Latest Odisha News

BREAKING NEWS

Browsing Category

ଖେଳ

ପିଟରସନ ଇଂଲଣ୍ଡ ହ୍ବାଇଟ୍-ବଲ୍ ଟିମ୍‌ର ମେଣ୍ଟର ନିଯୁକ୍ତ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍‌ଙ୍କୁ ଇଂଲଣ୍ଡ ପୁରୁଷ ହ୍ବାଇଟ୍-ବଲ୍ (ସୀମିତ ଓଭର) କ୍ରିକେଟ୍ ଦଳର ସ୍ପେଶାଲିଷ୍ଟ ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ସେ ଦଳ ସହିତ…

ଇଶାନ କିଷାନଙ୍କ ଦ୍ବିଶତକ, ଇଷ୍ଟ ଜୋନ୍‌ର ବିଶାଳ ସ୍କୋର

ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଦୁଲୀପ ଟ୍ରଫି ଫାଇନାଲରେ ସାଉଥ୍ ଜୋନ୍ ବିପକ୍ଷରେ ଇଷ୍ଟ ଜୋନ୍ ନିଜର ପ୍ରଥମ ଇନିଂସରେ ୭୦୮ ରନ୍ କରି ଅଲ୍‌ଆଉଟ୍ ହୋଇଛି । ଇଷ୍ଟ ଜୋନ୍‌ର ଅଧିନାୟକ ଇଶାନ କିଷାନ ଚମତ୍କାର ଦ୍ବିଶତକ ହାସଲ କରିଛନ୍ତି । ସେ ୩୩୪ଟି ବଲ୍‌ରୁ ୨୭୦ ରନ୍‌ର  ଇନିଂସ ଖେଳି ଆଉଟ୍…

Qualify for AFC Asian Cup:ଭାରତୀୟ ଫୁଟବଲ୍ ପାଇଁ ଐତିହାସିକ ସଫଳତା:୨୦ ବର୍ଷ ପରେ AFC U20 ଏସୀୟ କପ୍ ଭାରତର…

ନୂଆଦିଲ୍ଲୀ:୨୦ବର୍ଷ ପରେ ଭାରତ ପୁଣିଥରେ AFC U20 ଏସୀୟ କପ୍‌କୁ ଫେରିଛି। ଗତକାଲି (ରବିବାର ୬ ସେପ୍ଟେମ୍ବର ୨୦୨୬)ତାସକେଣ୍ଟର 'ଡୋଷ୍ଟଲିକ୍ ଷ୍ଟାଡିୟମ୍' (Do’stlik Stadium) ଠାରେ ଅନୁଷ୍ଠିତ ଗ୍ରୁପ୍-ବି (Group B) ର ନିର୍ଣ୍ଣାୟକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବାଂଲାଦେଶକୁ ୩-୦…

ପୁଣି ନାଟକ କରିପାରନ୍ତି ନକବୀ : ମହିଳା ଏସିଆ କପ୍ ଫାଇନାଲରେ ମୁଖ୍ୟ ଅତିଥି !

ମୁମ୍ବାଇ: ମହିଳା ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ପୁଣି ଥରେ ଟ୍ରଫି ପ୍ରଦାନକୁ ନେଇ ବିବାଦ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି। ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ ର ସଭାପତି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ର ଅଧ୍ୟକ୍ଷ ମୋହସିନ୍ ନକଭୀ ସେପ୍ଟେମ୍ବର ୧୩ରେ ଦୁବାଇରେ ଅନୁଷ୍ଠିତ ହେବାକୁ…

ଅର୍ଶଦୀପ-ସମରୀନ୍ କୌରଙ୍କ ଟାଟୁ ସହ ସମ୍ପର୍କର ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ଅଭିନେତ୍ରୀ ତଥା ମୋଡେଲ୍ ସମରୀନ୍ କୌର ନିଜ ସମ୍ପର୍କକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦୁହେଁ ନିଜ ନିଜ ହାତରେ ଏକାଭଳି  ଟାଟୁ ବନାଇ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ନିଜ ପ୍ରେମ ସମ୍ପର୍କକୁ…

ଦୁଲୀପ ଟ୍ରଫି: ଅଧିନାୟକ ଇଶାନଙ୍କ ଧୁଆଁଧାର ଶତକ, ପ୍ରଥମ ଦିନରେ ଇଷ୍ଟ ଜୋନ୍‌ର ଦବ୍‌ଦବା

ଚେନ୍ନାଇ: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଦୁଲୀପ ଟ୍ରଫି ୨୦୨୬ ଫାଇନାଲ୍ ମ୍ୟାଚର ପ୍ରଥମ ଦିନରେ ଇଷ୍ଟ ଜୋନ୍ ଦୃଢ଼ ସ୍ଥିତି ଜାହିର କରିଛି । ସାଉଥ୍ ଜୋନ୍  ବିପକ୍ଷରେ ଅଧିନାୟକ ଇଶାନ କିଶନ  ସ୍ମରଣୀୟ ଶତକୀୟ ପାରି ବଳରେ ଇଷ୍ଟ ଜୋନ୍ ପ୍ରଥମ ଦିନ ଶେଷ ସୁଦ୍ଧା ୪…

ଚାଇନା ମାଷ୍ଟର୍ସ ୨୦୨୬: ସାତ୍ତ୍ୱିକ-ଚିରାଗଙ୍କ ଐତିହାସିକ ସଫଳତା, ପ୍ରଥମ ଥର ଜିତିଲେ ଟାଇଟଲ୍

ସେନ୍‌ଜେନ୍ (ଚୀନ୍): ଭାରତର ତାରକା ବ୍ୟାଡମିଣ୍ଟନ୍ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ଚାଇନା ମାଷ୍ଟର୍ସ ସୁପର ୭୫୦ ଟୁର୍ନାମେଣ୍ଟରେ ଇତିହାସ ରଚିଛନ୍ତି । ଚୀନ୍‌ର ସେନ୍‌ଜେନ୍‌ଠାରେ ଖେଳାଯାଇଥିବା ପୁରୁଷ ଡବଲ୍ସ ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ଘରୋଇ ଚୀନ୍ ଯୋଡ଼ି…

କୁକୁରକୁ ଦେଇଥିବା କଥା ରଖିଲେ ଆଥଲେଟ୍: ୫୧୧ କିଲୋ ଓଜନ ଟେକି ରଚିଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ମଣିଷ ନିଜର ପ୍ରତିଶ୍ରୁତି ପୂରଣ କରିବା ପାଇଁ  ନାନାଦି ଉଦ୍ୟମ କରିଥାନ୍ତି । କିନ୍ତୁ ନିଜର ମୃତ ପାଳିତ କୁକୁରକୁ ଦେଇଥିବା କଥା ରଖିବା ପାଇଁ ଜଣେ ଯୁବକ ବିଶ୍ୱ ରେକର୍ଡ ଭାଙ୍ଗିବା ଘଟଣା ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମେକ୍ସିକୋର ୨୬ ବର୍ଷୀୟ ଆଥଲେଟ୍ ରାଉଲ୍…

ଜୁନିୟର ଏସିଆ କପ ହକି : ମାଲେସିଆକୁ ୧୧-୧ ଗୋଲରେ ହରାଇଲା ଭାରତ

ମୋଚି (ଚୀନ୍): ଚୀନ୍‌ର ମୋଚିଠାରେ ଆୟୋଜିତ  ଜୁନିୟର ଏସିଆ କପ ୨୦୨୬ରେ ଭାରତୀୟ ଜୁନିୟର ମହିଳା ହକି ଦଳ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ରବିବାର ଖେଳାଯାଇଥିବା ଏଲାଇଟ୍ ପୁଲ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ମାଲେସିଆକୁ ୧୧-୧ ଗୋଲ୍‌ର ବୃହତ ବ୍ୟବଧାନରେ ପରାସ୍ତ କରି କ୍ରମାଗତ…

ଖେଳାଳିଙ୍କୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡର କଡ଼ା କାର୍ଯ୍ୟାନୁଷ୍ଠାନ: କ୍ରିକେଟରଙ୍କ ମୋବାଇଲ୍ ଫୋନ୍ ଜବତ କଲା PCB

ଲାହୋର: ଆନ୍ତର୍ଜାତୀୟ କ୍ରିକେଟ୍ ଜଗତରେ ପାକିସ୍ତାନ କ୍ରିକେଟ୍ ଟିମ୍ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି । ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଦଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା କ୍ରିକେଟ୍ କରିଡରରେ ଆଶ୍ଚର୍ଯ୍ୟ…