Latest Odisha News

BREAKING NEWS

Browsing Category

ଖେଳ

ଯୁବ ସ୍ନୁକର ଖେଳାଳି ମାଜିଦ ଅଲିଙ୍କ ଆତ୍ମହତ୍ୟା: ଖେଳ ଦୁନିଆ ସ୍ତବ୍ଧ

ଇସଲାମବାଦ: ପାକିସ୍ତାନର ଜଣେ ଯୁବ ଖେଳାଳି ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୮ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଯୁବ ଖେଳାଳି ହେଉଛନ୍ତି ମାଜିଦ ଅଲି । ମାଜିଦ ଜଣେ ଟପ ସ୍ନୁକର ପ୍ଲେୟାର । ସେ ଗଛ କଟା ମେସିନ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଗାମୀ ଏସିଆ କପ…

୩ ବର୍ଷ ପରେ ପୁନର୍ବାର ଟେନିସକୁ ଫେରିବେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ୱଜନିଆକି

ନୂଆଦିଲ୍ଲୀ: ଡେନମାର୍କର ପୂର୍ବତନ ଟେନିସ ଖେଳାଳି କାରୋଲିନ ୱଜନିଆକି ୩ ବର୍ଷ ପରେ ଅବସର ନିଷ୍ପତିରୁ ଓହରିଛନ୍ତି । ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ପ୍ରଫେଶନାଲ ଟେନିସ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ୩ବର୍ଷ ହେବ ମୁଁ ମୋ ପରିବାର ସହ ଭଲ ସମୟ କାଟିଛି । ୨୦୨୦ରେ ୱଜନିଆକି…

ବିଶ୍ୱକପ ମ୍ୟାଚରୁ ବାରବାଟୀ ବାଦ୍, ତେଜୁଛି ଓଡ଼ିଆ କ୍ରୀଡା ପ୍ରେମୀଙ୍କ ଅସନ୍ତୋଷ

କଟକ: ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପ୍ ଭାରତର ୧୦ଟି ପଡ଼ିଆରେ ଆୟୋଜିତ ହେବାକୁ ଥିବା ବେଳେ ଓଡ଼ିଶାର ବାରବାଟୀ ଷ୍ଟାଡିୟମ ଏହି ତାଲିକାରେ ସ୍ଥାନ ପାଇନାହିଁ। ଏହାକୁ ନେଇ ରାଜ୍ୟର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୪୫ ହଜାର…

୫ ବର୍ଷ ପରେ ଭାରତୀୟ ଫୁଟବଲ ଟିମ ଟପ ୧୦୦ରେ ସାମିଲ

ନୂଆଦିଲ୍ଲୀ: ଫିଫା ଦ୍ୱାରା ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ଭାରତୀୟ ଫୁଟବଲ ଟିମ ୫ ବର୍ଷ ପରେ ଟପ ୧୦୦ରେ ସାମିଲ ହୋଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଇଂଟରକଂଟିନେଂଟାଲରେ ଭାରତ ଟାଇଟଲ ହାସଲ କରିବା ଯୋଗୁ ର‌୍ୟାଙ୍କିଙ୍ଗରେ ସୁଧାର ଆସିଥିଲା । ଫାଇନାଲରେ ଭାରତ ୨-୦ ଗୋଲରେ ଲେବାନନକୁ…

ଦିଲ୍ଲୀ କ୍ୟାପିଟାଲ୍ସରୁ ବିଦା ହେଲେ ଅଗରକର, ୱାଟସନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଦଳ ପଂଏଟ ଟେବୁଲରେ ୯ମ ସ୍ଥାନରେ ରହିଥିଲା । ଏହା ପରେ ଦଳରେ କିଛଇ ବଡ ଧରଣର ପରିବର୍ତନ କରାଯିବା ନେଇ ଆଶା କରାଯାଉଥିଲା । ଗୁରୁବାର ଫ୍ରାଂଚାଇଜ କୋଚିଂ ଷ୍ଟାଫ…

ଦିନିକିଆ ବିଶ୍ୱକପ: ୩୪ ଦିନରେ ଟିମ ଇଣ୍ଡିଆ ଯାତ୍ରା କରିବ ୧୦ ହଜାର କିଲୋମିଟର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ୨୦୨୩ ସଂସ୍କରଣ ଭାରତରେ ଆୟୋଜିତ ହେଉଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ଏହାକୁ ଆୟୋଜନ କରୁଛି । ଟିମ ଇଣ୍ଡିଆ ୯ଟି ଲିଗ ମ୍ୟାଚ ୯ଟି ଅଲଗା ଅଲଗା ସହରରେ ଖେଳିବ । ଅନ୍ୟ କୌଣସି ଟିମକୁ ଏତେ ମାତ୍ରାରେ ଅଲଗା ଅଲଗା ସହରରେ ମ୍ୟାଚ ଖେଳିବାକୁ ପଡିବ…

ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ ଟେଷ୍ଟ ଖେଳିଲେ ନାଥାନ ଲାୟନ

ମେଲବୋର୍ଣ୍ଣ: ଚଳିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଅଷ୍ଟ୍ରେଲିଆର ସ୍ପିନର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ ଟେଷ୍ଟ ଖେଳିଛନ୍ତି । ତାଙ୍କ ପୂର୍ବରୁ ଆଲିଷ୍ଟର କୁକ(୧୫୯), ଆଲାନ ବର୍ଡର(୧୫୩), ମାର୍କ ୱ (୧୦୭), ସୁନୀଲ ଗାଭାସ୍କର…

ଦିନିକିଆ ବିଶ୍ୱକପ କ୍ରିକେଟ: ଆସନ୍ତୁ ଜାଣିବା କଣ ରହିଛି ଭାରତର ପିଚ ନୀତି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇଯାଇଛି । ଭାରତ ତାର ବିପକ୍ଷ ଦଳ ସହ ମୁକାବିଲା ପୂର୍ବରୁ ସ୍ୱତନ୍ତ୍ର କୌଶଳ ପ୍ରୟୋଗ କରି ପିଚ ନୀତି ପ୍ରସ୍ତୁତ କରିଛି । ଯେପରି ୮ ଅକ୍ଟୋବରରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ଚେନ୍ନାଇରେ ଧୀମା ପିଚ…

ବିଶ୍ୱକପ ଖେଳିବା ପାଇଁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଅନୁମତି ମିଳିନି: ପିସିବି

ଲାହୋର: ଆଇସିସି ପକ୍ଷରୁ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ତେବେ ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପୁନର୍ବରେ ବିସିସିଆଇ ଓ ଆଇସିିସିକୁ ଚିନ୍ତାରେ ପକାଇଛି । ପିସିବି ପକ୍ଷରୁ କୁହାଯାଇଛି ଭାରତରେ ବିଶ୍ୱକପ ଖେଳିବା ପାଇଁ ଆମକୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏନଓସି…

ସାଫ ଚାମ୍ପିୟନଶିପ: ଭାରତ-କୁଏଟ ମ୍ୟାଚ ଡ୍ର

ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ସାଫ ଚାମ୍ପିୟନଶିପର ଏକ ମୁକାବିଲାରେ ଭାରତ ଓ କୁଏଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଏହି ଉତେଜନାପୂର୍ଣ୍ଣ ମ୍ୟାଚ ଅବସରରେ ଉଭୟ ଟିମର ଖେଳାଳିମାନେ…