Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ ଫାଇନାଲ ପୂର୍ବରୁ ହେବନି ଫଟୋଶୁଟ: ରିପୋର୍ଟ

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୧୮ରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ଏ ପର୍ଯ୍ୟନ୍ତ ୨ଟି ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରିଛି । ରିପୋର୍ଟ ମୁତାବକ ଫାଇନାଲ ପୂର୍ବରୁ ଟ୍ରଫି ସହ ହେବାକୁ ଥିବା…

ଦୁବାଇ ଗ୍ରାଉଣ୍ଡରେ ଭାରତ ପଲା ଭାରୀ

ଦୁବାଇ: ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ପାକିସ୍ତାନ ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ଭାରତ ପଲା ଭାରୀ ରହିଛି । ଓଭରାଲ ୫ଟି ମ୍ୟାଚ ଖେଳା ଯାଇଥିବା ବେଳେ…

IND vs PAK: ଟିମ୍ ଇଣ୍ଡିଆକୁ ଘାରିଛି ଷ୍ଟାର ଖେଳାଳୀଙ୍କ ଚିନ୍ତା?

ନୂଆଦିଲ୍ଲୀ: ଆଉ ଏକ ସୁପର ସଣ୍ଡେ, ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା। ଏସିଆ କପ୍ ୨୦୨୫ର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳାଯିବାକୁ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ ଶତ୍ରୁରାଷ୍ଟ୍ର। ଏସିଆ କପ୍ ଇତିହାସରେ ପ୍ରଥମ ଥର ପାଇଁ, ଦୁଇ ପାରମ୍ପରିକ ଦଳ ଫାଇନାଲରେ ପରସ୍ପରର…

ଓପିଟିଏଲ ଟାଇଟଲ ହାସଲ କଲା କଟକ ପାନ୍ଥର୍ସ

କଟକ: ଓଡିଶା ପ୍ରୋ ଟି୨୦ ଲିଗର ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ସମ୍ବଲପୁର ୱାରିୟର୍ସକୁ ୫ ରନରେ କଟକ ପାନ୍ଥର୍ସ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି କଟକ ୮.୪ ଓଭରରେ ୫ ୱିକେଟ ବିନିମୟରେ ୯୨ ରନ କରିଥିଲା । ଶୁଭମ ଶତ୍ରୁଜିତ ୨୫ ଓ ବିପ୍ଲବ ସାମନ୍ତରାୟ ୨୩ ରନ…

ନୂତନ ରେକର୍ଡ ପାଇଁ ଅଭିଷେକଙ୍କୁ ଆବଶ୍ୟକ ୬ ଛକା

ଦୁବାଇ: ଏସିଆ କପ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏହି ମ୍ୟାଚରେ ୬ଟି ଛକା ମାରିଲେ ନୂତନ କୀର୍ତିମାନ ସ୍ଥାପନ କରିବେ । ବହୁରାଷ୍ଟ୍ରୀୟ ଟି୨୦ ଟୁର୍ଣ୍ଣାମେଂଟରେ ସେ ସର୍ବାଧିକ ଛକା ମାରିବା ଗୌରବ ଅର୍ଜନ କରିବେ ।…

ତିଲକ ବର୍ମାଙ୍କ ସହ କ’ଣ ହେଲା? ଟି ୨୦ରେ ପ୍ରଥମ ଥର ଏମିତି ଘଟଣା!

ଦୁବାଇ: ଏସିଆ କପ୍ ୨୦୨୫ର ସୁପର-୪ ରାଉଣ୍ଡରେ ଭାରତ ଶ୍ରୀଲଙ୍କା ବିରୋଧରେ ଦମଦାର ପ୍ରଦର୍ଶନ କରିଛି। ଭାରତୀୟ ଦଳ ଏହି ମ୍ୟାଚରେ ୨୦୦ ରନ୍ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ସଫଳତାରେ ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଏହି ମ୍ୟାଚରେ…

ସୁପର ଓଭରରେ ଜିତିଲା ଭାରତ, ବେକାର ଗଲା ନିସାଙ୍କାଙ୍କ ଶତକ

ମୁମ୍ବାଇ: ଏସିଆ କପ୍ ୨୦୨୫ରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଜାରି ରହିଛି। ସୁପର-୪ର ଶେଷ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୨ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ମଧ୍ୟ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୨…

ଅଭିଷେକଙ୍କ ନାମରେ ଆଉ ଏକ କୀର୍ତିମାନ

ଦୁବାଇ: ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରୁଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଅଭିଷେକ ୩୧ ବଲରେ ୬୧ ରନ କରି ଆଉଟ ହୋଇଥିଲେ । ଏହି ବିସ୍ଫୋରକ ଇନିଂସ ଅବସରରେ ସେ ଏସିଆ କପରେ ନୂତନ ରେକର୍ଡ ସୃଷ୍ଟି…

ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ ବୁମରାହ ଆଉ କୈଫ

ନୂଆଦିଲ୍ଲୀ: ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି । କୈଫ ତାଙ୍କ ଏକ୍ସ ଆକାଂଉଟରେ ବୁମରାହଙ୍କ ସମ୍ପର୍କରେ କିଛି ଲେଖିଥିଲେ ଯାହା ଭାରତର ପେସ ବୋଲରଙ୍କୁ ଖରାପ ଲାଗିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ବୁମରାହ…

ସୂର୍ଯ୍ୟକୁମାରଙ୍କ ଜରିମାନା ବାବଦକୁ କଟିଲା ୩୦ ପ୍ରତିଶତ ମ୍ୟାଚ ଫି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଦଣ୍ଡାଦେଶ କରିଛନ୍ତି । ଜରିମାନା ବାବଦକୁ ତାଙ୍କର ୩୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରିବା ପରେ ସୂର୍ଯ୍ୟକୁମାର ଏହାକୁ…