Latest Odisha News

BREAKING NEWS

Browsing Category

ଖେଳ

ଆଇସିସି ଦିନିକିଆ ବିଶ୍ୱକପ: ଭାରତ-ପାକିସ୍ତାନ ସେମିଫାଇନାଲ ମ୍ୟାଚ କେଉଁଠାରେ ହେବ ଆୟୋଜିତ ?

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଆଜି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୫ରେ ଉଦଘାଟନୀ ମ୍ୟାଚ ଏବଂ ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି କାର୍ଯ୍ୟସୂଚୀ ଭାରତ-ପାକିସ୍ତାନ ଯଦି ସେମିଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହୁଅନ୍ତି ତେବେ ଏହା କେଉଁଠାରେ…

ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ଆଇସିସି ପକ୍ଷରୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷିତ କରାଯାଇଛି । ୪୬ ଦିନରେ ଓଭରାଲ ୪୮ଟି ମ୍ୟାଚ ଖେଳାଯିବ । ଅକ୍ଟୋବର ୫ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ…

ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦ୍ୱିତୀୟ ସର୍ବବୃହତ ବିଜୟ ହାସଲ କଲା ଜିମ୍ବାୱେ

ହରାରେ: ଚଳିତ ଦିନିକିଆ ବିଶ୍ୱକପ କ୍ୱାଲିଫାୟର ମୁକାବିଲାରେ ସୋମବାର ଜିମ୍ବାୱେ କ୍ରିକେଟ ଟିମ ଇତିହାସ ରଚିଛି । ହରାରେ ସ୍ପୋର୍ଟ୍ସ କ୍ଲବରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୬ ୱିକେଟ ବିନିମୟରେ ୪୦୮ ରନର ବିଶାଳ ସ୍କୋର କରିଥିଲା । ୪୦୯ ରନର ଲକ୍ଷ୍ୟକୁ ପିଛା କରି ୟୁଏସଏ ୧୦୪ ରନରେ ଅଲଆଉଟ…

ୱିମ୍ବେଲଡନ ଟେନିସରେ କମେଂଟ୍ରି କରିବ ଏଆଇ

ଲଣ୍ଡନ: ଟେନିସର ସବୁଠାରୁ ପୁରାତନ ଟୁର୍ଣ୍ଣାମେଂଟ ୱିମ୍ବେଲଡନରେ ଏଥର ଆର୍ଟିଫିସିଆଲ ଇଂଟେଲଜେନ୍ସି ମାଧ୍ୟମରେ କମେଂଟ୍ରି କରାଯିବ । ଜୁଲାଇ ୩ରୁ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତି ବିଶେଷ ବିନା ସମ୍ପୂର୍ଣ୍ଣ ଭାବେ ଜ୍ଞାନକୌଶଳର ବ୍ୟବହାର କରାଯାଇ…

ଦୁଲୀପ ଟ୍ରଫି: ଓଡିଶା ପେସର ସୂର୍ଯ୍ୟକାନ୍ତ ଚୂଡାନ୍ତ ଦଳରେ ସାମିଲ

ଭୁବନେଶ୍ୱର: ଆଗାମୀ ଦୁଲୀପ ଟ୍ରଫି ପାଇଁ ନିକଟରେ ପୂର୍ବାଚଳ ଦଳ ଘୋଷଣା କରାଯାଇଥିଲା । ଏଥିରେ ଓଡିଶାର ଉଦୀୟମାନ ପେସ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମୂଖ୍ୟ ଦଳରେ ସାମିଲ କରା ନ ଯାଇ ଷ୍ଟାଣ୍ଡବାଇରେ ରଖା ଯାଇଥିଲା । ତେବେ ରବିବାର ଓସିଏରୁ ମିଳିଥିବା ଖବର ଅନୁସାରେ ସୂର୍ଯ୍ୟକାନ୍ତଙ୍କୂ…

କ୍ରମାଗତ ୫ ୱିକେଟ ସଫଳତାରେ ହସରଙ୍ଗାଙ୍କ ବିଶ୍ୱରେକର୍ଡ

କଲମ୍ବୋ: ଶ୍ରୀଲଙ୍କା ଲେଗ ସ୍ପିନର ୱାନିନ୍ଦୁ ହସରଙ୍ଗା ଦିନିକିଆ କ୍ରିକେଟରେ ସର୍ବାଧିକ ଥର କ୍ରମାଗତ ୫ ୱିକେଟ ସଫଳତା ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଚଳିତ ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲାରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ…

ଘୁଂଚିଲା ଭାରତୀୟ କୁସ୍ତି ସଂଘ ନିର୍ବାଚନ

ଗୌହାଟୀ: ଭାରତୀୟ କୁସ୍ତି ସଂଘ ନିର୍ବାଚନ ଆଉ କିଛି ଦିନ ପାଇଁ ଘୁଂଚିଯାଇଛି । ୧୧ ଜୁଲାଇରେ ହେବାକୁ ଥିବା ଏହି ନିର୍ବାଚନ ଉପରେ ଗୌହାଟୀ ହାଇକୋର୍ଟ ରୋକ ଲଗାଇଛି । ପ୍ରଥମେ ଏହି ନିର୍ବାଚନ ୬ରେ ହେବାକୁ ଥିଲା ମାତ୍ର ଗଠିତ କମିଟି ଏହାକୁ ଘଂଚାଇ ୧୧ରେ କରିବା ପାଇଁ ନିଷ୍ପତି ନେଇଥିଲେ । ଏବେ…

ସାଫ ଚାମ୍ପିୟନଶିପ : ନେପାଳକୁ ହରାଇ ସେମିରେ ଭାରତ

ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ସାଫ ଚାମ୍ପିୟନଶିପରେ ଭାରତୀୟ ଫୁଟବଲ ଟିମ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶନିବାର ଅନୁଷ୍ଠିତ ନେପାଳ ବିପକ୍ଷ ମ୍ୟାଚରେ ଭାରତ ୨-୦ ଗୋଲରେ ସହଜରେ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି ।…

ଜାତୀୟ ମହିଳା ଫୁଟବଲ: ସତ୍ୟବତୀଙ୍କ ଚମତ୍କାର ପ୍ରଦର୍ଶନ, ସେମିରେ ପ୍ରବେଶ କଲା ଓଡିଶା

ଅମ୍ରିତସର: ଓଡିଶା ଏଠାରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୨-୦ ଗୋଲରେ ଚଣ୍ଡୀଗଡକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ସତ୍ୟବତୀ ଖଦିଆ(୨୭ତମ, ୮୭ତମ)ଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ…

ପ୍ୟାରିସ ଅଲିମ୍ପିକ୍ସ: ୪୦୦ ସହର ପରିକ୍ରମା କରିବ ମଶାଲ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର ମଶାଲ ରିଲେ ସମ୍ପର୍କରେ ଶନିବାର ଆୟୋଜକ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । କଲଡ୍ରିନରେ ଅଗ୍ନି ସଂଯୋଗ ପୂର୍ବରୁ ମଶାଲ ରିଲେ ୬୮ ଦିନରେ ୪୦୦ ସହର ପରିକ୍ରମା କରିବ । ଆସନ୍ତା ବର୍ଷ ଏପ୍ରିଲ ୧୬ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…