Latest Odisha News

BREAKING NEWS

Browsing Category

ଖେଳ

କ୍ରିକେଟ ଇତିହାସର ବ୍ୟୟବହୁଳ ବଲ ପକାଇ ଅଲୋଡା ରେକର୍ଡରେ ସାମିଲ ହେଲେ ତନୱର

ଚେନ୍ନାଇ: ତାମିଲନାଡୁ ପ୍ରିମିୟର ଲିଗ କ୍ରିକେଟରେ ଅଭିଷେକ ତନୱର ଏକ ଅଲୋଡା ରେକର୍ଡ କରିଛନ୍ତି । ସେ କ୍ରିକେଟ ଇତିହାସରେ ଗୋଟିଏ ବଲରେ ସର୍ବାଧିକ ୧୮ରନ ଦେଇଛନ୍ତି । ସାଲେମ ସ୍ପାର୍ଟାନ୍ସ ଓ ଚେପକ ସୁପର ଗିଲିସ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେଉଥିଲା । ସାଲେମର ଅଭିଷେକ ପ୍ରଥମ ୩ ଓଭର ଭଲ…

ଫୁଟବଲ ପ୍ରତିଭା ଦେଖାଇବାକୁ ସାଲିଆସାହିରୁ ଯିବେ ସ୍ପେନ୍

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିର ସୁଲେଖା କହଁର (୧୬) ଓ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଏକ ଗାଁର ଶ୍ରୀଜଳ କିସ୍କୁ (୧୨)ଙ୍କ ପାଇଁ ଏହା ଏକ ନିଆରା ଆନନ୍ଦ ତଥା ମୁହୂର୍ତ୍ତ। ୟୁରୋପୀୟ ରାଷ୍ଟ୍ରରେ ନିଜର ଫୁଟବଲ ଖେଳର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସ୍ପେନର ପ୍ରଶିକ୍ଷକମାନେ…

ମେସିଙ୍କ ପରେ ପିଏସଜି ଛାଡିବେ କିଲିୟନ ଏମବାପେ

ପ୍ୟାରିସ: ଫ୍ରାନ୍ସର ଲୋକପ୍ରିୟ ଫୁଟବଲ କ୍ଲବ ପ୍ୟାରିସ ସେଂଟ ଜର୍ମାନକୁ ଆଉ ଏକ ଶକ୍ତ ଧକ୍କା ଲାଗିବାକୁ ଯାଉଛି । ଷ୍ଟାର ଖେଳାଳି ଲିଓନେଲ ମେସିଙ୍କ ପରେ ଟିମର ଅଧିନାୟକ ତଥା ଫ୍ରାନ୍ସ ଷ୍ଟାର କିଲିୟାନ ଏମବାପେ ମଧ୍ୟ ଦଳ ଛାଡିବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି । ଜୁନ ୨୦୨୪ ପରେ ମୁଁ ଏହି…

କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଛେତ୍ରୀଙ୍କୁ କଲା ଉତ୍ସାହିତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଇଂଟରକଂଟିନେଟାଂଲ କପ ଦିନକୁ ଦିନ ରୋମାଂଚକ ହେବାରେ ଲାଗିଛି । ଭାରତ ସୋମବାର ୧-୦ ଗୋଲରେ ଭାନୁଆଟକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ବିଜୟସୂଚକ ଗୋଲଟି ଅଧିନାୟକ ସୁନୀଲ ଛେତ୍ରୀ ସ୍କୋର କରିଥିଲେ । ଏହି ମ୍ୟାଚ ଅବସରରେ ଷ୍ଟାଡିୟମରେ ଦର୍ଶକଙ୍କ…

ପ୍ରଚାର, ପ୍ରସାରରେ ଧୋନୀ ହୀରୋ, ଯୁବରାଜ ଭାରତକୁ ୨ଥର ବିଶ୍ୱକପ ଜିତାଇଛନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ପୁନର୍ବାର ଚର୍ଚ୍ଚାରେ କାରଣ ସାଜିଛନ୍ତି । କ୍ରିକେଟର୍ସଙ୍କୁ ଅନାବଶ୍ୟକ ଗୁରୁତ୍ୱ ଦେବା ନେଇ ସେ ସମାଲୋଚନା କରିଛନ୍ତି । ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରି ଖେଳାଳିଙ୍କୁ ବ୍ରଡକାଷ୍ଟର୍ସ ଓ ମିଡିଆ ହୀରୋ ଭାବେ…

ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‍ଯାପିତ, ସମ୍ମାନ ରଖିଲା ଓଡ଼ିଶା

ଭୁବନେଶ୍ୱର: ଜୁନ୍‍ ୯ତାରିଖରୁ ୪ଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ…

ବିରାଟ କାହିଁକି ଛାଡିଥିଲେ ଅଧିନାୟକ ପଦ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ କାହିଁକି ଛାଡିଲେ ସେ ନେଇ ବୟାନ ଦେଇଛନ୍ତି । ବିସିସିଆଇ ବିରାଟଙ୍କୁ ଟେଷ୍ଟ ଅଧିନାୟକ ପଦ ନ ଛାଡିବା ପାଇଁ ବାରମ୍ବାର ଅନୁରୋଧ କରିଥିଲା ।…

ରେସଲର ଆନ୍ଦୋଳନ: ୫ଟି ଦେଶର କୁସ୍ତି ସଂଘକୁ ସିସିଟିଭି ଫୁଟେଜ ମଗାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଯାଂଚ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି । ରେସଲରମାନ ତାଙ୍କ ବିରୋଧରେ ଦୁଷ୍ମର୍ମ ପରି ସାଂଘାତିକ ଅଭିଯୋଗ ଆଣିଥିଲେ । ତାଙ୍କୁ ଗିରଫ କରିବା ପାଇଁ ସେମାନେ ଯନ୍ତରମନ୍ତରରେ ଧାରଣ ଦେଇଥିଲେ ।…

ଭାରତକୁ ଆବଶ୍ୟକ ଯୁବ ପିଢ଼ୀର ନୂତନ ଟେଷ୍ଟ ଟିମ

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ପରାଜୟ ଅନେକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମୀକକ୍ଷ ଏବଂ ପୂର୍ବତନ କ୍ରିକେଟରମାନେ ଭାରତୀୟ କ୍ରିକେଟ ଦିଗହରା ହେଉଛି ବୋଲି ମତ ଦେଉଛନ୍ତି । ବିରାଟ କୋହଲି, ରୋହିତ ଶର୍ମାଙ୍କ ପ୍ରତି ମୋହ ଭଙ୍ଗ କରି ଏକ ଯୁବ…

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ୧୨ ଜୁଲାଇରୁ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ୨୦ ଜୁଲାଇରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଜୁଲାଇର ପ୍ରଥମ ସପ୍ତାହରେ ଟିମ ୱେଷ୍ଟଇଣ୍ଡିଜ ଯିବ । ୱିଣ୍ଡସର ପାର୍କରେ ପ୍ରଥମ…