Latest Odisha News

BREAKING NEWS

Browsing Category

ଖେଳ

ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା ।

ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା , ଆସିବାର ଥିଲା ଯଦି ଆଗରୁ ଆସିଲେନି କାହିଙ୍କି , ବାଂଗ୍ଲାଦେଶ ଠୁ ସିରିଜ ହାରିବା ପରେ କ୍ରୀଡା ପ୍ରେମୀଙ୍କ ମନରେ ଦେଖା ଦେଇଛି ଅସନ୍ତୁଷ୍ଟ । କିଏ ଦଳରୁ ଖେଳାଳି ପରିବର୍ତ୍ତନ କରିବା କଥା କହୁଛି ତ ଆଉ କିଏ ସ୍ପିଲ୍ଟ କ୍ୟାପଟେନ୍ସି ପାଇଁ ରାୟ ଦେଉଛି ।…

ବିସିସିଆଇ ପକ୍ଷରୁ ଘରୋଇ ଶୃଙ୍ଖଳା ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ ।

ବିସିସିଆଇ ପକ୍ଷରୁ ଘରୋଇ ଶୃଙ୍ଖଳା ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ । ଆଗକୁ ଆସୁଥିବା ଘରୋଇ ଶୃଙ୍ଖଳା ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ଏବଂ ତିନୋଟି ଦିନିକିଆ ମୁମ୍ବାଇ, ରାଜକୋଟ, କଲିକତା,…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ରୋହିତ

ଢ଼ାକା: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳି ନ ପାରନ୍ତି । ଦ୍ୱିତୀୟ ଦିନିକିଆ ଅବସରରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ତେବେ ଏହା ସତ୍ୱେ ସେ ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସି ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଅବଶ୍ୟ ଭାରତ ଏହି…

ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଭାରତ ହାରିଲା, ସିରିଜ ହାତେଇଲା ବାଂଲାଦେଶ

ମୀରପୁର: ଆଘାତପ୍ରାପ୍ତ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୫ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ବାଂଲାଦେଶ ଆଗୁଆ ସିରିଜ ଜିତି ନେଇଛି । ଦ୍ୱିତୀୟ ଥର…

ଆନ୍ତର୍ଜାତୀୟ ଫୁଟବଲ କ୍ୟାରିୟରକୁ ଅଲବିଦା କହିଲେ ବେଲଜିୟମ ଷ୍ଟାର ଖେଳାଳି ହାଜାର୍ଡ

ଦୋହା: ଚଳିତ ଫିଫା ବିଶ୍ୱକପରେ ବେଲଜିୟମର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏପରିକି ଦଳ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ବୁଧବାର ଦଳର ଷ୍ଟାର ଖେଳାଳି ଇଡେନ ହାଜାର୍ଡ ମାତ୍ର ୩୧ ବର୍ଷ ବୟସରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଛନ୍ତି । ସେ ୩ଟି ଯାକ ମ୍ୟାଚ ଖେଳିଥିଲେ…

ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ଦୋହା: ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ଆଉ ୨ଟି ପର୍ଯ୍ୟାୟ ପରେ କିଏ ହେବ ଚାମ୍ପିୟନ ତାହା ସ୍ପଷ୍ଟ ହେବ । ପ୍ରି-କ୍ୱାର୍ଟରରେ ସ୍ପେନକୁ ହରାଇ ମରକ୍କୋ ଆଉ ଏକ ନାଟକୀୟ ଫଳାଫଳ ପ୍ରଦାନ କରିଛି । ନେଦରଲାଣ୍ଡ ୩-୧ରେ ଆମେରିକାକୁ, ଆର୍ଜେଂଟିନା ୨-୧ରେ…

ଭାରତ–ବାଂଲାଦେଶ ୨ୟ ଦିନିକିଆ ; ୬୯ ରନରେ ୪ ୱିକେଟ ହରାଇଲା ବାଂଲାଦେଶ

ଭାରତ -ବାଂଲାଦେଶ ଦିତୀୟ ଦିନିକିଆ ମୁକାବିଲା ଆଜି ମିରପୁରର ଶେରଇ ବାଂଲା ଷ୍ଟାଡିୟମରେ ଖେଳା ଯାଉଛି । ବାଂଲା ଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ମିଳିଥିବା ଖବର ଅନୁଯାୟୀ,  ବର୍ତ୍ତମାନ  ସୁଦ୍ଧା ୧୯ ଓଭର ଖେଳ ଶେଷ ହେଇଛି ।  ବାଂଲାଦେଶ  ୪ ୱିକେଟ ହରାଇ ୬୯…

ରାମୋସଙ୍କ ହ୍ୟାଟ୍ରିକ ଗୋଲ, ଫିଫା ବିଶ୍ୱକପ କ୍ୱାର୍ଟରରେ ପର୍ତୁଗାଲ

ଦୋହା: ସୁଇଜରଲାଣ୍ଡକୁ ପ୍ରି-କ୍ୱାର୍ଟରରେ ପରାସ୍ତ କରି ପର୍ତୁଗାଲ ୧୬ ବର୍ଷ ପରେ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟରରେ ପ୍ରବେଶ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚରେ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତୁଗାଲ ୬-୧ ଗୋଲରେ ସୁଇଜରଲାଣ୍ଡକୁ ପରାସ୍ତ…

ରଣଜୀ ଟ୍ରଫିରେ ନିଯୁକ୍ତ ହେବେ ମହିଳା ଅମ୍ପାୟର୍ସ

ମୁମ୍ବାଇ: ବିସିସିଆଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ପୁରୁଷ ଘରୋଇ କ୍ରିକେଟ ରଣଜୀ ଟ୍ରଫିରେ ଏଥର ମହିଳା ଅମ୍ପାୟରଙ୍କୁ ନିଯୁକ୍ତ କରାଯିବ । ବିସିସିଆଇର ଜନୈକ ଅଧିକାରୀ ନାମ ପ୍ରକାଶ ନ କରି ଏହା କହିଛନ୍ତି । ବୃନ୍ଦା ରାଠୀ ଜନନୀ ନାରାୟଣନ ଓ ଗାୟତ୍ରୀ ବେଣୁଗୋପଳନଙ୍କୁ…