Latest Odisha News

BREAKING NEWS

Browsing Category

ଖେଳ

World Weightlifting Championships: ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ହାତେଇଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଭାରୋତ୍ତୋଳନକାରୀ, ମୀରାବାଇ ଚାନୁ, ୨୦୨୫ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଛନ୍ତି। ସେ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ୪୮ କିଲୋଗ୍ରାମ ଓଜନ ବର୍ଗରେ ଅଂଶଗ୍ରହଣ କରିଥିଲେ ଏବଂ ତିନି ବର୍ଷ ପରେ ଏହି ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଥିଲେ।…

ମହିଳା ବିଶ୍ୱକପ୍ ମ୍ୟାଚ୍‌: ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ହାତ ମିଳାଇବାକୁ ନେଇ ନୀରବତା ଭାଙ୍ଗିଲା BCCI

ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ବକପ୍‌ର ୧୩ତମ ସଂସ୍କରଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି । ତେବେ ଭାରତୀୟ ମହିଳା କ୍ରିକେଟ ଦଳ ବିଜୟ ସହିତ ବିଶ୍ୱକପ ଆରମ୍ଭ କରିଛି । ଭାରତ ଶ୍ରୀଲଙ୍କା ମହିଳା ଦଳକୁ ୫୯ ରନରେ ପରାସ୍ତ କରିଛି। ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଏହି ବିଶ୍ବକପ୍‌ର…

Odisha woman cricket star Rasanara: ମହିଳା କ୍ରିକେଟରୁ ଅବସର ଘୋଷଣା କଲେ ରସାନାରା ପରୱିନ

ଭୁବନେଶ୍ୱର: ପୂର୍ବତନ ଭାରତୀୟ ଅଫ୍ ସ୍ପିନର ତଥା ଓଡ଼ିଶା ମହିଳା କ୍ରିକେଟ୍ ଷ୍ଟାର ରସାନାରା ପରୱିନ୍ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଗତକାଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଭାରତର ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଦ୍ୱିତୀୟ ମହିଳା କ୍ରିକେଟର,…

ଟି୨୦ ବିଶ୍ୱକପ ୨୦୨୬: ନାମ୍ବିଆ ସମେତ ୧୬ ଟିମର ଏଂଟ୍ରି

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥର ବିଶ୍ୱକପରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ନାମ୍ବିଆ ସମେତ ୧୬ଟି ଟିମ ଯୋଗ୍ୟତା ହାସଲ କରିସାରିଛନ୍ତି । ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରେ ନାମ୍ବିଆ ସେମିଫାଇନାଲରେ ତାଞ୍ଜାନିଆକୁ ହରାଇ ବିଶ୍ୱକପ ଯୋଗ୍ୟତା…

ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କଲା ୱେଷ୍ଟଇଣ୍ଡିଜ

ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇଯାଇଛି । ଜବାବରେ ଭାରତ ଷ୍ଟମ୍ପସ…

ଘୋଷଣା ହେଲା ଓଡ଼ିଶା ରଣଜୀ ଟିମ୍‌; ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ବର:  ଓଡିଶା ରଣଜୀ ଦଳ ହେଲା ଘୋଷଣା । ୨୦୨୫-୨୬ ରଣଜୀ  ସିଜିନର ପ୍ରଥମ ୩ ମ୍ୟାଚ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି। ଘୋଷଣା ହୋଇଥିବା ଟିମ୍‌ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ…

ଆଇଏଲଟି୨୦ ନିଲାମ: କୌଣସି ଟିମ ଅଶ୍ୱୀନଙ୍କୁ ନେଲେନି

ଦୁବାଇ: ଭାରତର ମହାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଆଇଏଲଟି୨୦ରେ ନିରାଶ ହେବାକୁ ପଡିଛି । ନିଲାମ ପ୍ରକ୍ରିୟାରେ କୌଣସି ଟିମ ତାଙ୍କୁ ନେଇ ନ ଥିଲେ । ତାଙ୍କର ବେସ ପ୍ରାଇସ ୧କୋଟି ୬ ଲକ୍ଷ ଥିଲା । ଦୀନେଶ କାର୍ତିକ ଓ ପୀୟୂଷ ଚାୱାଲା ଏହି ଲିଗର ଅଂଶ ବିଶେଷ ଅଛନ୍ତି । ନିକଟରେ ଆଇପିଏଲ…

ଟାଇମ ପତ୍ରିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଲେ ଯଶସ୍ୱୀ

ନୂଆଦିଲ୍ଲୀ: ଟାଇମ ପତ୍ରିକା ବିଶ୍ୱର ୧୦୦ ଉଦୀୟମାନ ତାରକାଙ୍କ ନାମ ଘୋଷଣା କରିଛି । ଏଥିରେ ୨୩ ବର୍ଷୀୟ କ୍ରିକେଟର ଯଶସ୍ୱୀ ଜୈସୱାଲ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ଯଶସ୍ୱୀ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏହି ଖୁସୀ ଖବର ଶେୟାର କରିଛନ୍ତି । ଟାଇମ ପତ୍ରିକାରେ ସ୍ଥାନ ପାଇବା…

ବିସିସିଆଇକୁ କ୍ଷମା ମାଗିବା ଖାରଜ କଲେ ନକଭି, କହିଲେ, ‘ଯଦି ଟ୍ରଫି ଚାହଁ ମୋ ପାଖରୁ ନିଅ…’

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC) ସଭାପତି ମୋହସିନ୍ ନକଭି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) କୁ କ୍ଷମା ମାଗିଥିବା ରିପୋର୍ଟକୁ ଖାରଜ କରିବା ସହିତ ଏସିଆ କପ୍ ୨୦୨୫ ଫାଇନାଲ୍ ଟ୍ରଫିକୁ ନେଇ ବିବାଦ ତୀବ୍ର ହୋଇଛି। ନକଭି…

ଏସିଆ କପ ଟ୍ରଫି ବିବାଦ: ଫସି ପାରନ୍ତି ମୋହସୀନ ନକଭୀ

ନୂଆଦିଲ୍ଲୀ: ଏସିଆ କପ ଟ୍ରଫି ବିବାଦ ଏବେ ନୂଆ ମୋଡରେ ପଂହଚିଛି । ରିପୋର୍ଟ ଅନୁସାରେ ବିସିସିଆଇ ଏହି ଘଟଣାରେ ଏବେ କଠୋର ନିଷ୍ପତି ନେବାକୁ ଯାଉଛି । ୭୨ ଘଂଟା ମଧ୍ୟରେ ନକଭି ଟ୍ରଫି ନ ଫେରାଇଲେ ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବ । ନକଭି କହିଛନ୍ତି ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ…