Latest Odisha News

BREAKING NEWS

Browsing Category

ଖେଳ

ଭାରତର ଷ୍ଟାର ଖେଳାଳି ଅମ୍ପାୟରିଂ ବେଳେ ଅନାବଶ୍ୟକ ଚାପ ପକାଇଥାନ୍ତି: ନୀତିନ ମେନନ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ହାରିବା ପରେ ଭାରତୀୟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଭାରତୀୟ ଖେଳାଳିମାନେ ଫିଲ୍ଡରେ ଆକ୍ରମଣାତ୍ମକ ଶୈଳୀ ବଜାୟ ରଖିବା ପାଇଁ ପଡିଆରେ ଅମ୍ପାୟରଙ୍କ ଉପରେ ଚାପ ପକାଇଥାନ୍ତି । ଆଇସିସି ଏଲିଟ ପ୍ୟାନେଲ…

ଏସିଆନ ଗେମ୍ସ ଟ୍ରାଏଲ ତାରିଖ ଘୁଂଚାଇବାକୁ ଦାବୀ କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଚାର୍ଜଶିଟ ଦାଖଲ ହେବା ପରେ ରେସଲର୍ସଙ୍କ ବିବାଦ ନୂଆ ମୋଡ ନେଇଛି । ଆନ୍ଦୋଳନ ପରେ ରେସଲରମାନେ ଏବେ ଏସିଆନ ଗେମ୍ସ ଟ୍ରାଏଲରେ ଅଂଶଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଯାହାକୁ…

ରାଜନୀତିରେ ଯୋଗ ଦେବେ କି ଅମ୍ବାତି ରାୟୁଡୁ

ହାଇଦ୍ରାବାଦ: କ୍ରିକେଟର ଅମ୍ବାତି ରାୟୁଡୁ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବା ନେଇ ଖବର ପ୍ରକାଶ ପାଇଛି । ତେବେ ଏ ନେଇ କ୍ରିକେଟରଜଣଙ୍କ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ଆନ୍ଧ୍ରପ୍ରଦେଶର ମୂଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କୁ ସିଏ ଭେଟିବା ପରେ ଏ ନେଇ ଆଲୋଚନା ଆରମ୍ଭ…

ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ: ଫାଇନାଲରେ ଚିରାଗ-ସାଇରାଜ

ଜାକାର୍ତା: ଚଳିତ ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନରେ ଭାରତର ସାତ୍ୱିକସାଇରାଜ ରଂକିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡି ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ସେମିଫାଇନାଲରେ ଦକ୍ଷିଣ କୋରିଆର ଏମଏଚ କଂଗ ଓ ଏସଜେ ସିୟୋଙ୍କୁ ୧୭-୨୧, ୨୧-୧୯, ୨୧-୧୮ରେ ପରାସ୍ତ କରିଥିଲେ । ପ୍ରଥମ ସେଟ…

ଟେଷ୍ଟ କ୍ରିକେଟରେ ଚଳିତ ଶତାବ୍ଦୀର ସବୁଠାରୁ ବୃହତ ବିଜୟ ହାସଲ କଲା ବାଂଲାଦେଶ

ଢ଼ାକା: ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟରେ ବାଂଲାଦେଶ ୫୪୬ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ବାଂଲାଦେଶର ଏହା ସବୁଠାରୁ ବୃହତ ବିଜୟ । ସେହିପରି ଆନ୍ତର୍ଜାତୀୟ ଟେଷ୍ଟରେ ଏହା ରନ ବ୍ୟବଧାନରେ ତୃତୀୟ ବୃହତ ବିଜୟ । ୧୯୨୮ରେ ଇଂଲଣ୍ଡ ୬୭୫ ରନରେ ଅଷ୍ଟ୍ରେଲିଆକୁ, ୧୯୩୪ରେ ଅଷ୍ଟ୍ରେଲିଆ ୫୬୨…

ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ଶ୍ରାବଣୀଙ୍କୁ ପଛରେ ପକାଇଲେ ୟାରାଜୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଶୁକ୍ରବାର ୧୨ରୁ ଊର୍ଦ୍ଧ୍ୱ ଆଥଲେଟ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ଲୋକାଲ ଫେଭରାଇଟ ଶ୍ରାବଣୀ ନନ୍ଦ ନିରାଶ କରିଛନ୍ତି । ମହିଳା ୧୦୦ ମିଟର ଦୌଡରେ…

ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ:ସେମିରେ ପ୍ରଣୟ, ସାଇରାଜ-ଚିରାଗ

ଜାକର୍ତା: ଚଳିତ ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଭାରତର ଏଚଏସ ପ୍ରଣୟ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ପ୍ରଣୟ ଜାପାନର କୋଡାଇ ନାରଓକାଙ୍କୁ ୧୮-୨୧, ୧୬-୨୧ ସେଟରେ ପରାସ୍ତ କରିଥିଲେ । ସେମିରେ ସେ ଡେନମାର୍କର ଭିକ୍ଟର…

ଏସିଆ କପରେ ଦଳକୁ ଫେରି ପାରନ୍ତି ଶ୍ରେୟାଶ, ବୁମରାହ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟର ୨୦୨୩ ସଂସ୍କରଣ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ । ପାକିସ୍ତାନରେ ୪ଟି ଏବଂ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳାଯିବ । ଏଥିପାଇଁ ଖୁବ ଶୀଘ୍ର ଟିମ ଇଣ୍ଡିଆର ଦଳ ଚୟନ କରାଯିବ । ରିପୋର୍ଟ ମୁତାବକ ଏହି ଟୁର୍ଣ୍ଣାମେଂଟ ମାଧ୍ୟମରେ ଯଶପ୍ରୀତ ବୁମରାହ ଓ…

ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ : ଭାରତ-ଲେବାନନ ମ୍ୟାଚ ଡ୍ର

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ  ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପରେ ଭାରତ ଓ ଲେବାନନ ମଧ୍ୟରେ ଅନୁଷ୍ଠିତ ଶେଷ ଲିଗ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ ।…

ଗୋଟିଏ ଖବର.. ଇଂଲଣ୍ଡ କ୍ରିକେଟର ମୃତ୍ୟୁ ଘଟିଛିରୁ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ପୁରାତନ ଆଶେସ ସିରିଜ

ବିଶ୍ୱ କ୍ରିକେଟର ସବୁଠାରୁ ପୁରାତନ ଆଶେସ ସିରିଜର ୭୩ ସଂସ୍କରଣ ଜୁନ ୧୬ରୁ ଆରମ୍ଭ ହେବ । ୧୮୮୨ରୁ ଆରମ୍ଭ ହୋଇଥିବା ଏହି ସିରିଜ ସର୍ବଦା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପାଇଁ ସମ୍ମାନର ବିଷୟ ହୋଇ ରହିଛି । ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳା ଯାଉଥିଲା । ତେବେ ଏହାର ନାମ ଆଶେସ…