Latest Odisha News

BREAKING NEWS

Browsing Category

ଖେଳ

ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବବୃହତ ବିଜୟ

ମେଲବୋର୍ଣ୍ଣ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୧୯ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ ସୁଇପ କରିଛି । ରନ ଦୃଷ୍ଟିକୋଣରୁ ଟେଷ୍ଟରେ ୱେଷ୍ଟଇଣ୍ଡିଜର ଏହା ସର୍ବବୃହତ ପରାଜୟ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୯୬୯ରେ ୩୮୨ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ…

ଫିଫା ବିଶ୍ୱକପ ସେମିଫାଇନାଲରେ ପ୍ରଥମ ଥର ପ୍ରବେଶ କଲା ମରକ୍କୋ

କତାର : ଫିଫା ବିଶ୍ୱକପ୍ ୨୦୨୨ ରେ ଇଚିହାସ ଲେଖିଲା ମରକ୍କୋ । କ୍ରିଷ୍ଟିଆନା ରୋନାଲ୍ଡୋଙ୍କ ଟିମ୍ ପର୍ତ୍ତୁଗାଲକୁ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଏହି ଆଫ୍ରୀକୀୟ ଦେଶ । ଏହା ସହିତ କ୍ୱାର୍ଟର ଫାଇନାଲ ରାଉଣ୍ଡ ଶେଷ । ଅଲ୍ ବ୍ୟାଟ୍ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ…

ଏଥର ବିଧିବଦ୍ଧ ଭାବେ ଆଇଓଏର ପ୍ରଥମ ମହିଳା ସଭାପତି ହେଲେ ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି ମହାନ ଆଥଲେଟ ପିଟି ଉଷା । ୫୮ ବର୍ଷୀୟା ଉଷା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିରୋଧରେ କେହି ଛିଡା ହୋଇ ନ ଥିବାରୁ ସେ ନିର୍ବାଚିତ ହେବା ନିଶ୍ଚିତ ହୋଇ ଯାଇଥିଲା । ଶନିବାର…

ଈଶାନଙ୍କ ତୁଫାନରେ ଉଡିଗଲା ବାଂଲାଦେଶ, ତୃତୀୟ ଦିନିକିଆରେ ଶୋଚନୀୟ ପରାଜୟ

ଚଟ୍ଟଗାଁଓ: ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଈଶାନ କିଶାନଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ବାଂଲାଦେଶ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ବାଂଲାଦେଶକୁ ୨୨୭ରନରେ ହରାଇବା ସତ୍ୱେ ଭାରତ ୧-୨ରେ ସିରିଜ ପରାଜୟବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଈଶାନଙ୍କ…

ବାଂଲାଦେଶ ବିପକ୍ଷ ଦିନିକିଆରେ ଇଶାନ କିଷାନଙ୍କ ଦ୍ୱିଶତକ

ନୂଆଦିଲ୍ଲୀ: ଇତିହାସ ରଚିଲେ ଇଶାନ କିଷାନ । ଦିନିକିଆ ମ୍ୟାଚରେ ମାରିଲେ ଦ୍ୱିଶତକ । ଉଡ଼ିଗଲା ବାଂଲାଦେଶ ବୋଲରଙ୍କ ହୋସ୍ । ବାଂଲାଦେଶର ଚଟ୍ଟୋଗ୍ରାମ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଇଶାନ କିଷାନ ଦ୍ୱିଶତକ ମାରିଛନ୍ତି । ଏଥିସହ ଚତୁର୍ଥ ଭାରତୀୟ କ୍ରିକେଟର୍ ଭାବେ ଦିନିକିଆରେ…

ଫିଫା ବିଶ୍ୱକପ : ବ୍ରାଜିଲ ବିଦା, ଆର୍ଜେଂଟିନା ସେମିରେ

ଦୋହା: ଚଳିତ ଫିଫା ବିଶ୍ୱକପରେ କ୍ରୋଏସିଆ ୫ଥର ବିଶ୍ୱକପ ଚାମ୍ପିୟନ ବ୍ରାଜିଲକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ଆର୍ଜେଂଟିନା ୪-୩ ପେନାଲ୍ଟି ଶୁଟଆଉଟରେ ନେଦରଲାଣ୍ଡସକୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି । ପ୍ରଥମ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ ପେନାଲ୍ଟି ଶୁଟଆଉଟରେ…

ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ୨୨ରୁ ଆରମ୍ଭ ହେବ ଓଡିଶା ବାସ୍କେଟବଲ ଲିଗ

ପୁରୀ: ପୁରୀ ରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର‌୍ୟ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଆରମ୍ଭ ହେବ । ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ଟିମ ଅଂଶଗ୍ରହଣ କରିବେ । ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ…

ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜର କାର୍ଯ୍ୟସୂଚୀ ଘୋଷିତ କରିଛି । ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ଏହା ପରେ ନ୍ୟୁଜିଲାଣ୍ଡ…

ଟେଷ୍ଟ ସିରିଜରେ ରୋହିତଙ୍କ ସ୍ଥାନ ନେଇପାରନ୍ତି ଅଭିମନ୍ୟୁ ।

ଡିସେମ୍ବର ୧୪ ରୁ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ସିରିଜ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା୍ଙ୍କ ଖେଳିବାକୁ ନେଇ ସନ୍ଦେହ କରାଯିଉଛି । କିନ୍ତୁ ଏର୍ଯ୍ୟନ୍ତ  କୌଣଷି ଖବର ନଥିବାବେଳେ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବୁଧବାର ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମ୍ପର୍କରେ ଏକ ମତାମତ ଦେଇ…

ବୀରୁଙ୍କ ବିରାଟ ରେକର୍ଡ

କ୍ରିକେଟ୍ ଇତିହାସରେ ଯଦି ଡବଲ ଶେଂଚୁରି କଥା ଆଗକୁ ଆସେ ତେବେ ହାତ ଗଣତି କତୋଟି ଖେଳାଳିଙ୍କ ନାଁ ମନକୁ ଆସିଥାଏ । ସେଥିମଧ୍ୟରୁ ଅନ୍ୟତମ ହେଉଛନ୍ତି ଭରତୀୟ ଦଳର ପୂର୍ବତନ ଓପନର ବ୍ୟାଟର ବିରେନ୍ଦ୍ର ଶେହୱାଗ । ୨୦୧୧ ମସିହା ଆଜିର ଦିନରେ କରିଥିଲେ ଏମତି କିଛି କମାଲ ଯାହାକୁ ଦେଖି ବିଶ୍ବ…