Latest Odisha News
Browsing Category

ଖେଳ

ହାଇସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଭାରତ

ଥିରୁୱନ୍ତପୁରମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜରେ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୩୫ ରନର ବିଶାଳ ସ୍କୋର କରିଥିଲା । ୟଶସ୍ୱୀ ଜୈସୱାଲ ୫୩, ରିତୁରାଜ…

ଚୀନ ମାଷ୍ଟର୍ସ ସୁପର ସିରିଜରେ ରନର୍ସଅପ ହେଲେ ସାଇରାଜ-ଚିରାଗ ଯୋଡି

ବେଜିଂ: ଚୀନ ମାଷ୍ଟର୍ସ ସୁପର ସିରିଜ ୭୫୦ ବ୍ୟାଡମିଂଟନର ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ରେଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରି ଯାଇଛନ୍ତି । ଟାଇଟଲ ମୁକାବିଲାରେ ଭାରତୀୟ ଯୋଡି ଚୀନର ଲିୟାଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚୁଙ୍ଗଙ୍କ ନିକଟରୁ ୧୯-୨୧, ୨୧-୧୮ ଓ ୧୯-୨୧ରେ ହାରିବା ସହ…

ଆଇପିଏଲ ୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜ ପ୍ରସ୍ତୁତ: ଜାରୀ ହେଲା ରିଟେନ, ରିଲିଜ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜମାନେ ପ୍ରସ୍ତୁତ ହୋଇଛନ୍ତି । ରବିବାର ସେମାନେ ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ଚେନ୍ନାଇ ବେନ ଷ୍ଟୋକ୍ସଙ୍କୁ ବାହାର କରିଥିବା ବେଳେ ଦିଲ୍ଲୀ ୧୧ ଖେଳାଳିଙ୍କୁ ରିଲିଜ କରିଛି । ଚେନ୍ନାଇ ସୁପର କିଙ୍ଗସ ରିଟେନ…

ନାଟକର ଅବସାନ: ହାର୍ଦ୍ଦିକ ଯିବେନି ମୁମ୍ବାଇ ଇଣ୍ଡିଆନ୍ସ

ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି…

ଶୁଭ୍ରାଂଶୁଙ୍କୁ ଛାଡିଲା ଚେନ୍ନାଇ ସୁପର କିଙ୍ଗସ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ଫ୍ରାଂଚାଇଜ ଟିମଗୁଡିକ ଖେଳାଳିଙ୍କ ରିଟେନଶନ ଓ ରିଲିଜ ଲିଷ୍ଟ ଜାରୀ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଓଡିଶାର ଷ୍ଟାର ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ରିଲିଜ କରିଛି । ଯାହାକି ଓଡିଶା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଶୁଭ୍ରାଂଶୁ…

ଭାରତ ବନାମ ଅଷ୍ଟ୍ରେଲିଆ: ବାତିଲ ହୋଇପାରେ ଆଜିର ମ୍ୟାଚ

ନୂଆଦିଲ୍ଲୀ: ଦ୍ୱିତୀୟ ଟି -୨୦ ମ୍ୟାଚ୍ ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଥିରୁଅନନ୍ତପୁରମ୍ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ ଟାରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସିଛି। ୫ ମ୍ୟାଚ୍ ବିଶିଷ୍ଟ…

ବିଜୟ ହଜାରେ ଟ୍ରଫି: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରେଲୱେ ନିକଟରୁ ହାରିଲା ଓଡିଶା

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ଶନିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରେଲୱେ ନିକଟରୁ ଓଡିଶା ପରାଜୟବରଣ କରିଛି । ଓଡିଶା ୨ ଦିନ ତଳେ ତ୍ରିପୁରା ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବ୍ୟାଟିଂ ରେଲୱେ ୪୦ ଓଭରରେ ୧୯୩ ରନ କରିଥିଲା । କର୍ଣ୍ଣ ଶର୍ମା…

୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ମୁମ୍ବାଇ, ୨୫।୧୧: ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ପଞ୍ଜାବ ବ୍ୟାଟ୍ସମ୍ୟାନ୍ ଉଦୟ ସାହାରନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର ୧୫ ସଦସ୍ୟ ବିଶିଷ୍ଟ ଦଳର ନେତୃତ୍ୱ ନେବେ । ୧୯ ବର୍ଷୀୟ କ୍ରିକେଟର ସାହାରନ କିଛି ସମୟ ହେବ ଚୟନକର୍ତ୍ତାଙ୍କ ରାଡାରରେ…

ଡ୍ରାଭିଡଙ୍କୁ ମେଂଟର କରିବା ପାଇଁ ଲକ୍ଷ୍ନୌ, ରାଜସ୍ଥାନ ଆଗ୍ରହୀ

ଅହମ୍ମଦାବାଦ: ବିଶ୍ୱକପ ୨୦୨୩ ପରେ ଭାରତୀୟ କୋଚ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ଡ୍ରାଭିଡଙ୍କ ଭବିଷ୍ୟତ ପନ୍ଥା ନେଇ ସ୍ପଷ୍ଟ ଭାବେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଆଗାମୀ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ରାଜସ୍ଥାନ ରୟାଲ୍ସ ତାଙ୍କୁ ମେଂଟର କରିବା ପାଇଁ…

ଶେଷ ହେଲା ସମଲିଙ୍ଗୀ ଅଲିମ୍ପିକ୍ସ

ନୂଆଦିଲ୍ଲୀ: ହଂକଂରେ ଆୟୋଜିତ ହୋଇଥିବା ସମଲିଙ୍ଗୀ ଅଲିମ୍ପିକ୍ସ ଶେଷ ହୋଇଯାଇଛି । ବିଭିନ୍ନ ପ୍ରକାରର ବିରୋଧର ସମ୍ମୁଖୀନ ହେବା ଆୟୋଜକ ଗୋଷ୍ଠୀ ଏହାର ସମାପନ ନେଇ ଆଶ୍ୱସ୍ତି ହୋଇଛନ୍ତି । ଏହି ଅଲିମ୍ପିକ୍ସ ନଭେମ୍ବର ୪ରେ ଆରମ୍ଭ ହୋଇଥିଲା । ୧୯୮୦ରେ ସ୍ୟାନଫ୍ରାନ୍ସିକୋରେ ଏହି ପ୍ରତିଯୋଗିତା…