Latest Odisha News

BREAKING NEWS

Browsing Category

ଖେଳ

ବ୍ରିଜ ଭୂଷଣଙ୍କୁ ବଡ ଆଶ୍ୱସ୍ତି: ପୋଲିସ କ୍ଲୋଜର ରିପୋର୍ଟକୁ ବିରୋଧ କଲେନି ନାବାଳିକା ରେସଲର

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ନାବାଳିକା ରେସଲରଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ନାବାଳିକାଜଣଙ୍କ ପରେ ଏହି ଅଭିଯୋଗରୁ ହଟି ଯାଇଥିଲେ । ଆଜି ପୋଲିସ…

ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମ ଘୋଷଣା

ନୂଆଦିଲ୍ଲୀ: ୨୩ ସେପ୍ଟମ୍ବରଠାରୁ ଚୀନରେ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମର ଘୋଷଣା କରାଯାଇଛି । ଏସିଆନ ଗେମ୍ସ ନିୟମ ଅନୁସାରେ ୨୩ ବର୍ଷରୁ କମ ଟିମ ସହିତ ୩ଜଣ ସିନିୟର ଖେଳାଳି ଖେଳିପାରିବେ । ସୁନୀଲ ଛେତ୍ରୀ, ସନ୍ଦୀପ ଝିଙ୍ଗନ ଓ ଗୁରପ୍ରୀତ ସିଂ ସାନ୍ଧୁଙ୍କୁ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତରେ ପଂହଚିଲା ପାକିସ୍ତାନ ଟିମ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାଗ ନେବା ପାଇଁ ମଙ୍ଗଳବାର ପାକିସ୍ତାନ ଟିମ ୱାଘା ବର୍ଡର ଦେଇ ଭାରତରେ ପଂହଚିଛି । ଚେନ୍ନାଇରେ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ଅଗଷ୍ଟ ୩ରେ ମାଲେସିଆ ବିପକ୍ଷରେ ପାକିସ୍ତାନ ତାର ଅଭିଯାନ ଆରମ୍ଭ କରିବ । ୯…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ, ଭାରତ ପାଇଁ ‘କର ବା ମର’ ପରିସ୍ଥିତି

ନୂଆଦିଲ୍ଲୀ: ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ରେ ବରାବର ରହିଛି । ଦ୍ୱିତୀୟ ମ୍ୟାଚରେ ଅଧିନାୟକ…

ୱକ୍ସ, ମୋଇନଙ୍କ ବୋଲିଂରେ ଅଷ୍ଟ୍ରେଲିଆ ଧରାଶାୟୀ, ସିରିଜ ବରାବର କଲା ଇଂଲଣ୍ଡ

ଦି ଓଭାଲ: ଆଶେସ କ୍ରିକେଟ ସିରିଜ ରୋମାଂଚକ ଢ଼ଙ୍ଗରେ ଶେଷ ହୋଇଛି । ୫ମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ୪୯ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨-୨ରେ ସିରିଜ ବରାବର କରିଛି । ଏଥିସହ ଇଂଲଣ୍ଡ ତାଙ୍କ ପ୍ରିୟ ଖେଳାଳି ଷ୍ଟୁଆର୍ଟ ବ୍ରଡଙ୍କୁ ମଧ୍ୟ ଅବସର ଭେଟି ପ୍ରଦାନ କରିଛି । ୩୮୪ ରନର ବିଜୟ…

ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ: ସିନିୟରଙ୍କୁ ବିଶ୍ରାମ, ବୁମରାହ ଅଧିନାୟକ

ମୁମ୍ବାଇ: ୧୮ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଆୟର୍ଲାଣ୍ଡ ବିପକ୍ଷ କ୍ରିକେଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଉଛି । ୧୦ ମାସ ପରେ ଆଘାତ ସମସ୍ୟାରୁ ମୁକୁଳିବା ପରେ ଯଶପ୍ରୀତ ବୁମରାହ ଦଳକୁ ଫେରିଛନ୍ତି । ତାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି । ଘୋଷିତ ଦଳରେ…

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ୧୪ ଅକ୍ଟୋବରରେ ଖେଳାଯିବ: ରିପୋର୍ଟ

ମୁମ୍ବାଇ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏଥର ୧୫ ଅକ୍ଟୋବର ବଦଳରେ ୧୪ରେ ମ୍ୟାଚ ଖେଳାଯିବ । ଭେନ୍ୟୁରେ କୌଣସି ପରିବର୍ତନ କରାଯିବ ନାହିଁ । ନବରାତ୍ରୀ ଓ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖାଯାଇ…

ଆଶେସ ସିରିଜ: ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୯ ରନ, ଅଡୁଆରେ ଇଂଲଣ୍ଡ

ଦି ଓଭାଲ: ଚଳିତ ଆଶେସ କ୍ରିକେଟ ସିରିଜର ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ବର୍ଷା ଯୋଗୁ ୪ର୍ଥ ଦିବସ ଖେଳ ବାଧାପ୍ରାପ୍ତ ହୋଇଥିଲା । ଏବେ ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୪୯ ରନ ଏବଂ ଇଂଲଣ୍ଡକୁ ୧୦ଟି ଯାକ ୱିକେଟ ଆବଶ୍ୟକ । ୪ର୍ଥ ଦିବସ…

ସଚିନ-ଡ୍ରାଭିଡଙ୍କ ରେକର୍ଡ ଭାଙ୍ଗି ପାରିଲେ ନାହିଁ ବ୍ରଡ-ଆଣ୍ଡରସନ

ଲଣ୍ଡନ: ଆଶେଷ ସିରିଜରେ ପରେ ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବେ । ବ୍ରଡ ଏବଂ ତାଙ୍କ ସାଥୀ ଖେଳାଳି ଜେମ୍ସ ଆଣ୍ଡରସନ ଏକତ୍ର ୧୩୮ ଟେଷ୍ଟ ଖେଳିଛନ୍ତି । ତେବେ ଏହି ଯୋଡି ଅଳ୍ପକେ ରେକର୍ଡ ହାସଲରୁ ବଂଚିତ ହୋଇଛନ୍ତି । ଏକତ୍ର ସର୍ବାଧିକ ମ୍ୟାଚ…

ଦେଓଧର ଟ୍ରଫି: ଶୁଭ୍ରାଂଶୁଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ହାରିଲା ପୂର୍ବାଂଚଳ

ପୁଡୁଚେରୀ: ଚଳିତ ଦେଓଧର ଟ୍ରଫି କ୍ରିକେଟରେ ଓଡିଶା ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ବ୍ୟାଟିଂ ସତ୍ୱେ ପୂର୍ବାଂଚଳ ୫ ୱିକେଟରେ ଦକ୍ଷିଣାଂଚଳ ନିକଟରୁ ପରାଜିତ ହୋଇଛି । ଶୁଭ୍ରାଂଶୁ ୪୪ ରନ କରି ଆଉଟ ହୋଇଥିଲେ । ସେ ଦ୍ୱିତୀୟ ୱିକେଟରେ ବିରାଟ ସିଂଙ୍କ ସହ ୮୬ ରନର…