Latest Odisha News

BREAKING NEWS

Browsing Category

ଖେଳ

ବ୍ରୁକଙ୍କ ଶତକ ବଳରେ ସେମିକୁ ଉନ୍ନୀତ ହେଲା ଇଂଲଣ୍ଡ

କାଣ୍ଡି: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ସୁପର ଏଇଟ ମୁକାବିଲାରେ ଇଂଲଣ୍ଡ ୨ ୱିକେଟରେ ପାକିସ୍ତାନକୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ହ୍ୟାରୀ ବ୍ରୁକଙ୍କ ଆକର୍ଷଣୀୟ ଶତକ ଯୋଗୁ ପାକିସ୍ତାନ ହାତରୁ ଇଂଲଣ୍ଡ ମ୍ୟାଚ ଛଡେଇ ଆଣିଥିଲା । ଅପରପକ୍ଷରେ ସେମିଫାଇନାଲରେ ପ୍ରବେଶ…

ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ରିଙ୍କୁ ସିଂ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ମଙ୍ଗଳବାର ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଘରକୁ ଫେରିଛନ୍ତି । ତାଙ୍କ ପିତା ଖାନଚାନ୍ଦ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିବାରୁ ସେ ସ୍ୱଦେଶ ଫେରି…

ଆନ୍ତର୍ଜାତୀୟ ଟି୨୦ରେ ଜିମ୍ବାୱେ ବିପକ୍ଷରେ ଭାରତ ପଲା ଭାରୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସୁପର ଏଇଟର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଛି । ଦ୍ୱିତୀୟ ମ୍ୟାଚରେ ଜିମ୍ବାୱେକୁ ଭେଟିବ ଭାରତ । ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ରନରେଟ…

ମହିଳା ଟି୨୦ ବିଶ୍ୱକପ ୨୦୨୬: ଘୋଷଣା ହେଲା କାର୍ଯ୍ୟସୂଚୀ, ଏହି ଦିନ ହେବ ଭାରତ-ପାକ ମୁକାବିଲା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ମଙ୍ଗଳବାର ମହିଳା ଟି୨୦ ବିଶ୍ୱକପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରିଛି । ୧୨ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ଏହା ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ ।…

ଟି୨୦ ବିଶ୍ୱକପ: ସବୁ ସଂଯୋଗ ୨୦୦୭ ସହ ମିଶୁଛି, ଭାରତ ହୋଇପାରେ ଚାମ୍ପିୟନ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଭାରତ ସଂଘର୍ଷ କରୁଛି । ସୁପର ଏଇଟରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିବା ଭାରତକୁ ଅସୁବିଧା ପକାଇଛି । ତଥାପି ପ୍ରଶଂସକ ଟିମ ଇଣ୍ଡିଆ ଚାମ୍ପିୟନ ହେବ ବୋଲି ଆଶା ରଖିଛନ୍ତି । ଇତି ମଧ୍ୟରେ ଏ ଭଳି ଏକ ସଂଯୋଗ ସୃଷ୍ଟି ହୋଇଛି…

ଟି୨୦ ବିଶ୍ୱକପ : ସେମିଫାଇନାଲ ପ୍ରବେଶ ପାଇଁ ଭାରତର ରାସ୍ତା ହେଲା କଠିନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସେମି ଫାଇନାଲ ପ୍ରବେଶ ପାଇଁ ଭାରତର ରାସ୍ତା କଠିନ ହୋଇଛି । ସୁପର ଏଇଟରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ସେମାନଙ୍କ ମ୍ୟାଚ ବୃହତ ବ୍ୟବଧାନରେ ଜିତି ରନରେଟକୁ ମଜଭୁତ କରିଛି । ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ଏବଂ ୱେଷ୍ଟଇଣ୍ଡିଜଠାରୁ ଜିମ୍ବାୱେ ପରାଜିତ…

Mohammad Amir: ସତ ହେବ କି ମହମ୍ମଦ ଅମୀରଙ୍କ ଭବିଷ୍ୟବାଣୀ ?

ନୂଆଦିଲ୍ଲୀ: ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ସୁପର-୮ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ପରାସ୍ତ ହୋଇଛି ଆୟୋଜକ ଭାରତ । ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରେ ଆଇସିସିର କୌଣସି ଧଳା ବଲ୍ ଟୁର୍ଣ୍ଣାମେଣ୍ଟରେ ଏହା ଭାରତର ପ୍ରଥମ ପରାଜୟ । ଏହି ପରାଜୟ ପରେ…

ଟି୨୦ ବିଶ୍ୱକପ: ବାହାରିବେ ଖରାପ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ସୁପର ଏଇଟରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ଶୋଚନୀୟ ଭାବେ ପରାଜିତ ହେବାକୁ ପ୍ରଶଂସକ ଏବଂ ମ୍ୟାନେଜମେଂଟ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ରିପୋର୍ଟ ମୁତାବକ ଟିମ ମ୍ୟାନେଜମେଂଟ ଖରାପ ଫର୍ମରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦେଇପାରେ । କୋଚ…

ଟି୨୦ ବିଶ୍ୱକପ ୨୦୨୬: ଶୂନରେ ଆଉଟ ହେବାରେ ଭାରତୀୟ ବ୍ୟାଟ୍ସମ୍ୟାନ ଆଗରେ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଭାରତୀୟ ଟିମ ଏକ ଅଲୋଡା ପ୍ରଦର୍ଶନ ଜାରୀ ରଖି ଆଗରେ ରହିଛନ୍ତି । ସୁପର ଏଇଟର ପ୍ରଥମ ମ୍ୟାଚ ହାରିବା ପରେ ପ୍ରଶଂସକମାନେ ଟିମ ଇଣ୍ଡିଆର ପ୍ରଦର୍ଶନ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଭାରତୀୟ ଦଳର ବ୍ୟାଟ୍ସମ୍ୟାନମାନେ ଚଳିତ ସଂସ୍କରଣରେ ସର୍ବାଧିକ ଥର ଶୂନରେ…

ଅଭିଷେକଙ୍କ ସମ୍ପର୍କରେ ବଡ କଥା ଲୁଚାଇଥିଲା ଟିମ ଇଣ୍ଡିଆ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସୁପର ଏଇଟରେ ଭାରତ ନୈରାଶ୍ୟଜନକ ଭାବେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି । ଟପ ଅର୍ଡରର ବିଫଳତା ଟିମ ଇଣ୍ଡିଆର ପରାଜୟର କାରଣ ଭାବେ ବିବେଚନା କରାଯାଇଛି । ଇତି ମଧ୍ୟରେ ଓପନର ଅଭିଷେକ ଶର୍ମାଙ୍କ ସମ୍ପର୍କରେ ଟିମ ଇଣ୍ଡିଆ ଏକ ବଡ କଥା ଲୁଚାଇ ରଖିଥିଲା ବୋଲି ଖବର…