Latest Odisha News

BREAKING NEWS

Browsing Category

ଖେଳ

ସଚିନ୍‌ଙ୍କ ସନ୍ୟାସ ପଛର ଅସଲ ରହସ୍ୟ !

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର କ’ଣ ମଜବୁରିରେ କ୍ରିକେଟକୁ ବାଏ ବାଏ କହିଥିଲେ ? ବିସିସିଆଇର କେଉଁ ଗୋଟିଏ କଥା ମାଷ୍ଟର ବ୍ଲାଷ୍ଟରଙ୍କ ହୋସ୍ ଉଡାଇ ଦେଇଥିଲା ? ୧୩ ବର୍ଷ ପରେ ସାମ୍ନାକୁ ଆସିଛି ଏକ ଏମିତି ସତ୍ୟ, ଯାହା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି…

ଅଭିଷେକ ହୋଇ ପାରନ୍ତି ସନରାଇଜର୍ସ ହାଇଦ୍ରାବାଦାର ଅଧିନାୟକ

ହାଇଦ୍ରାବାଦ: ଆଇପିଏଲ ୨୦୨୬ ସିଜନରେ ଅଭିଷେକ ଶର୍ମାଙ୍କୁ ବଡ ଦାୟିତ୍ୱ ମିଳିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଦଳର ଅଧିନାୟକ ଦାୟିତ୍ୱ ପ୍ୟାଟ କୁମିନ୍ସଙ୍କ ହାତରେ ଥିଲା । ପିଠି ସମସ୍ୟା ଯୋଗୁ ସେ ଏବେ ମେଡିକାଲ ଟିମଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ଅଛନ୍ତି । ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ…

ପାକିସ୍ତାନ ବିପକ୍ଷରେ ବାଂଲାଦେଶର ସିରିଜ ବିଜୟ, ଅଡୁଆରେ ପଡିଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଦିିନିକିଆ ବିଶ୍ୱକପ ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ବିଶ୍ୱକପରେ କେଉଁ କେଉଁ ଟିମ ଖେଳିବେ ତାହା ଧୀରେ ଧୀରେ ସ୍ପଷ୍ଟ ହେଉଛି । ପାକିସ୍ତାନ ବିପକ୍ଷରେ ବାଂଲାଦେଶ ସିରିଜ ବିଜୟୀ ହେବା ଏବେ ୱେଷ୍ଟଇଣ୍ଡିଜକୁ ଅଡୁଆରେ ପକାଇଛି । ସିଧାସଳଖ ଏଂଟ୍ରି ପାଇଁ ୱେଷ୍ଟଇଣ୍ଡିଜ ଓ…

କୋହଲି ବାଛିଲେ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆରସିବି ଏକାଦଶ

ବେଙ୍ଗାଲୁର: ଭାରତର ମହାନ ଖେଳାଳି ବିରାଟ କୋହଲି ଆଇପିଏଲ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମ ସହିତ ରହିଛନ୍ତି । ସେ ସମ୍ପୂର୍ଣ୍ଣ କ୍ୟାରିୟର ଗୋଟିଏ ଫ୍ରାଂଚାଇଜ ପକ୍ଷରୁ ଖେଳିଛନ୍ତି । ଦୀର୍ଘ ଦିନର ଅପେକ୍ଷା ପରେ ଆରସିବି ଗତ ସଂସ୍କରଣରେ ଚାମ୍ପିୟନ ହୋଇଥିଲା । ଏଥର ଟାଇଟଲ ବଜାୟ…

ଦିନିକିଆ କ୍ରିକେଟକୁ ବାଇ ବାଇ କରିଦେବେ କି ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ୨୦୨୬ର ଟାଇଟଲ ହାସଲ କରିଛି । ସୂର୍ଯ୍ୟକୁମାର ଜଣେ ପ୍ରତିଭାବାନ ଖେଳାଳି ହେଲେ ମଧ୍ୟ ଦିନିକିଆ ଓ ଟେଷ୍ଟରେ ତାଙ୍କ ପ୍ରଭାବ ଦେଖାଇ ପାରି ନାହାନ୍ତି । ଏବେ ଏକ ସାକ୍ଷାତକାରରେ ସୂର୍ଯ୍ୟକୁମାର ଦିନିକିଆ କ୍ରିକେଟ ମୋ…

ଗମ୍ଭୀର କହିଲେ ମଣିଷ ମାନେ ଭୁଲ ରହିବ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଟାଇଟଲ ଭାରତ ହାସଲ କରିବା ପରେ ଏବେ କୋଚ ଗୌତମ ଗମ୍ଭୀର ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଏବେ ଏକ ସାକ୍ଷାତକାରରେ ସେ କିନ୍ତୁ ସ୍ୱୀକାର କରିଛନ୍ତି ମୋର କେତେକ ଭୁଲ ହୋଇଛି । ମଣିଷ ମାତ୍ରକେ ଭୁଲ ରହିବ । କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ମୁଁ ଏହି ଭୁଲ…

ଅନାୟା ବାଙ୍ଗରଙ୍କ ହେଲା ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ

ନୂଆଦିଲ୍ଲୀ: ଭାରତର ପୂର୍ବ କ୍ରିକେଟର ଓ କୋଚ ସଞ୍ଜୟ ବାଙ୍ଗରଙ୍କ ସନ୍ତାନ ଅନାୟା ବାଙ୍ଗରଙ୍କ ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ ସଫଳତାର ସହ ଶେଷ ହୋଇଛି । ଅନାୟା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି । ସେ ଦୀର୍ଘଦିନ ହେବ…

ମହିଳା ସିିନିୟର ଆନ୍ତଃଜୋନ ଟ୍ରଫି କ୍ରିକେଟ: ପୂର୍ବାଂଚଳ ଦଳରେ ୪ ଓଡିଆ

ଭୁବନେଶ୍ୱର: ମହିଳା ସିନିୟର ଆନ୍ତଃଜୋନ ମଲ୍ଟି ଡେ ଟ୍ରଫି କ୍ରିକେଟ ପାଇଁ ପୂର୍ବାଂଚଳ ଦଳର ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡିଶାର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ମାଧୁରୀ ମେହେଟ୍ଟା, ସରିତା ମେହେର, ସୁଶ୍ରୀ ଦିବ୍ୟଦର୍ଶନୀ ଓ ରୀମା ଲକ୍ଷ୍ମୀ ଏକ୍କା । ନିକଟରେ ମହିଳା…

Hockey Women’s World Cup Qualifiers:ଭାରତୀୟ ମହିଳା ଦଳ ହେଲେ ରନର୍ସ-ଅପ୍ ; ହକି ବିଶ୍ୱକପରେ ସ୍ଥାନ କଲେ ପକ୍କା

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ତେଲେଙ୍ଗାନାର ହାଇଦ୍ରାବାଦରେ ଅନୁଷ୍ଠିତ FIH ହକି ବିଶ୍ୱକପ୍ 2026 କ୍ୱାଲିଫାୟର୍ସ(FIH Hockey Women’s World Cup 2026 Qualifiers)ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଶନିବାର ଫାଇନାଲରେ ଇଂଲଣ୍ଡଠାରୁ ୦-୨ ଗୋଲରେ ହାରିବା ସତ୍ତ୍ୱେ, ଭାରତୀୟ…

ଆଇପିଏଲ ପୂର୍ବରୁ ଆରସିବିର ଏହି ବୋଲର ଚୂପଚାପ କଲେ ବିବାହ

ବେଙ୍ଗାଲୁର: ଆଇପିଏଲ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ । ତେବେ ଏହା ମଧ୍ୟରେ ଆରସିବିର ପେସ ବୋଲର ୟଶ ଦୟାଲ ଚୂପଚାପ ବିବାହ କରିଛନ୍ତି । ସୂଚନାଯୋଗ୍ୟ, ୟଶଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯ୍ୟାତନା…