Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦: ଶେଷ ବଲରେ ଛକା ମାରି ଭାରତକୁ ଜିତାଇଲେ ରିଙ୍କୁ ସିଂ

ବିଶାଖାପାଟଣା: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୨ ୱିକେଟରେ ବିଜୟ ହାସଲ କରିଛି । ଶେଷ ବଲରେ ଛକା ମାରି ରିଙ୍କୁ ସିଂ ଭାରତକୁ ବିଜୟୀ କରାଇଥିଲେ । ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ଏହି ବିଜୟ…

ଷ୍ଟୋକ୍ସ ଖେଳିବେନି ଆଇପିଏଲ ୨୦୨୪

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ୨୦୨୪ ଆଇପିଏଲ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଫିଟନେସ ସମସ୍ୟା ଓ କାର୍ଯ୍ୟଭାର ଯୋଗୁ ସେ ଏହି ନିଷ୍ପତି ନେଇଥିବା କହିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଗୁରୁବାର ଏ ସମ୍ପର୍କରେ ଘୋଷଣା କରିଛି । ୨୦୨୩ରେ ଚେନ୍ନାଇ ତାଙ୍କୁ ୧୬.୨୫ କୋଟି…

ସାମୁଏଲ୍ସ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ

ଦୁବାଇ: ୱେଷ୍ଟଇଣ୍ଡିଜର ପୂର୍ବ ଅଲରାଉଣ୍ଡର ମାର୍ଲନ ସାମୁଏଲ୍ସଙ୍କୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛନ୍ତି । ଏହି ପ୍ରତିବନ୍ଧ ୧୧ ନଭେମ୍ବର ୨୦୨୩ରୁ ଆରମ୍ଭ ହେବ । ପୂର୍ବରୁ ସାମୁଏଲ୍ସଙ୍କ ଉପରେ ସେପ୍ଟମ୍ବର ୨୦୨୧ରେ ଆଇସିସି ଦୁର୍ନୀତି ଅଭିଯୋଗ ଆଣିଥିଲା…

ଟି୨୦ କ୍ୟାରିୟର ନେଇ କୋହଲି, ରୋହିତଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଲା ବିସିସିଆଇ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ପୂର୍ବ ସଂସ୍କରଣରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହା ପରେ ବିସିସିଆଇ ଚୟନ କମିଟିକୁ ଏକ ଯୁବ ଟିମ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିକଳ୍ପ ନେଇ ମଧ୍ୟ ଚିନ୍ତା କରାଯାଇଥିବା ଖବର ପ୍ରକାଶ ପାଇଥିଲା । ମାତ୍ର…

୧୩୩ ବଲରେ ୧୫୭ ରନ କରି ଚର୍ଚ୍ଚାରେ ମୟଙ୍କ

ଅହମ୍ମଦାବାଦ: ବିଜୟ ହଜାରେ ଟ୍ରଫିରେ ଗୁରୁବାର କର୍ଣ୍ଣାଟକର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଆସିଛନ୍ତି । ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ମୟଙ୍କ ୧୩୩ ବଲରେ ୧୫୭ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ତାଙ୍କ…

ବିଗ ବ୍ୟାଶ ଲିଗରେ ଟାୱେଲ ମାଧ୍ୟମରେ କ୍ୟାଚ ଧରିବା ନେଇ ବିବାଦ

ସିଡନୀ: ଚଳିତ ମହିଳା ବିଗ ବ୍ୟାଶ ଲିଗରେ ଟାୱେଲ ମାଧ୍ୟମରେ କ୍ୟାଚ ଧରିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମ୍ୟାଚରେ ସିଡନୀ ସିକ୍ସର୍ସ ୬ ୱିକେଟରେ ବ୍ରିସବେନ ହିଟକୁ ପରାସ୍ତ କରିଥିଲା । ବ୍ରିସବେନ ପ୍ରଥମେ ବ୍ୟାଟିଂ କରି ୧୭୬ ରନ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରିବା…

ଟିମ୍ ଇଣ୍ଡିଆ ପାଇବ ନୂଆ କୋଚ୍! କିଏ ହେବେ ରାହୁଲ ଡ୍ରାବିଡଙ୍କ ଉତ୍ତରାଧିକାରୀ?

ମୁମ୍ବାଇ: ବିଶ୍ୱକପ ପରାଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ବିସିସିଆଇ ସହିତ କୋଚ ଭାବେ ନିଜ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁନାହାନ୍ତି। ଏଭଳି ଏକ ଖବର ମିଳୁଛି ଜାତୀୟ ଗଣମାଧ୍ୟମରୁ। ନିଜ ନିଷ୍ପତ୍ତି ବାବଦରେ ରାହୁଲ ଦ୍ରାବିଡ୍ ବିସିସିସିଆଇକୁ ଅବଗତ କରାଇଥିବା…

ନିଲାମ ହେବ ମେସିଙ୍କ ଜର୍ସି

ଆର୍ଜେଣ୍ଟିନା: ନିଲାମ ହେବାକୁ ଯାଉଛି ଗତବର୍ଷ ଫିଫା ବିଶ୍ୱକପ୍ ବିଜେତା ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା କିଂବଦନ୍ତି ଖେଳାଳି ଲିଓନେଲ୍ ମେସିଙ୍କ ଜର୍ସି । ନିଲାମରୁ ପ୍ରଚୁର ଅର୍ଥ ରାଶି ମିଳିବା ନେଇ ସେ ଆଶା କରିଛନ୍ତି । ନିଲାମରୁ ମିଳିବା ଅର୍ଥକୁ ସେ ୟୁନିକାସ୍ ପ୍ରକଳ୍ପକୁ ପ୍ରଦାନ କରିବେ…

ଦିନିକିଆ ବିଶ୍ୱକପ ୨୦୨୩କୁ ଉପଭୋଗ କଲେ ରେକର୍ଡ ସଂଖ୍ୟକ ଦର୍ଶକ

ଅହମ୍ମଦାବାଦ:ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପକୁ ଷ୍ଟାଡିୟମରେ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି । ବିଶ୍ୱକପର ମ୍ୟାଚଗୁଡ଼ିକୁ ଷ୍ଟାଡିୟମ ୧୨ ଲକ୍ଷରୁ ଅଧିକ ଲୋକ ଉପଭୋଗ କରିଛନ୍ତି । ପୂର୍ବରୁ କ୍ରିକେଟର କୌଣସି ବିଶ୍ୱକପ କିମ୍ବା ଟୁର୍ଣ୍ଣାମେଣ୍ଟରେ ଏତେ ସଂଖ୍ୟକ ଲୋକ ଷ୍ଟାଡିମୟ ଯାଇ…

ଶ୍ରୀଲଙ୍କା ବଦଳରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ

ଡର୍ବାନ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଓ କଠୋର ନିଷ୍ପତି ନେଇଛି । ଶ୍ରୀଲଙ୍କା ହାତରୁ ୧୯ ବର୍ଷରୁ କମ ବିଶ୍ୱକପ ଆୟୋଜ ଅଧିକାର ଛଡାଇ ଏବେ ଏହାକୁ ଦକ୍ଷିଣ ଆଫ୍ରିକାକୁ ପ୍ରଦାନ କରାଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅଶାନ୍ତି ଯୋଗୁ ଆଇସିସି ଏହାକୁ…