Latest Odisha News

BREAKING NEWS

Browsing Category

ଖେଳ

ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି

ଅହମ୍ମଦାବାଦ: ଆଇପିଏଲ ୨୦୨୬ ଧୀରେ ଧୀରେ ରୋମାଂଚ ହେବାରେ ଲାଗିଛି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ଗୁଜରାଟ ଟାଇଟନ୍ସର ବ୍ୟାଟିଂ କୋଚ ମାଥ୍ୟୁ ହେଡେନ ଷ୍ଟାଡିୟମରେ ସଫା କରୁଥିବା ଦେଖିବାକୁ ମିଳିଥିଲା । ଅଭ୍ୟାସ ସେଶନ…

ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ

ନୂଆଦିଲ୍ଲୀ: ଆମେରିକା, କାନାଡା ଓ ମେକ୍ସିକୋ ମିଳିତ ଭାବେ ଫିଫା ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି । ଜୁନ ୧୧ରୁ ଏହା ଆରମ୍ଭ ହେବ । ୧୬ଟି ସହରରେ ୧୦୪ ମୁକାବିଲା ଖେଳାଯିବ । ଜୁଲାଇ ୧୯ରେ ନ୍ୟୁ ଜର୍ସି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ଏପ୍ରିଲ ୧ ପରେ ସମସ୍ତ ୪୮ ଟିମ ଚୂଡାନ୍ତ…

ଅବସର କେବେ ନେବେ କହିଲେ ସାମୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଲୋକପ୍ରିୟ ପେସ ବୋଲର ମହମ୍ମଦ ସାମୀ କେବେ ଅବସର ନେବେ ସେ ନେଇ ସୂଚନା ଦେଇଛନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ସାମୀ ଟିମ ଇଣ୍ଡିଆରେ ସ୍ଥାନ ମିଳି ନାହିଁ । ତାଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ନିଜର ସୁଇଂ ବୋଲିଂ ମାଧ୍ୟମରେ ସାମୀ ଟିମ…

ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ

ନୂଆଦିଲ୍ଲୀ: ଭାରତର ଷ୍ଟାର ହକି ଖେଳାଳି ଗୁରଜନ୍ତ ସିଂ ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ସେ ଏହା ଘୋଷଣା କରିଛନ୍ତି । ଭାରତୀୟ ହକିର ଜଣେ ଭଲ ଫରୱାର୍ଡ ଖେଳାଳି ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀ ୧୫ ବଲରେ ଅର୍ଦ୍ଧଶତକ ମାରି ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ସେ ଟିମ ଇଣ୍ଡିଆ ପାଇଁ ପ୍ରସ୍ତୁତ ହୋଇଗଲେଣି ପୂର୍ବତନ କ୍ରିକେଟରମାନେ ମତ ରଖିଛନ୍ତି । ନଭୋଜତ ସିଂ ସିନ୍ଧୁ, ମହମ୍ମଦ କୈଫ, ଅମ୍ବାତି ରାୟୁଡୁ ଓ ପୀୟୂଷ ଚାୱଲାଙ୍କ କହିବା…

ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ

ଗୌହାଟୀ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ୮ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଛନ୍ତି । ମ୍ୟାଚ ପରେ ସେ ଖଲୀଲ ଅହମ୍ମଦଙ୍କୁ ଭେଟିଥିଲେ । ଏହି ଅବସରରେ ଖଲୀଲ ପିନ୍ଧିଥିବା…

ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ

ଗୌହାଟୀ: ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲରେ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ଯଶସ୍ୱୀ ଜୈସୱାଲ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ୧୨.୧ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି…

ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ

ନୂଆଦିଲ୍ଲୀ: ଆଇପିଏଲରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ତାର ଅଭିଯାନ ଆରମ୍ଭ କରିଛି । ୧୪ ବର୍ଷ ପରେ ମୁମ୍ବାଇ ସିଜନର ଓପନିଂ ମ୍ୟାଚରେ ବିଜୟ ହାସଲ କରିଛି । ମ୍ୟାଚ ଶେଷ ହେବା ପରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ମୁମ୍ବାଇର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟକୁ…

ଡିଆରଏସ ନିୟମରେ ବଡ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନ ଆରମ୍ଭରୁ ବିସିସିଆଇ ଅନେକ ନୂଆ ନିୟମ ଲାଗୁ କରିଛି । ଏବେ ବିସିସିଆଇ ଡିଆରଏସ ନିୟମକୁ ନେଇ ବଡ ପରିବର୍ତନ କରିଛି । ଏହା ମାଧ୍ୟମରେ ଗୋଟିଏ ଟିମର ଚାଲାକି ଧରା ପଡିବ । ଡିଆରଏସରେ ଥାର୍ଡ ଅମ୍ପାୟର ସେହି ନିଷ୍ପତି ନେଇ ଶୁଣାଣୀ କରିବ ଯାହାକୁ ନେଇ ଟିମ ଆବେଦନ…

ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି

ମୁମ୍ବାଇ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ତାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ପରାଜିତ ହୋଇଛି । ମ୍ୟାଚ ପରେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଥିଲେ, ମୁଁ ମୋ ବିକାଶ ପାଇଁ କ୍ରିକେଟ ଖେଳୁଛି । ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି ବୋଲି…