Latest Odisha News

BREAKING NEWS

Browsing Category

ଖେଳ

ରଣଜୀ ଟ୍ରଫି ଫାଇନାଲ: କର୍ଣ୍ଣାଟକ ବିପକ୍ଷରେ ଦୃଢ଼ ସ୍ଥିତିରେ ଜମ୍ମୁ-କଶ୍ମୀର

ହୁବୁଳି: ଚଳିତ ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ବିପକ୍ଷରେ ଜମ୍ମୁ-କଶ୍ମୀର ଦୃଢ଼ ସ୍ଥିତିରେ ରହିଛି । ଜମ୍ମୁ-କଶ୍ମୀରର ପ୍ରଥମ ଇନିଂସ ସ୍କୋର ୫୮୪ ରନ ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ କର୍ଣ୍ଣାଟକ ୫ ୱିକେଟ ବିନିମୟରେ ୨୨୦ ରନ ସଂଗ୍ରହ କରିଛି ।…

ୱେଷ୍ଟଇଣ୍ଡିଜକୁ ହରାଇ ସେମିର ନିକଟତର ହେଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ: ଚଳିତ ଟି୨୦ ବିଶ୍ୱକପରେ ଗୁରୁବାର ଅନୁଷ୍ଠିତ ସୁପର ଏଇଟର ଏକ ମୁକାବିଲାରେ ଆଇଡେନ ମାର୍କରାମଙ୍କ ବିସ୍ଫୋରକ ବ୍ୟାଟିଂ ବଦଳରେ ଦକ୍ଷିଣ ଆଫ୍ରିକା ସହଜରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏଥିସହ ଅପରାଜେୟ ରହି ଦକ୍ଷିଣ ଆଫ୍ରିକା ସେମିଫାଇନାଲର ନିକଟତର ହୋଇଛି । ପ୍ରଥମେ ବ୍ୟାଟିଂ…

ଟି୨୦ ବିଶ୍ୱକପ ପରେ ଏମାନେ ହରାଇ ପାରନ୍ତି ଅଧିନାୟକ ପଦ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ଖେଳାଯିବ । ଏହା ପରେ କେତେଜଣ ଖେଳାଳି ସେମାନଙ୍କ ଅଧିନାୟକ ପଦ ହରାଇ ପାରନ୍ତି । ଏହି ତାଲିକାରେ ଭାରତର ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଛନ୍ତି । ପାକିସ୍ତାନ ଏବେ ସେମିଫାଇନାଲ ପ୍ରବେଶ ପାଇଁ ଏକପ୍ରକାର ଭାଗ୍ୟ ସହାୟତାରେ ଅଛି ।…

ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ

କଲମ୍ବୋ: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ସୁପର ଏଇଟର ଏକ ମୁକାବିଲାରେ ନ୍ୟୁଜିଲାଣ୍ଡ ଆୟୋଜକ ଶ୍ରୀଲଙ୍କାକୁ ୬୧ ରନରେ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ପାଦେ ଆଗେଇଥିବା ବେଳେ ଆୟୋଜକ ଶ୍ରୀଲଙ୍କା ଅଭିଯାନ ଶେଷ ହୋଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ…

FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବିଜୟ ସହ FIH ପୁରୁଷ ପ୍ରୋ ଲିଗ୍ 2025-26ର ହୋବାର୍ଟ ପର୍ଯ୍ୟାୟକୁ ଶେଷ କରିଛି । ଚଳିତ ପ୍ରୋ ଲିଗ୍ ରେ ଭାରତୀୟ ହକି ଦଳର ଏହା ପ୍ରଥମ ବିଜୟ । ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୋର ୧-୧ ଗୋଲ୍‌ରେ ଡ୍ର ରହିଥିଲା। ଏହାପରେ ୩-୧…

ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ନିକଟରୁ ଟି୨୦ ବିଶ୍ୱକପ ସୁପର ଏଇଟରେ ଭାରତ ଶୋଚନୀୟ ଭାବେ ହାରିବା ସମସ୍ତଙ୍କୁ ବ୍ୟଥୀତ କରିଛି । ଏହି ପରାଜୟ ଯୋଗୁ ଟିମ ଇଣ୍ଡିଆ ଏବେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ସଂଘର୍ଷ କରୁଛି । ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆର ଅଧିନାୟକ ରିକି ପଂଟିଂ ଭାରତର କୋଚ…

ଟି୨୦ ର‌୍ୟାଙ୍କିଙ୍ଗ: ବୁମରାହ, ବରୁଣଙ୍କୁ ଫାଇଦା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଅବସରରେ ଆଇସିସି ଖେଳାଳିମାନଙ୍କ ନୂତନ ର‌୍ୟାଙ୍କିଙ୍ଗ ଜାରୀ କରିଛି । ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଯଶପ୍ରୀତ ବୁମରାହଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଥିବା ବେଳେ ବରୁଣ ଚକ୍ରବର୍ତି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବୁମରାହ ୭ଟି…

ଟି୨୦ ବିଶ୍ୱକପ: ଜିମ୍ବାୱେ ବିପକ୍ଷ ମୁକାବିଲାରେ ଭାଙ୍ଗିପାରେ ଅଭିିଷେକ-ଈଶାନ ଯୋଡି

ଚେନ୍ନାଇ: ଚଳିତ ଟି୨୦ ବିଶ୍ୱକପ ସୁପର ଏଇଟ ପର୍ଯ୍ୟାୟରେ ଭାରତ ଗୁରୁବାର ଜିମ୍ବାୱେକୁ ଭେଟିବ । ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭାରତ ପାଇଁ ଏହି ମୁକାବିଲା କର ବା ମର ସଦୃଶ । ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ସାମାନ୍ୟ ପରିବର୍ତନ କରିପାରେ ବୋଲି ରିପୋର୍ଟ ପ୍ରକାଶ…

୨୨ ବର୍ଷ ପରେ ଭୁଲ ମାନିଲେ ଷ୍ଟିଭ୍ ବକନର; ସଚିନ୍‌ଙ୍କୁ ଦେଇଥିଲେ ଭୁଲ୍ ଆଉଟ୍…

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ କ୍ୟାରିୟରରେ ଅନେକ ଉତଥାନ ପତନ ଆସିଛି। କିନ୍ତୁ କିଛି ଏମିତି ନିଷ୍ପତ୍ତି ଥିଲା ଯାହା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଥିଲା ୱେଷ୍ଟଇଣ୍ଡିଜ୍ ଅମ୍ପାୟାର ଷ୍ଟିଭ୍ ବକନରଙ୍କ…

ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ: ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ସମ୍ପ୍ରତି ତାଙ୍କ ପ୍ରେମିକା ସୋଫି ସାଇନଙ୍କୁ ଦ୍ୱିତୀୟ ଥର ପାଇଁ ବହୁତ ଧୁମ୍ ଧାମ୍ ରେ ବିବାହ କରିଛନ୍ତି। ରୋହିତ ଶର୍ମା, ରାହୁଲ ଦ୍ରାବିଡ, ଇରଫାନ ପଠାନ ଏବଂ ସୁରେଶ ରାଇନାଙ୍କ ସମେତ ଅନେକ ଭାରତୀୟ କ୍ରିକେଟର ଏହି ବିବାହରେ ଉପସ୍ଥିତ ଥିଲେ।…