Latest Odisha News

BREAKING NEWS

Browsing Category

ଖେଳ

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଶ୍ରେୟଙ୍କା ଖେଳିବେ କ୍ୟାରିବିୟାନ ଲିଗ

ମୁମ୍ବାଇ: ଭାରତର ଷ୍ଟାର ଅଫ ସ୍ପିନର ଶ୍ରେୟଙ୍କା ପାଟିଲ ୱେଷ୍ଟଇଣ୍ଡିଜ ଟି୨୦ ଲିଗ ଖେଳିବାକୁ ଯାଉଛନ୍ତି । ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ସେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି । କ୍ୟାରିବିୟାନ ପ୍ରିମିୟର ଲିଗରେ ଗୁୟାନା ଏମାଜନ ୱାରିୟର୍ସ ତାଙ୍କୁ ଦଳରେ ସାମିଲ କରିଛି । ଏହା ଅଗଷ୍ଟ…

ବିଶ୍ୱକପ ଯୋଗ୍ୟତା ହାସଲ କରିପାରିଲା ନାହିଁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୱେଷ୍ଟଇଣ୍ଡିଜ ଯୋଗ୍ୟତା ହାସଲ କରିପାରି ନାହିଁ । ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସ୍କଟଲାଣ୍ଡ ନିକଟରୁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ପରାଜିତ ହୋଇଥିଲା । ୧୯୭୫, ୧୯୭୯ରେ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିବା ବେଳେ…

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିବ ପାକିସ୍ତାନର ସିକ୍ୟୁରିଟି ଟିମ

ନୂଆଦିଲ୍ଲୀ: ପାକିସ୍ତାନ ସରକାର ଭାରତରେ ବିଶ୍ୱକପ କ୍ରିକେଟ ଖେଳିବା ପାଇଁ ଟିମ ପଠାଇବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଂଚ କରିବ ବୋଲି କହିଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଏଥିପାଇଁ ଆଗୁଆ ଏକ ସିକ୍ୟୁରିଟି ଟିମ ଆସି ତାଙ୍କ ରିପୋର୍ଟ ଦେବ । ଏହାପରେ ପାକିସ୍ତାନ ବିଶ୍ୱକପ…

ଦିନିକିଆ କ୍ରିକେଟରେ ୧୦ ବଦଳରେ ୧୧ ଓଭର ପକାଇଲେ ବୋଲର

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରଙ୍କ ଦ୍ୱାରା ଏକ ବଡ ଭୁଲ ହୋଇଛି । ନିୟମ ଅନୁସାରେ ଗୋଟିଏ ବୋଲର ୧୦ ଓଭରରୁ ଅଧିକ ବୋଲିଂ କରିପାରିବ ନାହିଁ । ମାତ୍ର ଅଫ ସ୍ପିନର ଇଡେନ କାର୍ସନଙ୍କ ମ୍ୟାଚର ୪୫ତମ ଓଭର…

ବଦଳିବ ଟିମ ଇଣ୍ଡିଆର ଜର୍ସି; ବାଇଜୁ ବଦଳରେ ରହିବ ଡ୍ରିମ-୧୧

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ପକ୍ଷରୁ କରାଯାଇଛି ବଡ ଘୋଷଣା । ବଦଳିମ ଟିମ୍ ଇଣ୍ଡିଆର ଜର୍ସି । ଟିମ ଇଣ୍ଡିଆ ଜର୍ସିରେ ଆଉ ବାଇଜୁ ଲୋଗୋ ଦେଖିବାକୁ ମିଳିବନି । ତା ବଦଳରେ ଦେଖିବାକୁ ମିଳିବ ଡ୍ରିମ-୧୧ ।  ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ…

ଡାଇମଣ୍ଡ ଲିଗ: ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଲେ ନୀରୋଜ ଚୋପ୍ରା

ନୂଆଦିଲ୍ଲୀ: ଦେଶର ସୁନା ପୁଅ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଲୋଜାନ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଛନ୍ତି। ନୀରଜ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି 'ଗୋଲଡେନ୍ ବୟ' ନୀରଜଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ମେ…

ପଡିଆରୁ ଚୁଇଂଗମ ଉଠାଇ ଖାଇଲେ ଲାବୁଶେନ

ଲଣ୍ଡନ: ଚଳିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ଲାବୁଶେନଙ୍କ ପାଟିରୁ ଚୁଇଂଗମ ପଡିଆରେ ପଡି ଯାଇଥିଲା । ମାତ୍ର ଏହା ପରେ ସେ ଆଶ୍ଚର୍ଯ୍ୟଜନକ…

ଏସିଆନ ଗେମ୍ସ: କ୍ରିକେଟ ପାଇଁ ଭାରତ ପଠାଇବ ବି ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେପ୍ଟମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଗେମ୍ସ ପାଇଁ କ୍ରିକେଟ ଟିମ ପଠାଇବାକୁ ରାଜି ହୋଇଛି । ଚୀନର ହୋଙ୍ଗଜୋଉରେ ଏସିଆନ ଗେମ୍ସ ହେବ । ରିପୋର୍ଟ ମୁତାବକ ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ଏହି ମୁକାବିଲା ପାଇଁ ବି ଟିମ ପଠାଇବ । ୭…

ଯୁବ ସ୍ନୁକର ଖେଳାଳି ମାଜିଦ ଅଲିଙ୍କ ଆତ୍ମହତ୍ୟା: ଖେଳ ଦୁନିଆ ସ୍ତବ୍ଧ

ଇସଲାମବାଦ: ପାକିସ୍ତାନର ଜଣେ ଯୁବ ଖେଳାଳି ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୮ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଯୁବ ଖେଳାଳି ହେଉଛନ୍ତି ମାଜିଦ ଅଲି । ମାଜିଦ ଜଣେ ଟପ ସ୍ନୁକର ପ୍ଲେୟାର । ସେ ଗଛ କଟା ମେସିନ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଗାମୀ ଏସିଆ କପ…

୩ ବର୍ଷ ପରେ ପୁନର୍ବାର ଟେନିସକୁ ଫେରିବେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ୱଜନିଆକି

ନୂଆଦିଲ୍ଲୀ: ଡେନମାର୍କର ପୂର୍ବତନ ଟେନିସ ଖେଳାଳି କାରୋଲିନ ୱଜନିଆକି ୩ ବର୍ଷ ପରେ ଅବସର ନିଷ୍ପତିରୁ ଓହରିଛନ୍ତି । ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ପ୍ରଫେଶନାଲ ଟେନିସ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ୩ବର୍ଷ ହେବ ମୁଁ ମୋ ପରିବାର ସହ ଭଲ ସମୟ କାଟିଛି । ୨୦୨୦ରେ ୱଜନିଆକି…