Latest Odisha News

BREAKING NEWS

Browsing Category

ଖେଳ

ଭାରତରେ ଖେଳାଯିବ ନାହିଁ କି ଆଇପିଏଲ୍ ୨୦୨୪ ?

ମୁମ୍ବାଇ: ଆଗୁଆ ଖେଳା ଯାଇପାରେ ୨୦୨୪ ଆଇପିଏଲ୍ । ଆଜତକର ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଆଇପିଏଲ୍ ୨୦୨୪କୁ ଆଗୁଆ ଆୟୋଜନ କରିବା ନେଇ ବିଚାର କରୁଛନ୍ତି । ଏଥିସହ ଆଇପିଏଲର ଏହି ସଂସ୍କରଣ ବିଦେଶରେ ହେବା ସମ୍ଭାବନା ରହିଛି । ଯାହାର ବଡ଼ କାରଣ ହେଉଛି ୨୦୨୪ରେ ହେବାକୁ…

୫ମ ଟେଷ୍ଟ ପରେ ସେ କ୍ରିକେଟକୁ ଅଲବିଦା କହିବେ ଷ୍ଟୁଆର୍ଟ ବ୍ରଡ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ପେସ ବୋଲର ଷ୍ଟୁଆର୍ଟ ବ୍ରଡ କ୍ରିକେଟରୁ କେବେ ଅବସର ନେବେ ତାହା ଘୋଷଣା କରିଛନ୍ତି । ଆଶେସ ସିରିଜର ୫ମ ଟେଷ୍ଟ ପରେ ସେ କ୍ରିକେଟକୁ ଅଲବିଦା କହିବେ । ମ୍ୟାଚର ତୃତୀୟ ଦିବସ ଖେଳ ଶେଷ ହେବା ପରେ ସେ ଏ ନେଇ ଘୋଷଣା କରିଥିଲେ । ଟେଷ୍ଟ କ୍ରିକେଟରେ ସେ ୬୦୦ ୱିକେଟ ନେବାରେ…

ବିଶ୍ବକପ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ୬ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି। ଭାରତୀୟ ଦଳର ବୋଲର ଏବଂ ବ୍ୟାଟରମାନେ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍‌ରେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ନିଜକୁ ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ…

କାହା ପ୍ରେମରେ ପଡିଛନ୍ତି ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ଏବେ ପ୍ରେମରେ ପଡିଛନ୍ତି । ଏବେ ସେ ତାଙ୍କ ବୟଫ୍ରେଣ୍ଡ ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । ଅବଶ୍ୟ ସ୍ମୃତି ନିଜ ଆଡୁ ଏ ସମ୍ପର୍କରେ କିଛି କହି ନ ଥିଲେ ସୋସିଆଲ ମିଡିଆରେ ଏ ନେଇ ଖବର ପ୍ରକାଶ ପାଇଛି । ତାଙ୍କ…

୨୦୨୪ ଟି୨୦ ବିଶ୍ୱକପ ତାରିଖ ଘୋଷିତ

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟର ତାରିଖ ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଆମେରିକା ଓ ୱେଷ୍ଟଇଣ୍ଡିରେ ଏହା ୪ରୁ ୩୦ ଜୁନ ପର୍ଯ୍ୟନ୍ତ ଖେଳାଯିବ । ୧୦ଟି ସହରରେ ୨୭ ଦିନ ଧରି ୨୦ ଟିମ ମଧ୍ୟରେ ୫୫ଟି ମୁକାବିଲା ହେବ । ୧୪୭ ବର୍ଷ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା…

ଆୟର୍ଲାଣ୍ଡ ସିରିଜ ପରେ ଅବସର ନେବେ ଭୁବନେଶ୍ୱର !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ପେସ ବୋଲର ଭୁବନେଶ୍ୱର କୁମାର କ୍ରିକେଟରୁ ଅବସର ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଆୟର୍ଲାଣ୍ଡ ସିରିଜ ପରେ ସେ ଏହି ନିଷ୍ପତି ନେଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏ ନେଇ ଭୁବନେଶ୍ୱର ପକ୍ଷରୁ କୌଣସି ବୟାନ ଆସି ନାହିଁ ।…

ଦେଓଧର ଟ୍ରଫିରେ ରିୟାନ ପରାଗଙ୍କ ବିସ୍ଫୋରକ ବ୍ୟାଟିଂ, ୟୁସୁଫଙ୍କ ୧୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ

ନୂଆଦିଲ୍ଲୀ: ଚଳିତ ଦେଓଧର ଟ୍ରଫିରେ ଆସାମ ଅଲରାଉଣ୍ଡର ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପୂର୍ବାଂଚଳ ପକ୍ଷରୁ ଖେଳୁଥିବା ପରାଗ ଉତରାଂଚଳ ବିପକ୍ଷରେ ୧୦୨ ବଲରେ ୧୩୧ ରନର ଇନିଂସ ଖେଳିଥିଲେ । ଏଥିରେ ୫ ଚୌକା ଓ ୧୧ ଛକା ରହିଥିଲା । ସେ ୮୪ ବଲରେ ଶତକ ହାସଲ…

୨୦୨୪ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ପାପୁଆ ନ୍ୟୁ ଗିନି

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ପାପୁଆ ନ୍ୟୁ ଗିନି ଯୋଗ୍ୟତା ହାସଲ କରିଛି । ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ପିଏନଜି ୧୦୦ ରନରେ ଫିଲିପାଇନ୍ସକୁ ହରାଇଥିଲା । ୨୦୨୪ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଥିରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ବର୍ତମାନ…

ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ହେବ ପରିବର୍ତନ, ସୂଚନା ଦେଲେ ଜୟ ଶାହ

ଅହମ୍ମଦାବାଦ: ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ପରିବର୍ତନ ହେବା ଏକପ୍ରକାର ନିଶ୍ଚିତ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଛନ୍ତି । ଦିନିକିଆ ବିଶ୍ୱକପରେ ସାମିଲ ୩ ସଦସ୍ୟ ଦେଶ କାର୍ଯ୍ୟସୂଚୀ ନେଇ ଅଭିଯୋଗ କରିଛନ୍ତି । ପୂର୍ବରୁ…

ଆଶେସ ସିରିଜ: ଇଂଲଣ୍ଡର ପ୍ରଥମ ଇନିଂସ ୨୮୩ରେ ସୀମିତ

ଦି ଓଭାଲ: ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆଶେସ କ୍ରିକେଟ ସିରିଜରେ ୫ମ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଇଂଲଣ୍ଡ ୨୮୩ ରନ କରି ଅଲଆଉଟ ହୋଇଯାଇଛି । ହ୍ୟାରୀ ବ୍ରୁକ୍ସ ୮୫ ଓ ବେନ ଡକେଟଙ୍କ ୪୧ ରନ ଯୋଗୁ ଦଳ ପ୍ରଥମ ଇନିଂସରେ ଏକ ଆଭରେଜ ସ୍କୋର କରିପାରିଛି । ଅନ୍ୟମାନଙ୍କ ମଧ୍ୟରେ…