Latest Odisha News

BREAKING NEWS

Browsing Category

ଖେଳ

ବିସିସିଆଇ ନିକଟରେ ଅଭିଯୋଗ କଲା ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ ଫ୍ରଂଚାଇଜ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଅପମାନିତ କରାଯାଇଥିବା ନେଇ ବିସିସିଆଇ ନିକଟରେ ଅଭିଯୋଗ କରିଛି । ଆରସିବି ବିପକ୍ଷ ମ୍ୟାଚରେ ଏହି ଘଟଣା ଘଟିଥିବା ଫ୍ରାଂଚାଇଜରଙ୍କ ପକ୍ଷରୁ କୁହାଯାଇଛି । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ ଅବସରରେ ଷ୍ଟାଡିୟମରେ…

ଡାକ୍ତରଖାନା ପାଲଟି ଗଲାଣି କି ନ୍ୟାଶନାଲ କ୍ରିକେଟ ଏକାଡେମୀ !

ନୂଆଦିଲ୍ଲୀ: ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)କୁ ନେଇ ଭାରତର ପୂର୍ବତନ ଖେଳାଳି ବଡ କଥା କହିଛନ୍ତି । ଏକଦା ଏନସିଏ ଛାତ ତଳେ ଟ୍ରେନିଂ ସେଂଟର, କୋଚିଂ କୋର୍ସ, ଫିଟନେସ ଆସେଟମେଂଟ, ରିହ୍ୟାବିଲିଟେଶନ ଓ ଇଞ୍ଜୁରୀ ମ୍ୟାନେଜମେଂଟ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏବେ ଏହା ଏକ ଖେଳାଳିଙ୍କ…

ନାଡା ଟେଷ୍ଟିଂ ପୁଲରେ ସାମିଲ ହେଲେ ଅକ୍ଷର, ଅଭିଷେକ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି (ନାଡା) ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଓ ଅକ୍ଷର ପଟେଲଙ୍କୁ ରେଜିଷ୍ଟର୍ଡ ଟେଷ୍ଟିଂ ପୁଲରେ ସାମିଲ କରିଛି । ଆରଟିପିରେ ୩୪୮ ଖେଳାଳିଙ୍କୁ ନୂତନ ତାଲିକାରେ ସାମିଲ କରାଯାଇଛି । ଶ୍ରେୟାଶ ଆୟାର ଏବଂ ମହିଳା କ୍ରିକେଟର ସ୍ମୃତି ମାନ୍ଧାନାଙ୍କୁ…

ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କ ଖେଳିବା ନେଇ ରହିଛି ସସ୍ପେନ୍ସ

ଚେନ୍ନାଇ: ଆଘାତ ସମସ୍ୟା ଯୋଗୁ ମହେନ୍ଦ୍ର ସିଂ ଧୋନୀ ଆଇପିଏଲର ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି । ତାଙ୍କ ଅନୁପସ୍ଥିତିରେ ଚେନ୍ନାଇ ୫ ମ୍ୟାଚ ଖେଳି ୨ରେ ବିଜୟ ହାସଲ କରିଛି । କ୍ରମାଗତ ପରାଜୟ ପରେ ଏବେ ଚେନ୍ନାଇ ଫର୍ମକୁ ଫେରିଛି । ଚେନ୍ନାଇ ତାର ପରବର୍ତୀ…

ଅଲିମ୍ପିକ୍ସ ଆଉ ବିଶ୍ୱବିଜେତା ବ୍ୟାଡମିଂଟନ ଖେଳାଳିଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ବିଶ୍ୱର ମହାନ ବ୍ୟାଡମିଂଟନ ଖେଳାଳି ଡେନମାର୍କର ଭିକ୍ଟର ଆକ୍ସେଲସେନ ଅବସର ଘୋଷଣା କରିଛନ୍ତି । ୨ ଥର ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନ ହୋଇଥିବା ଏହି ଖେଳାଳିଙ୍କୁ ଆଉ କୋର୍ଟରେ ଦେଖିବାକୁ ମିଳିବ ନାହିଁ । ମାତ୍ର ୩୨ ବର୍ଷ ବୟସରେ ପ୍ରାୟ ସମସ୍ତ ଉପଲବ୍ଧି ହାସଲ କରିବା ପରେ ଆଘାତ…

ପ୍ରଫୁଲ୍ଲ ହିଙ୍ଗ; ଆଇପିଏଲ ଡେବ୍ୟୁ ମ୍ୟାଚରେ ରଚିଲେ ଇତିହାସ…

ହାଇଦ୍ରାବାଦ: ଆଇପିଏଲ ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ ପ୍ରଫୁଲ୍ଲ ହିଙ୍ଗ। କେବଳ ୨୪ ବର୍ଷୀୟ ପେସର ପ୍ରଫୁଲ୍ଲ ପ୍ରକାଶ ହିଙ୍ଗଙ୍କୁ ରାଜସ୍ଥାନ ବିପକ୍ଷରେ ହାଇଦ୍ରାବାଦ ସୁଯୋଗ ଦେଇନଥିଲା ବରଂ ତାଙ୍କ ଉପରେ ଆଶା ମଧ୍ୟ ଦେଖାଇଥିଲେ। ଏଥିସହିତ ଅଧିନାୟକ ଇଶାନ କିଶାନ ତାଙ୍କୁ ପ୍ରଥମ ଓଭର ମଧ୍ୟ…

୧୮ ନମ୍ବର ଜର୍ସି କାହିଁକି ପିନ୍ଧନ୍ତି ସାକିବ ହୁସେନ

ନୂଆଦିଲ୍ଲୀ: ପୂର୍ବ ସଂସ୍କରଣଗୁଡିକ ପରି ଏଥର ମଧ୍ୟ ଆଇପିଏଲରେ ଛୋଟ ସହରର ଖେଳାଳିମାନେ ଛାପ ଛାଡିବାରେ ସଫଳ ହେଉଛନ୍ତି । ସନରାଇଜର୍ସ ହାଇଦ୍ରାବାଦର ଯୁବ ପେସ ବୋଲର ସାକିବ ହୁସେନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ସେ ୪ ଓଭରରେ ୨୪ ରନ ଦେଇ ୪ଟି ୱିକେଟ ନେଇଥିଲେ । ମ୍ୟାଚ…

ପ୍ରଥମ ଥର ପାଇଁ ଧୋନୀଙ୍କ ସହ ଘଟିଲା ଏହି ଘଟଣା

ଚେନ୍ନାଇ: ଚଳିତ ଆଇପିଏଲରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି । ଚେନ୍ନାଇର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀ କ୍ରମାଗତ ୫ମ ମ୍ୟାଚରେ ଆଘାତ ସମସ୍ୟା ଯୋଗୁ ଖେଳି ନାହାନ୍ତି । ଆଇପିଏଲରେ ଧୋନୀଙ୍କ ସହ ଏ ଭଳି ଘଟଣା ପ୍ରଥମ ଥର…

ଅଷ୍ଟ୍ରେଲିଆରେ ଖେଳାଯିବ କି ଆଇପିଏଲର ପରବର୍ତୀ ସଂସ୍କରଣ

ନୂଆଦିଲ୍ଲୀ: ଆଇପିଏଲର ୧୯ତମ ସଂସ୍କରଣର ରୋମାଂଚ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ସାଉଥ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏଶନ ଆଇପିଏଲକୁ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଆଡିଲେଡ ଓଭାଲର ଚେୟାରମ୍ୟାନ ଜେମୀ ବ୍ରିଗେନ୍ସ ଓ ଏସଏସିଏ ଭାରତୀୟ ବୋର୍ଡ ସହିତ ଯୋଗାଯୋଗ…

ଅସ୍ତ ହୋଇଯିବେ କି ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲେ ମଧ୍ୟ ଏବେ ତାଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ବିଶ୍ୱକପରେ ମଧ୍ୟ ତାଙ୍କ ପ୍ରଦର୍ଶନ ଏତେଟା ପ୍ରଶଂସନୀୟ ରହିଥିଲା । ଏବେ ଚଳିତ ଆଇପିଏଲରେ ମଧ୍ୟ ତାଙ୍କ ବ୍ୟାଟ ନୀରବ ରହିଛି । ସୂର୍ଯ୍ୟକୁମାରଙ୍କ…