Latest Odisha News

BREAKING NEWS

Browsing Category

ଖେଳ

ଚାଇନା ମାଷ୍ଟର୍ସ ୨୦୨୬: ସାତ୍ତ୍ୱିକ-ଚିରାଗଙ୍କ ଐତିହାସିକ ସଫଳତା, ପ୍ରଥମ ଥର ଜିତିଲେ ଟାଇଟଲ୍

ସେନ୍‌ଜେନ୍ (ଚୀନ୍): ଭାରତର ତାରକା ବ୍ୟାଡମିଣ୍ଟନ୍ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ଚାଇନା ମାଷ୍ଟର୍ସ ସୁପର ୭୫୦ ଟୁର୍ନାମେଣ୍ଟରେ ଇତିହାସ ରଚିଛନ୍ତି । ଚୀନ୍‌ର ସେନ୍‌ଜେନ୍‌ଠାରେ ଖେଳାଯାଇଥିବା ପୁରୁଷ ଡବଲ୍ସ ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ଘରୋଇ ଚୀନ୍ ଯୋଡ଼ି…

କୁକୁରକୁ ଦେଇଥିବା କଥା ରଖିଲେ ଆଥଲେଟ୍: ୫୧୧ କିଲୋ ଓଜନ ଟେକି ରଚିଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ମଣିଷ ନିଜର ପ୍ରତିଶ୍ରୁତି ପୂରଣ କରିବା ପାଇଁ  ନାନାଦି ଉଦ୍ୟମ କରିଥାନ୍ତି । କିନ୍ତୁ ନିଜର ମୃତ ପାଳିତ କୁକୁରକୁ ଦେଇଥିବା କଥା ରଖିବା ପାଇଁ ଜଣେ ଯୁବକ ବିଶ୍ୱ ରେକର୍ଡ ଭାଙ୍ଗିବା ଘଟଣା ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମେକ୍ସିକୋର ୨୬ ବର୍ଷୀୟ ଆଥଲେଟ୍ ରାଉଲ୍…

ଜୁନିୟର ଏସିଆ କପ ହକି : ମାଲେସିଆକୁ ୧୧-୧ ଗୋଲରେ ହରାଇଲା ଭାରତ

ମୋଚି (ଚୀନ୍): ଚୀନ୍‌ର ମୋଚିଠାରେ ଆୟୋଜିତ  ଜୁନିୟର ଏସିଆ କପ ୨୦୨୬ରେ ଭାରତୀୟ ଜୁନିୟର ମହିଳା ହକି ଦଳ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ରବିବାର ଖେଳାଯାଇଥିବା ଏଲାଇଟ୍ ପୁଲ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ମାଲେସିଆକୁ ୧୧-୧ ଗୋଲ୍‌ର ବୃହତ ବ୍ୟବଧାନରେ ପରାସ୍ତ କରି କ୍ରମାଗତ…

ଖେଳାଳିଙ୍କୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡର କଡ଼ା କାର୍ଯ୍ୟାନୁଷ୍ଠାନ: କ୍ରିକେଟରଙ୍କ ମୋବାଇଲ୍ ଫୋନ୍ ଜବତ କଲା PCB

ଲାହୋର: ଆନ୍ତର୍ଜାତୀୟ କ୍ରିକେଟ୍ ଜଗତରେ ପାକିସ୍ତାନ କ୍ରିକେଟ୍ ଟିମ୍ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି । ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଦଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା କ୍ରିକେଟ୍ କରିଡରରେ ଆଶ୍ଚର୍ଯ୍ୟ…

ମହିଳା ଏସିଆ କପ୍ ୨୦୨୬: ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ଏସିଆ କପ୍ ୨୦୨୬ ରେ ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ଦଳର ଏକତରଫା ତଥା ଐତିହାସିକ ବିଜୟ । ଦୁବାଇଠାରେ ଖେଳାଯାଇଥିବା ଏହି ଗ୍ରୁପ୍-ଏ ମୁକାବିଲାରେ ଭାରତୀୟ ଦଳ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରି ଏସିଆ କପ୍‌ରେ ନିଜର ଦବଦବା…

ଏସିଆନ ଗେମ୍ସ: ୩ ନେଟ୍ ବୋଲରଙ୍କ ପାଇଁ ଲକ୍ଷ୍ମଣଙ୍କ ଅନୁରୋଧ

ନୂଆଦିଲ୍ଲୀ: ୨୦୨୬ ଏସିଆନ ଗେମ୍ସ ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ଥିବା ଭିଭିଏସ୍ ଲକ୍ଷ୍ମଣ ଅଭ୍ୟାସ ସେସନ୍ ପାଇଁ ଅତିରିକ୍ତ ନେଟ୍ ବୋଲରଙ୍କୁ ଜାପାନ ପଠାଇବାକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ…

ସ୍ମୃତି ରଚିଲେ ଇତିହାସ: ମିତାଲିଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ବର୧ ରନ ସ୍କୋରର

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ଓପନର ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଭାବେ ଏକ ନୂତନ ବିଶ୍ୱ ରେକର୍ଡ ଗଢ଼ିଛନ୍ତି । ଗୁରୁବାର ଏସିଆ କପ୍ ୨୦୨୬ର ହଂକଂ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ଶତକୀୟ ଇନିଂସ ଖେଳି ସେ ଭାରତର…

ରୋହିତଙ୍କ ଖେଳିବା ରହସ୍ୟ ଉପରୁ ଉଠିଲା ପରଦା

ମୁମ୍ବାଇ: ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଶେଷ ହେବା ପରେ ଭାରତୀୟ ଦିନିକିଆ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି  । ବୋର୍ଡ ସମ୍ପାଦକ ଦେବଜୀତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ରୋହିତଙ୍କ…

ଏସୀୟ କ୍ରୀଡ଼ା: ପୁରୁଷ ଟିମ୍ କୋଚ୍ ଦାୟିତ୍ୱରେ ଲକ୍ଷ୍ମଣ, ସିନିୟର ଦଳ ସହ ରହିବେ ଗମ୍ଭୀର

ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେବାକୁ ଥିବା ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣ ଦାୟିତ୍ୱ ତୁଲାଇବେ । କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୋଚିଂ ଷ୍ଟାଫ୍‌ଙ୍କ ଅନୁମୋଦିତ…

ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେନି ଏମଏସ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ଚେନ୍ନାଇ ସୁପର କିଙ୍ଗସର ଖେଳାଳି ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିବାକୁ ଚାହୁଁନାହାଁନ୍ତି । ଯଦି ସେ ଆଗାମୀ ସିଜନରେ ଖେଳନ୍ତି, ତେବେ ଜଣେ ଫୁଲଟାଇମ୍ ୱିକେଟକିପର ଭାବେ ସମ୍ପୂର୍ଣ୍ଣ ୨୦ ଓଭର ପଡ଼ିଆରେ…