Latest Odisha News

BREAKING NEWS

Browsing Category

ଖେଳ

ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ : ଭାରତ-ଲେବାନନ ମ୍ୟାଚ ଡ୍ର

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ  ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପରେ ଭାରତ ଓ ଲେବାନନ ମଧ୍ୟରେ ଅନୁଷ୍ଠିତ ଶେଷ ଲିଗ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ ।…

ଗୋଟିଏ ଖବର.. ଇଂଲଣ୍ଡ କ୍ରିକେଟର ମୃତ୍ୟୁ ଘଟିଛିରୁ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ପୁରାତନ ଆଶେସ ସିରିଜ

ବିଶ୍ୱ କ୍ରିକେଟର ସବୁଠାରୁ ପୁରାତନ ଆଶେସ ସିରିଜର ୭୩ ସଂସ୍କରଣ ଜୁନ ୧୬ରୁ ଆରମ୍ଭ ହେବ । ୧୮୮୨ରୁ ଆରମ୍ଭ ହୋଇଥିବା ଏହି ସିରିଜ ସର୍ବଦା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପାଇଁ ସମ୍ମାନର ବିଷୟ ହୋଇ ରହିଛି । ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳା ଯାଉଥିଲା । ତେବେ ଏହାର ନାମ ଆଶେସ…

୨୦୧୯ ବିଶ୍ୱକପ ଟିମ ଚୟନ ବିବାଦ ନେଇ ମୁହଁ ଖୋଲିଲେ ରାୟୁଡୁ

ନୂଆଦିଲ୍ଲୀ: ୨୦୧୯ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା । ଏହା ପରେ ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦ୍ୱାରା ଦଳ ଚୟନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଶେଷ କରି ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ସାମିଲ ନେଇ ପ୍ରଶ୍ନବାଚୀ ସୃଷ୍ଟି…

ଏସିଆ କପ ପାକିସ୍ତାନ, ଶ୍ରୀଲଙ୍କାରେ ଖେଳାଯିବ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଂଟର ୨୦୨୩ ସଂସ୍କରଣ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନରେ ୪ଟି ଏବଂ ବାକି ୯ଟି ମୁକାବିଲା ଶ୍ରୀଲଙ୍କାରେ ହେବ । ପାକିସ୍ତାନରେ ଭାରତର ଗୋଟିଏ ବି ମ୍ୟାଚ ହେବ ନାହିଁ । ଗ୍ରୁପ ଷ୍ଟେଜର ୪ଟି ମ୍ୟାଚ ପାକିସ୍ତାନ-ନେପାଳ,…

ଜାତୀୟ ସିନିୟର କିରୋଗୀ ପୁମ ସି ଟାଏକୋଣ୍ଡୋ : ସିକ୍କିମ ଚାମ୍ପିୟନ, ଓଡିଶା ରନର୍ସଅପ

ପୁରୀ: ଡେରାଡୁନରେ ୩୮ତମ ଜାତୀୟ ସିନିୟର କିରୋଗୀ ଓ ପୁମ ସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମତ୍କାର ପ୍ରଦର୍ଶନ କରି ଓଡିଶା ପୁମସା ବିଭାଗରେ ରନର୍ସଅପ ହୋଇଛି । ସିକ୍କିମ ଟିମ ଓଭରାଲ ଚାମ୍ପିୟନ ହୋଇଛି । ଏହି ପ୍ରତିଯୋଗିତାରେ ୪୧ ଜଣିଆ ଟିମ ଅଂଶଗ୍ରହଣ କରିଥିଲେ ।…

ଦୁଲୀପ ଟ୍ରଫି: ପୂର୍ବାଂଚଳ ଦଳରେ ଓଡିଶାର ଶାନ୍ତନୁ, ସୂର୍ଯ୍ୟକାନ୍ତ ଷ୍ଟାଣ୍ଡବାଇ

ଭୁବନେଶ୍ୱର: ବାଙ୍ଗାଲୋରରେ ଜୁନ ୨୮ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଦୁଲୀପ ଟ୍ରଫି ଆୟୋଜିତ ହେବ । ଏ ନେଇ ବୁଧବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡିଶାର ଓପନର ଶାନ୍ତନୁ ମିଶ୍ରଙ୍କ ସ୍ଥାନ ମିଳିଛି । ରଣଜୀ ଟ୍ରଫିରେ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ…

୩୯ ବର୍ଷ ପରେ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ପ୍ରଥମ ୩ଟି ସ୍ଥାନରେ ଗୋଟିଏ ଦେଶର ବ୍ୟାଟ୍ସମ୍ୟାନ

ସିଡନୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ହାତେଇବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଦୀର୍ଘ ୩୯ ବର୍ଷ ପରେ ଆଇସିସି ର‌୍ୟାଙ୍କିଙ୍ଗରେ ଗୋଟିଏ ଦେଶର ୩ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ମାର୍ନସ ଲାବୁସେନ ଶୀର୍ଷ ସ୍ଥାନ ବଜାୟ ରଖିଥିବା…

ଏନସିଏରେ ପ୍ରଶିକ୍ଷଣ ନେବେ ଅର୍ଜୁନଙ୍କ ସମେତ ୨୦ ଅଲରାଉଣ୍ଡର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରାଜିତ ହେବା ପରେ ବିସିସିଆଇ ଯତ୍ନବାନ ହୋଇ ଉଠିଛି । ୩ଟି ଯାକ ଫର୍ମାଟ ପାଇଁ ଅଲଗା ଅଲଗା ଟିମ ପ୍ରସ୍ତୁତ ନେଇ ବିିସିସିଆଇ ରଣନୀତି ଆରମ୍ଭ କରିଛି । ଇତି ମଧ୍ୟରେ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କ ସମେତ…

ଅଧିନାୟକ ଭାବେ କୋହଲି, ଧୋନୀଙ୍କଠାରୁ ଆଗରେ ଅଛନ୍ତି ରୋହିତ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହେବା ପରେ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ତାଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଦାବୀ ହେଉଛି । ତେବେ ଆମେ ଯଦି ରେକର୍ଡ ଉପରେ ଆଖି ପକାଇବା ତେବେ ରୋହିତ…

ଟିମ ଇଣ୍ଡିଆର ୨୦୨୫ ଇଂଲଣ୍ଡ ଗସ୍ତ ପାଇଁ ଭେନ୍ୟୁ ଘୋଷିତ

ନୂଆଦିଲ୍ଲୀ: ୨୦୨୫ରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର କେଉଁ କେଉଁ ଭେନ୍ୟୁରେ ମ୍ୟାଚ ଖେଳାଯିବ ତାହା ସ୍ପଷ୍ଟ କରିଛି । ୨୦୨୫ରୁ ୨୦୩୧ ପର୍ଯ୍ୟନ୍ତ ଇସିବି ଉଭୟ ପୁରୁଷ ଓ ମହିଳା ଟିମର କାର୍ଯ୍ୟସୂଚୀ ଘୋଷିତ କରିଛି ।…