Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ: ଦ୍ରୁତ ଶତକ ହାସଲ କରିଥିବା ୫ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଆଉ ହାତ ଗଣତି ଦିନ ପରେ ଟି୨୦ ବିଶ୍ୱକପ ଆରମ୍ଭ ହୋଇଯିବ । କ୍ରିକେଟର ଏହି ମନୋରଞ୍ଜନ ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥାଏ । ଏଥର ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟ୍ରେଭିସ ହେଡ ଓ ଡେୱାଲ୍ଡ ବ୍ରେଭିସ ବିସ୍ଫୋରକ ଇନିଂସ ଖେଳିବେ ବୋଲି ଆଶା…

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ, ଭାଙ୍ଗିଲା ୨୭୪ ମିଲିୟନ ଫଲୋଅର୍ସଙ୍କ ହୃଦୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ନିଷ୍କ୍ରିୟ ହୋଇଯିବା ଯୋଗୁଁ ଲକ୍ଷ ଲକ୍ଷ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ସୂଚନା ଗୁରୁବାର-ଶୁକ୍ରବାର ରାତିରେ ଜଣାପଡ଼ିଛି। ଭାରତର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ…

ଦିନିକିଆ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରି ପାରି ନାହାନ୍ତି ଛକା

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ଏହି ୫ଜଣ ଖେଳାଳି ଛକା ମାରିପାରି ନାହାନ୍ତି । ୧୯୭୧ରେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳା ଯାଇଥିଲା । ଭାରତର ଜଣେ ଖେଳାଳି ଏହି ତାଲିକାରେ ରହିଛନ୍ତି । ଆସନ୍ତୁ ନଜର ପକାଇବା ଏହି ଖେଳାଳିମାନଙ୍କ ଉପରେ.. । ଅଷ୍ଟ୍ରେଲିଆର…

ରଣଜୀ ଟ୍ରଫି: ସ୍ୱସ୍ତିକ, ଗୋବିନ୍ଦଙ୍କ ଅର୍ଦ୍ଧଶତକ

ଜାମସେଦପୁର: ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ଝାରଖଣ୍ଡ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଓଡିଶାର ସ୍ୱସ୍ତିତ ସାମଲ ଓ ଗୋବିନ୍ଦ ପୋଦ୍ଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଓଡିଶା ଷ୍ଟମ୍ପସ ଅପସାରଣ ବେଳକୁ ୬ ୱିକେଟ ବିନିମୟରେ ୨୪୨ ରନ ସଂଗ୍ରହ କରିଛି । ସ୍ୱସ୍ତିକ ୭୯ ଓ…

ଥଣ୍ଡାର ମୁକାବିଲା ପାଇଁ ମୋଜା ଭିତରେ ଲଙ୍କାଗୁଣ୍ଡ ରଖି ଖେଳିଲେ ଖେଳାଳି

ନୂଆଦିଲ୍ଲୀ: ଆମେରିକାରେ ଖେଳାଯାଉଥିବା ଏନଏଫଏଲ ମ୍ୟାଚ ଅବସରରେ ଏଲଏ ର‌୍ୟାମ୍ସ ଟିମର ଏକ ଟ୍ରିକ ସମସ୍ତଙ୍କୁ ଚକିତ କରିଛି । ପ୍ରବଳ ଥଣ୍ଡା ଯୋଗୁ ଏହି ଟିମର ଖେଳାଳିମାନେ ସ୍ୱାଭାବିକ ପ୍ରଦର୍ଶନ କରିପାରୁ ନ ଥିଲେ । ସେମାନେ ପ୍ରାୟତଃ ଗରମ ଜଳବାୟୁରୁ ଖେଳୁଥିବାରୁ ଏଠାରେ ଥରୁଥିବ ଦେଖିବାକୁ…

ଅଷ୍ଟ୍ରେଲିଆନ ଓପନ ଟେନିସ: ମହିଳା ସିଙ୍ଗଲ୍ସ ଫାଇନାଲରେ ସେବଲେଙ୍କା-ରେବକିନା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ବେଲାରୁଷର ଏରିନା ସେବଲେଙ୍କା ଓ ଏରିନା ରେବିକିନାଙ୍କ ମଧ୍ୟରେ ଟାଇଟଲ ମୁକାବିଲା ହେବ । ବିଶ୍ୱର ଏକ ନମ୍ବର ଖେଳାଳି ସେବଲେଙ୍କା ସେମିଫାଇନାଲରେ ୟୁକ୍ରେନର ଏଲିନା ଶ୍ୱେତଲେନାଙ୍କୁ ୬-୨, ୬-୩ ସିଧାସଳଖ…

ଦୀର୍ଘ ଦିନ ପରେ ଅବସର କାହିଁକି ନେଲେ ଖୁଲାସା କଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ଯୁବରାଜ ସିଂ ୨୦୧୯ରେ ଅବସର ଘୋଷଣା କରିଥିଲେ । ଭଲ ଖେଳିବା ସତ୍ୱେ ସେ ହଠାତ କାହିଁକି ଅବସର ନେଲେ ସେ ସମ୍ପର୍କରେ ଯୁବରାଜ ଖୁଲାସା କରିଛନ୍ତି । ସେ ସମୟରେ ମୋତେ ଖେଳିବାକୁ ଆଉ ମଜା ଲାଗୁ ନ ଥିଲା । ଟିମ ମ୍ୟାନେଜମେଂଟ, ପରିବେଶ ଓ ସାଥୀ ଖେଳାଳିଙ୍କ…

ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବ୍ୟର୍ଥ: ଚତୁର୍ଥ ଟି୨୦ରେ ହାରିଲା ଭାରତ

ବିଶାଖାପାଟଣା: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚରେ ଭାରତ ୫୦ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିମୟରେ ୨୧୫ ରନ…

ଅଭିଷେକ ଶୀର୍ଷରେ, ସୂର୍ଯ୍ୟକୁମାରଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି

ନୂଆଦିଲ୍ଲୀ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହା ସେମାନଙ୍କ ର‌୍ୟାଙ୍କିଙ୍ଗ ସୁଧାରିବାରେ ସହାୟ ହେଉଛି । ଭାରତୀୟ ଟି୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି…

ଟି୨୦ ବିଶ୍ୱକପ: ରୋହିତ କହିଲେ ହାର୍ଦ୍ଦିକ, ଅର୍ଶଦୀପ ହେବେ ଭାରତର ଟ୍ରମ୍ପ କାର୍ଡ

ନୂଆଦିଲ୍ଲୀ: ଭାରତୀୟ ଟିମ ଏବେ ଟି୨୦ ବିଶ୍ୱକପ ୨୦୨୬ ପ୍ରସ୍ତୁତି ଜାରୀ ରଖିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ମାଧ୍ୟମରେ ଟିମ କମ୍ବିନେଶନ ପ୍ରସ୍ତୁତ କରାଯିବା ସହ ଫର୍ମ ଏବଂ ଫିଟନେସ ଉପରେ ନଜର ରଖାଯାଉଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂ ଏଥର ଭାରତ ପାଇଁ ଟ୍ରମ୍ପ…