିଶ୍ବକପ ପରେ ଏବେ ଆଇପିଏଲ ପାଇଁ ବଢିଛି ଉତ୍ସାହ। ଖାସ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କେଉଁ ଦଳ ନେବ ସେଥିପାଇଁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ରଣନୀତି। ମଝିରେ ସୁନା ଇଲିଶି ଭୂମିକାରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଯିଏକି କିଏ ତାଙ୍କୁ ଅଧିକ ପଇସା ଦେବ ତାକୁ ବସି…

ହାଇସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଭାରତ

ଥିରୁୱନ୍ତପୁରମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜରେ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୩୫ ରନର ବିଶାଳ ସ୍କୋର କରିଥିଲା । ୟଶସ୍ୱୀ ଜୈସୱାଲ ୫୩, ରିତୁରାଜ…

ଚୀନ ମାଷ୍ଟର୍ସ ସୁପର ସିରିଜରେ ରନର୍ସଅପ ହେଲେ ସାଇରାଜ-ଚିରାଗ ଯୋଡି

ବେଜିଂ: ଚୀନ ମାଷ୍ଟର୍ସ ସୁପର ସିରିଜ ୭୫୦ ବ୍ୟାଡମିଂଟନର ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ରେଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରି ଯାଇଛନ୍ତି । ଟାଇଟଲ ମୁକାବିଲାରେ ଭାରତୀୟ ଯୋଡି ଚୀନର ଲିୟାଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚୁଙ୍ଗଙ୍କ ନିକଟରୁ ୧୯-୨୧, ୨୧-୧୮ ଓ ୧୯-୨୧ରେ ହାରିବା ସହ…

ଆଇପିଏଲ ୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜ ପ୍ରସ୍ତୁତ: ଜାରୀ ହେଲା ରିଟେନ, ରିଲିଜ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜମାନେ ପ୍ରସ୍ତୁତ ହୋଇଛନ୍ତି । ରବିବାର ସେମାନେ ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ଚେନ୍ନାଇ ବେନ ଷ୍ଟୋକ୍ସଙ୍କୁ ବାହାର କରିଥିବା ବେଳେ ଦିଲ୍ଲୀ ୧୧ ଖେଳାଳିଙ୍କୁ ରିଲିଜ କରିଛି । ଚେନ୍ନାଇ ସୁପର କିଙ୍ଗସ ରିଟେନ…

ନାଟକର ଅବସାନ: ହାର୍ଦ୍ଦିକ ଯିବେନି ମୁମ୍ବାଇ ଇଣ୍ଡିଆନ୍ସ

ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି…