Latest Odisha News

BREAKING NEWS

Browsing Category

ଖେଳ

ସଚିନ ସତରେ କଣ ହେବେ ବିସିସିଆଇ ସଭାପତି !

ମୁମ୍ବାଇ: ଭାରତୀୟ କ୍ରିକେଟ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମ୍ପର୍କୀତ ସମସ୍ତ ଖବର ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ନୂଆ ସଭାପତି ଖୋଜୁଛି । ଇତି ମଧ୍ୟରେ ସଚିନଙ୍କୁ ବିସିସିଆଇ ସଭାପତି କରିବାକୁ ଚାହୁଁଛି ବୋଲି ସୋସିଆଲ ମିଡିଆରେ…

ଭାରତ-ପାକିସ୍ତାନ ମ୍ୟାଚ ହେବାକୁ ଦିଅ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ୟୁଏଇ ବିପକ୍ଷରେ ରେକର୍ଡ ବିଜୟ ହାସଲ କରି ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ପୂର୍ବରୁ ଏହି ମ୍ୟାଚକୁ ବାତିଲ କରିବା ନେଇ ଜଣେ ବ୍ୟକ୍ତି ମାମଲା…

ଏସିଆ କପ କ୍ରିକେଟ: ରେକର୍ଡର ଲମ୍ବା ଲାଇନ ଲଗାଇଲା ଟିମ ଇଣ୍ଡିଆ

ଦୁବାଇ: ଏସିଆ କପ ଟି୨୦ କ୍ରିକେଟରେ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ୟୁଏଇ ବିପକ୍ଷ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିବା ସହ ରେକର୍ଡର ଲମ୍ବା ଲାଇନ ଲଗାଇଛି । ୧୩.୧ ଓଭରରେ ୟୁଏଇକୁ ୫୭ ରନରେ ଅଲଆଉଟ କରିବା ପରେ ଭାରତ ୯୩ ବଲ ବାକି…

ସଞ୍ଜୁ ସାମସନ ଖେଳିବା ନେଇ ଏହା କହିଲେ ସୂର୍ଯ୍ୟକୁମାର

ଦୁବାଇ: ସେପ୍ଟମ୍ବର ୧୦ରେ ୟୁଏଇ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ କିପରି ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି । ମଙ୍ଗଳବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସଞ୍ଜୁ ସାମସନ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ ମଜାକିଆ ଢ଼ଙ୍ଗରେ ଉତର…

ଡାକ୍ତରଖାନାରେ ରୋହିତ ଶର୍ମା !

ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ବିପକ୍ଷ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଇତି ମଧ୍ୟରେ ଏକ ଭିଡିଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଏଥିରେ ରୋହିତଙ୍କୁ ବିଳମ୍ବିତ ରାତ୍ରରେ ମୁମ୍ବାଇର ଏକ ପ୍ରତିଷ୍ଠିତ…

ଏସିଆ କପ କ୍ରିକେଟ: ମାନ୍ଦା ରହିଛି ଭାରତ-ପାକିସ୍ତାନ ଟିକେଟ ବିକ୍ରି

ଦୁବାଇ: ଏସିଆ କପ ୨୦୨୫ ମଙ୍ଗଳବାରଠାରୁ ଆରମ୍ଭ ହୋଇଯିବ । ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ରହିବା ସ୍ୱାଭାବିକ । ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ସବୁଠାରୁ ଆଗ ବିକ୍ରି ହୋଇଥାଏ । ଏଥର କିନ୍ତୁ ଏ ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ଟିକେଟ ବିକ୍ରି ହୋଇ ନାହିଁ ।…

Women’s Asia Cup Gongshu 2025: ଭାରତୀୟ ଦଳ ସିଙ୍ଗାପୁରକୁ ୧୨-୦ ପରାସ୍ତ କରି ସୁପର -୪ରେ ମାରିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ସିଙ୍ଗାପୁର ବିପକ୍ଷରେ ୧୨-୦ ଗୋଲରେ ବିଜୟ ହାସଲ କରି ଭାରତୀୟ ମହିଳା ହକି ଦଳ, ଚୀନରେ ଆୟୋଜିତ ମହିଳା ଏସିଆ କପ୍ ୨୦୨୫ (Women’s Asia Cup 2025)ର ସୁପର ୪ରେ ନିଜ ସ୍ଥାନ ପକ୍କା କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପାଇଁ କେବଳ ୨ ଜଣ ଖେଳାଳି ୬ଟି ଗୋଲ ଦେଇଛନ୍ତି । ଦଳର ଷ୍ଟାର…

ଏଥର ବି ବୁମରାହଙ୍କ ବଲରେ ଛକା ମାରିବା ପାକିସ୍ତାନ ଟିମ ପାଇଁ ଚ୍ୟାଲେଞ୍ଜ

ଦୁବାଇ: ଏସିଆ କପ ୨୦୨୫ କ୍ରିକେଟ ଟୁର୍ଣ୍ଣାମେଂଟରେ ଭାରତ ଓ ପାକିସ୍ତାନ ଟିମ ସେପ୍ଟମ୍ବର ୧୪ରେ ସାମ୍ନାସାମ୍ନି ହେବେ । ଏହି ରୋମାଂଚକ ମୁକାବିଲାରେ ପାକିସ୍ତାନ ଟିମ ପାଇଁ ଯଶପ୍ରୀତ ବୁମରାହ ପୂନର୍ବାର ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବେ । ତେବେ ଏହି ଚ୍ୟାଲେଞ୍ଜ କଣ ? ଆନ୍ତର୍ଜାତୀୟ ଟି୨୦ରେ…

ପଞ୍ଜାବ କିଙ୍ଗସ, କୁମ୍ବଲେଙ୍କ ଉପରେ ଏବେ ବି ଗେଲ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଆଇପିଏଲ ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ପଞ୍ଜାବ କିଙ୍ଗସ ମୋତେ ଯେଉଁ ଭଳି ଦୁର୍ବବ୍ୟହାର ଦେଖାଇଛି ତାହା ମୁଁ କେବେ ହେଲେ ଭୁଲିପାରିବି ନାହିଁ । ପରିସ୍ଥିତି ଏପରି ହୋଇଥିଲା ଯେ, ସେ ଅଧାରୁ ଆଇପିଏଲ ଛାଡିବାକୁ…

Hockey Asia Cup 2025: ୮ବର୍ଷ ପରେ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ ;ହାସଲ କଲା ବିଶ୍ବକପ ଟିକେଟ

ନୂଆଦିଲ୍ଲୀ:୪ର୍ଥ ଥର ପାଇଁ ଏସିଆ କପ୍ ( Hero Asia Cup 2025 Final) ଟାଇଟଲ ହାତେଇଲା ଭାରତ । ଫାଇନଲ ଟକ୍କରରେ କୋରିଆ ବିପକ୍ଷରେ ୪-୧ ଗୋଲରେ ବିଜୟ ହାସଲ କରି ଏସିଆ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ସମଗ୍ର ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ ହାରି ଏହି ଟାଇଟଲ୍ ନିଜ…