Latest Odisha News

BREAKING NEWS

Browsing Category

ଖେଳ

୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ, କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡ ସହ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୱାଲେ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏଥିସହ କ୍ରସ୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଆଜିର ଚିତ୍ତାକର୍ଷକ ମ୍ୟାଚରେ ୪-୨ ଗୋଲରେ ଭାରତ ବିଜୟୀ ହୋଇଛି । ଦଳ ପକ୍ଷରୁ ଆକାଶଦୀପ ସିଂ ୨ଟି ଗୋଲ୍ ଦେଇଥିବା ବେଳେ ଶମଶେର ସିଂ ଓ ହରମନପ୍ରୀତ ସିଂ…

ହକି ବିଶ୍ୱକପ: ନେଦରଲାଣ୍ଡର ବିଶ୍ୱରେକର୍ଡ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଗୁରୁବାର ନେଦରଲାଣ୍ଡ ଟିମ ବିଶ୍ୱରେକର୍ଡ କରିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୪-୦ ଗୋଲରେ ଚିଲିକୁ ପରାସ୍ତ କରିଛି । ଏହା ବିଶ୍ୱକପ ଟୁର୍ଣ୍ଣାମେଂଟ ଇତିହାସର ସବୁଠାରୁ ବୃହତ ବିଜୟ । ଏହା ପୂର୍ବରୁ ଏହି ରେକର୍ଡ…

ରଣଜୀ ଟ୍ରଫି: ଶୁଭ୍ରାଂଶୁ, ଅନୁରାଗଙ୍କ ଦୃଢ଼ ବ୍ୟାଟିଂ

ମୀରଟ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ କ୍ରିକେଟରେ ଉତରପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୧୫୨ ରନ କରିଛି । ଶୁଭ୍ରାଂଶୁ ସେନାପତି ୯୧ ଓ ଅନୁରାଗ ଷଡଙ୍ଗୀ ୫୨…

ଆମେରିକାରେ ହେବ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ !

ନୂଆଦିଲ୍ଲୀ: ଆଇସିସି ତାର ପ୍ରତ୍ୟେକ ବଡ ଟୁର୍ଣ୍ଣାମେଂଟରେ ଭାରତ-ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ କରିବା ନେଇ ସର୍ବଦା ବ୍ୟଗ୍ର ରହିଥାଏ । ୨୦୨୪ ଟି୨୦ ବିଶ୍ୱକପରେ ଭାରତ-ପାକ ମଧ୍ୟରେ ପୁନର୍ବାର ମୁକାବିଲା ହେବ । ଏହି ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ମିଳିତ ଭାବେ ଖେଳାଯିବ । ତେବେ…

ଠାକୁର ଜିତିଲେ ଗିଲଙ୍କ ଦିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦ୍ୱିଶତକ ହାସଲ କରି ଭାରତର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଯେତିକି ଚର୍ଚ୍ଚିତ ହୋଇଛନ୍ତି ତାହାଠାରୁ ଅଧିକ ଶାର୍ଦ୍ଦୁଳ ଠାକୁର ପ୍ରଶଂସା ସାଉଁଟୁଛନ୍ତି । ଶାର୍ଦ୍ଦୁଳ ତ୍ୟାଗ କରି ନ ଥିଲେ ଗିଲ ଦ୍ୱିଶତକ ହାସଲ କରିପାରି ନ…

ରେସଲର ବିବାଦ: ଡବ୍ଲ୍ୟୁଏଫଆଇକୁ ଜବାବ ରଖିବା ପାଇଁ ୭୨ ଘଂଟାର ସମୟ ଦେଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଓ ରେସଲରଙ୍କ ବିବାଦ ରାଜରାସ୍ତାକୁ ଆସିବା ପରେ କ୍ରୀଡା ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିଛି । ୭୨ ଘଂଟା ମଧ୍ୟରେ ରେସଲରମାନେ ଆଣିଥିବା ଅଭିଯୋଗର ଜବାବ ରଖିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଡବ୍ଲୁଏଫଆଇର ସଭାପତି ବ୍ରିଜ ଭୂଷଣ ସିଂଙ୍କୁ ନିର୍ଦ୍ଦେଶ…

ଗିଲଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ବ୍ୟର୍ଥ ହେଲା ବ୍ରେସୱେଲଙ୍କ ଶତକ

ହାଇଦ୍ରାବାଦ: ଶୁଭମନ ଗିଲଙ୍କ ଆକର୍ଷଣୀୟ ଦ୍ୱିଶତକ ସହାୟତାରେ ଭାରତ ୧୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୩୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୪୯.୧ ଓଭରରେ ୩୩୭ ରନ କରି ଅଲଆଉଟ…

ମୁହଁ ଖୋଲିଲେ ବ୍ରିଜ ଭୂଷଣ: ସତ୍ୟ ପ୍ରମାଣିତ ହେଲେ ଫାଶୀରେ ଝୁଲି ପଡିବି

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲରମାନେ ବୁଧବାର ଜନ୍ତର ମନ୍ତରରେ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ବିରୋଧରେ ଧାରଣା ଦେଇଛନ୍ତି । ଏପରିକି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଓ ହତ୍ୟା ଧମକ ପରି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବ୍ରିଜ ଭୂଷଣଙ୍କୁ ପଚରାଯିବାରୁ…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଶତକ ସତ୍ୱେ ପୁନର୍ବାର ବ୍ୟାକଫୁଟରେ ଓଡିଶା

ମୀରଟ:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଶାନ୍ତନୁ ମିଶ୍ରଙ୍କ ଆକର୍ଷଣୀୟ ଶତକ ସତ୍ୱେ ଉତରପ୍ରଦେଶ ବିପକ୍ଷରେ ଓଡିଶା ପୁନର୍ବାର ବ୍ୟାକଫୁଟରେ ରହିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୨୬ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ୧୦୯ ରନ କରିଥିବା ବେଳେ ରାଜେ ଧୂପର ୬୨ ଓ ଅଭିଷେକ ରାଉତ…

ସବୁଠାରୁ ଯୁବ ଖେଳାଳି ଭାବେ ଦ୍ୱିଶତକ ହାସଲ କଲେ ଶୁଭମନ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଶୁଭମନ ଗିଲଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଶୁଭମନ( ୨୩ ବର୍ଷ ୧୩୨ ଦିନ) ସବୁଠାରୁ ଯୁବ କ୍ରିକେଟର ଭାବେ ସୀମିତ ଓଭର କ୍ରିକେଟରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ…