Latest Odisha News

BREAKING NEWS

Browsing Category

ଖେଳ

ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ

ରାଜକୋଟ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଡାରେଲ ମିଚେଲଙ୍କ ବିସ୍ଫୋରକ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିକୁ ଆସିଯାଇଛି । ଭାରତ ପ୍ରଦତ ୨୮୫ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ…

୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ

ଭୁବନେଶ୍ୱର: ଭାରତର ଚେସ ସୁପରଷ୍ଟାର ଓ ୬୪ ଚାଲର ମହାରଥୀ ବିଶ୍ୱନାଥନ ଆନନ୍ଦ କିଟ୍‍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟିତ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଚେସ ଖେଳିବା ପାଇଁ…

ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ କୋହଲି

ରାଜକୋଟ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ନିଜ ନାମରେ ଆଉ ଏକ ଉପଲବ୍ଧି ଯୋଡିଛନ୍ତି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର କରିଛନ୍ତି । ସଚିନ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୭୫୦ ରନ କରି…

ରାହୁଲଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୫ ରନର ଲକ୍ଷ୍ୟ ରଖିଲା ଭାରତ

ରାଜକୋଟ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୫ ରନର ବିଜୟ ଲକ୍ଷ୍ୟ ରଖିଛି । କେଏଲ ରାହୁଲ ଆକର୍ଷଣୀୟ ଶତକ ହାସଲ କରି ଅପରାଜିତ ରହିଥିଲେ । ତାଙ୍କ ଇନିଂସ ବଳରେ ଭାରତ ଏକ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି ।…

ODI କ୍ରିକେଟରେ ପୁଣି ନ° ୧ ହେଲେ କୋହଲି…

ନୂଆଦିଲ୍ଲୀ: ବିରାଟ କୋହଲି ପୁଣିଥରେ ODI କ୍ରିକେଟରେ ନିଜର ଶ୍ରେଷ୍ଠତା ହାସଲ କରିଛନ୍ତି। ICC ODI ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୧୪୦୩ ଦିନ ପରେ କିଙ୍ଗ କୋହଲି ପୁଣି ଥରେ ODIରେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ…

ଡ୍ରେସିଂ ରୁମ ବିବାଦ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ: କୋହଲି, ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ……

ନୂଆଦିଲ୍ଲୀ: କୋଚ ଗୌତମ ଗମ୍ଭୀରଙ୍କ ସହ ଭାରତୀୟ କ୍ରିକେଟ ଦଳର ସିନିୟର ସଦସ୍ୟଙ୍କ ଭଲ ପଡୁ ନ ଥିବା ଖବର ପ୍ରକାଶ ପାଇ ଆସୁଛି । ବିଶେଷ କରି ବିରାଟ କୋହଲି ଓ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବେ ଗମ୍ଭୀରଙ୍କ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି । ତେବେ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ…

କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର:ଆସନ୍ତା ଜାନୁଆରୀ ୧୬ ରୁ ୨୧ ତାରିଖ ପର‌୍ୟ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗବୀ ଆସୋସିଏସନ ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ 'ଦଶମ ସବ୍‌-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫'…

ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫି ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ମଙ୍ଗଳବାର କ୍ୱାର୍ଟର ଫାଇନାଲ ମୁକାବିଲା ପରେ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଏବେ ଗୁରୁବାର ହେବାକୁ ଥିବା ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ ଓ ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା । ପଞ୍ଜାବ…

ମେରୀ କମଙ୍କ ପ୍ରେମ ସମ୍ପର୍କ; ଖୁଲାସା କଲେ ପୂର୍ବତନ ସ୍ବାମୀ

ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳ ବକ୍ସର ଏମସି ମେରୀ କମ୍ ବର୍ତ୍ତମାନ ତାଙ୍କ ପୂର୍ବତନ ସ୍ଵାମୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ "ମ୍ୟାଗ୍ନିଫିସେଣ୍ଟ ମ୍ୟାରୀ" ଭାବରେ ସାରା ବିଶ୍ୱରେ ପରିଚିତ ମେରୀ କମ୍‌ଙ୍କ କ୍ୟାରିଅରକୁ ମଜବୁତ କରିବାରେ ଅନଲର ପ୍ରମୁଖ ଭୂମିକା…

ଆଇସିସି କଥା ମାନୁନି ବାଂଲାଦେଶ

ନୂଆଦିଲ୍ଲୀ:ବାଂଲାଦେଶ କ୍ରିକେଟ ବୋର୍ଡ ତାର ଜିଦ ଛାଡୁନି । ଆଇସିସି ଭାରତ ବାହାରେ ମ୍ୟାଚ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସତ୍ୱେ ବିିସିବି ଏ ପର୍ଯ୍ୟନ୍ତ ମନ ବଦଳାଇ ପାରିବ ନାହିଁ । ମଙ୍ଗଳବାର ବିସିବିକୁ ଆଇସିସି ପୂର୍ନବିଚାର କରିବା ପାଇଁ କହିଥିଲା । ବିସିସିଆଇ ମଧ୍ୟ ବିସିବି…