Latest Odisha News

BREAKING NEWS

Browsing Category

ଖେଳ

୩ଟି ମ୍ୟାଚ ବଦଳାଇ ଦେଇପାରେ ଶ୍ରେୟାଶଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ଟି୨୦ ଟିମରେ ସ୍ଥାନ ହାସଲ କରିପାରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ପ୍ରଥମ ୩ଟି ମ୍ୟାଚ ସେ ଖେଳିବେ । ତିଳକ ବର୍ମା ଆଘାତପ୍ରାପ୍ତ ହେବା ଯୋଗୁ ତାଙ୍କୁ ଏହି ସୁଯୋଗ ମିଳିଛି । ଆଗକୁ ଟି୨୦ ବିଶ୍ୱକପ…

ବ୍ୟାଡମିଂଟନରୁ ଅବସର ଘୋଷଣା କଲେ ସାଇନା

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଡମିଂଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ସାଇନା ନେହ୍ୱାଲ ଅବସର ଘୋଷଣା କରିଛନ୍ତି । ଦୀର୍ଘ ଦିନ ହେବ ଏହି ଷ୍ଟାର ମହିଳା ଖେଳାଳି ଆଂଠୁ ସମସ୍ୟାରେ ପଡିଥିଲେ । ବର୍ତମାନ ଶରୀର ମୋତେ ଆଉ ସହଯୋଗ କରୁନି । ଅବସର ନେବା ପାଇଁ ମୁଁ ବାଧ୍ୟ ହୋଇଛି ବୋଲି ସେ…

ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ବିଶ୍ୱକପ ୨୦୨୩ ପରଠାରୁ ଜାଡେଜା ଦିିନିକିଆରେ ୧୩ଟି ମ୍ୟାଚ ଖେଳି ୧୪୯ ରନ କରିଛନ୍ତି । ସେହିପରି ୧୨ଟି ୱିକେଟ ମଧ୍ୟ ଅକ୍ତିଆର…

ଗମ୍ଭୀର ସମସ୍ୟା: ଭାରତୀୟ କ୍ରିକେଟ ଟିମର ଚାଲିଛି ଅନ୍ଧକାରମୟ ଯୁଗ

ଭାରତୀୟ କ୍ରିକେଟ ଟିମ ଚଳିତ ଦଶନ୍ଧିରେ ଅନେକ ସଫଳତା ହାସଲ କରିଛି । ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିବା ସହ ୨ ଥର ଆଇସିସି ଟ୍ରଫି ଜିତିଛି । ଗୌତମ ଗମ୍ଭୀର କୋଚ ଦାୟିତ୍ୱ ଗ୍ରହଣ କରିବା ପରେ ଟିମ ଇଣ୍ଡିଆ ଯେତିକି ସଫଳତା ହାସଲ କରିନି ତାଠାରୁ ଅଧିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।…

ବାଂଲାଦେଶକୁ ଆଇସିସିର ଅଲ୍ଟିମେଟମ୍! ଭାରତରେ ଖେଳ, ନଚେତ୍ ରିପ୍ଲେସ…

ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପରେ ବାଂଲାଦେଶର ଅଂଶଗ୍ରହଣକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ ସ୍ପଷ୍ଟ ଭାବରେ କହିଛି ଯେ ଦଳ ଭାରତରେ ଖେଳିବ, ନଚେତ୍ ତାଙ୍କ ସ୍ଥାନରେ ଅନ୍ୟ ଏକ ଦଳକୁ ସାମିଲ କରାଯିବ।…

କୋହଲିଙ୍କ ଶତକ ବ୍ୟର୍ଥ, ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଇନ୍ଦୋର: ବିରାଟ କୋହଲିଙ୍କ ଲଢ଼ୁଆ ଶତକ ସତ୍ୱେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲାଣ୍ଡ ନିକଟରୁ ୪୧ ରନରେ ହାରିଯାଇଛି । ଏଥିସହ ହୋଲକର ଷ୍ଟାଡିୟମରେ ଏହା ଭାରତର ପ୍ରଥମ ପରାଜୟ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତର ସମ୍ମୁଖରେ ୩୩୮ ରନର ଲକ୍ଷ୍ୟ…

ଭାରତ ବିପକ୍ଷରେ ଡାରେଲ ମିଚେଲଙ୍କ କୀର୍ତିମାନ

ଇନ୍ଦୋର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଡାରେଲ ମିଚେଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତ ବିପକ୍ଷରେ କ୍ରମାଗତ ଭାବେ ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ତାଙ୍କ ଆଗରେ କେବଳ କେନ ୱିଲିୟମସନ ରହିଛନ୍ତି ।…

Sports Awards: ପ୍ରୀତିସ୍ମିତା, କାଳୁଚରଣ, ଏମଜିଏମ୍‌କୁ ‘ଓସଜା’ ପୁରସ୍କାର

ଭୁବନେଶ୍ବର:ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ, ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଏବଂ କ୍ରୀଡ଼ା ପ୍ରୋତ୍ସାହନରେ ବିଶେଷ ଅବଦାନ ରଖୁଥିବା ଏମଜିଏମ୍‌ ଗ୍ରୁପ୍‌କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। ରବିବାର…

Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା

ଭୁବନେଶ୍ବର:ଘରୋଇ ଗ୍ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିଛି ବେଦାନ୍ତ କଳିଙ୍ଗ ଲାନସର୍ସ ଦଳ(Vedanta Kalinga Lancers)। ଟେବୁଲ ଟପ୍ପର ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL)ର ଭୁବନେଶ୍ୱର ପର୍ଯ୍ୟାୟରେ SG ପାଇପର୍ସଙ୍କୁ ୬-୧…

ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ

ଇନ୍ଦୋର: ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ମୁକାବିଲା ଇନ୍ଦୋରରେ ଖେଳିବ । ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଏହା ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ହୋଲକର ଷ୍ଟାଡିୟମ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ…