Latest Odisha News

BREAKING NEWS

Browsing Category

ଖେଳ

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବେନି ପନ୍ତ

ନୂଆଦିଲ୍ଲୀ: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ ନାହିଁ । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନ ଥିବାରୁ ସେ ଏହି ସିରିଜରୁ ଓହରି ଯାଇଛନ୍ତି । ଅକ୍ଟୋବର ୨ରୁ ଅହମ୍ମଦାବାଦରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ…

IND vs PAK Clash: ଭାଇରାଲ ହେଉଛି ଭାରତ-ପାକିସ୍ତାନ ମ୍ୟାଚ ବେଳର ଉତ୍ତେଜନା, ତାତି ଯାଇଥିଲେ ଅଭିଷେକ, ହାରିସଙ୍କ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଦୁଇ ଦୁଇ ଥର ପାକିସ୍ତାନକୁ ପରାଜୟ ଚଖାଇଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ପାକିସ୍ତାନ ଭାରତକୁ ଜିତିବା ପାଇଁ ୧୭୨ ରନ୍ ର ଲକ୍ଷ୍ୟ ଦେଇଥିଲା। ଏହା…

Asia Cup, IND vs PAK: ‘ତୁମେ ଖାଲି କୁହ…ଆମେ ଜିତିବୁ’: ପୁଣି ମାଟି କାମୁଡିଲା ପାକିସ୍ତାନ, ଅଭିଷେକ ଏବଂ ଗିଲଙ୍କ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର-୪ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି ଏକ ଦମଦାର ବିଜୟ ହାସଲ କରିଛି। ଏହି ବିଜୟର ନାୟକ ଥିଲେ ଯୁବ ଓପନର୍ ଅଭିଷେକ ଶର୍ମା, ଯିଏ ୧୯ତମ ଓଭରରେ ୧୭୨ ରନ୍‌ର ଲକ୍ଷ୍ୟକୁ ସହଜରେ ହାସଲ କରିବାରେ ୩୯ ବଲ୍‌ରେ ଦ୍ରୁତ ୭୪ ରନ୍…

ଏସିଆ କପ୍‌ରେ ହାରିସ ରାଉଫଙ୍କ ବିବାଦୀୟ ଇସାରା, ଭାରତୀୟ ଦର୍ଶକଙ୍କୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଲଢେଇ ହୋଇଥିଲା। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନୀ ପେସର ହାରିସ୍ ରାଉଫ ଭାରତୀୟ ପ୍ରଶଂସକଙ୍କୁ ୬-୦ ଇଶାରା କରି ବିବାଦରେ ଫସିଛନ୍ତି। ବାଉଣ୍ଡ୍ରି…

ଛକା ପରେ ଚୌକା ମାଡ଼: ଶୁଭମାନ ଗିଲ ଓ ଶାହୀନ ଆଫ୍ରିଦିଙ୍କ ମଧ୍ୟରେ ପିଚ୍‌ରେ ଝଗଡ଼ା

ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଲା। ଶୁଭମାନ ଗିଲ ଓ ଶାହୀନ ଆଫ୍ରିଦିଙ୍କ ମଧ୍ୟରେ ପିଚ୍‌ରେ ଯୁକ୍ତିତର୍କ ପରେ ଝଗଡ଼ା ହୋଇଥିଲା। ଏହା ସତ୍ତ୍ୱେ ଗିଲ ଓ ଅଭିଷେକ ଶର୍ମା ପାକିସ୍ତାନୀ ବୋଲରଙ୍କୁ ଧୂଳିଚାଟଇଛନ୍ତି। ଶାହୀନଙ୍କ ବୋଲିଂକୁ ଗିଲ ଚୌକା ଓ…

ଅର୍ଦ୍ଧଶତକ ପରେ ଉତ୍ସାହିତ ସାହିବଜାଦାଙ୍କ ‘ବନ୍ଧୁକ ସେଲିବ୍ରେସନ୍’: ଶିବମ ଦୁବେ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ପାକିସ୍ତାନର ଓପନର ସାହିବଜାଦା ଫରହାନ ଦମଦାର ଅର୍ଦ୍ଧଶତକ ମାରିଥିଲେ। ମାତ୍ର ତାଙ୍କର ସେଲିବ୍ରେସନ ତାଙ୍କୁ ବିବାଦରେ ପକାଇଛି। ଏପଟେ ଲଗାତର ଦୁଇଟି ମ୍ୟାଚ ଭାରତଠୁ ହାରିବା ପରେ ପାକିସ୍ତାନ ଏବେ ନିଜ ଦେଶରୁ କଡ଼ା ସମାଲୋଚନାର ଶିକାର ହୋଇଛି। ଦୁବାଇ…

ଭାରତ ପୁଣି ପାକିସ୍ତାନକୁ ହରାଇଲା: ଅଭିଷେକ ଓ ଶୁଭମନଙ୍କ ଦମଦାର ବ୍ୟାଟିଂ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଲା। ଏହି ବିଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିରୋଧରେ ଲଗାତାର ଦ୍ଵିତୀୟ ବିଜୟ। ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ ଶୁଭମନ ଗିଲ ୪୭ ରନର ଦମଦାର ଇନିଂସ ଖେଳଥିଲେ। ପାକିସ୍ତାନ…

ଚହଲଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ

ଦୁବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ ୨୦୨୫ ଅବସରରେ ୟୁଜଭେନ୍ଦ୍ର ଚହଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ଭାରତ ବୋଲର ହୋଇଛନ୍ତି । ସେ ୧୧୮ ମ୍ୟାଚରେ ୯୭ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ…

ଭାରତ ବୋଲିଂ କରିବ, ଏଥର ବି ହାତ ମିଳାଇଲେ ନାହିଁ ଦୁଇ ଅଧିନାୟକ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ଅନେକ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଛି । ତା ମଧ୍ୟରେ ଭାରତ ଓ ପାକିସ୍ତାନ ଖେଳାଳି ହାତ ନ ମିଳାଇବା ବେଶ ଆଲୋଚ୍ୟର ବିଷୟ ହୋଇଥିଲା । ସୁପର ଫୋରରେ ପୂନର୍ବାର ଭାରତ ଓ ପାକିସ୍ତାନ ସାମ୍ନା ସାମ୍ନି ହୋଇଛନ୍ତି । ଟସ ପରେ ଭାରତୀୟ ଦଳର ଅଧିନାୟକ…

ଓଡିଶା ପ୍ରୋ ଟି୨୦ ଲିଗ: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଜିତିଲା ସମ୍ବଲପୁର ୱାରିୟର୍ସ

କଟକ: ବର୍ଷା ଏବେ ଓଡିଶା ପ୍ରୋ ଟି୨୦ ଲିଗର ମଜା ନଷ୍ଟ କରିବାରେ ଲାଗିଛି । ରବିବାର ସମ୍ବଲପୁର ୱାରିୟର୍ସ ଓ ଭୁବନେଶ୍ୱର ଟାଇଗର୍ସ ମ୍ୟାଚ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯାଇ ପାରି ନ ଥିଲା । ଉଭୟ ଟିମ ୨ ପଂଏଟ ଲେଖାଏଁ ହାସଲ କରିଥିଲେ । ଶନିବାର ମଧ୍ୟ କଟକ ପାନ୍ଥର୍ସ ଓ ରାଉରକେଲା ଷ୍ଟିଲର୍ସ…