Latest Odisha News

BREAKING NEWS

Browsing Category

ଖେଳ

ଆଇଏସଏସଏଫ ବିଶ୍ୱକପ : ଭାରତୀୟ ଟିମରେ ଓଡିଶାର କଶିକା ପ୍ରଧାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଶୁଟର କଶିକା ପ୍ରଧାନଙ୍କ ନିକଟରେ ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆଇଏସଏସଏଫ ବିଶ୍ୱକପ ରାଇଫଲ/ପିସ୍ତଲରେ କଶିକାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ସେପ୍ଟେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ…

ଶୁଭମନ, ଅଭିଷେକଙ୍କୁ ଗଲ୍ଫ ଖେଳିବାକୁ କହିଲେ ଯୁବରାଜ

ନୂଆଦିଲ୍ଲୀ: ଭାରତକୁ ୨ ଥର ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଯୁବରାଜ ସିଂ ଏବେ ତାଙ୍କ ଶିଷ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶୁଭମନ ଗିଲ ଓ ଅଭିଷେକ ଶର୍ମାଙ୍କୁ ସେ ଗଲ୍ଫ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି । କିଛି ଦିନ ତଳେ ଭାରତର ପୂର୍ବତନ ଅଧିନାୟକ କପିଳ…

ଶ୍ରୀନିବାସନ ହେଲେ ଚେନ୍ନାଇ ସୁପର କିଙ୍ଗସ ଚେୟାରମ୍ୟାନ, ଧୋନୀଙ୍କ ଚାହିଦା ବଢ଼ିବ ନାଁ କମିବ

ଚେନ୍ନାଇ: ଆଇପିଏଲରେ ଏବେ କେତୋଟି ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଗୁରୁବାର ଚେନ୍ନାଇ ସୁପର କିଙ୍ଗସ ଏନ.ଶ୍ରୀନିବାସନଙ୍କୁ ପୂନର୍ବାର ଚେୟାରମ୍ୟାନ ନିଯୁକ୍ତ କରିଛି । ଶ୍ରୀନିବାସନଙ୍କ ଉପସ୍ଥିତି ମହେନ୍ଦ୍ର ସିଂ ଧୋନୀଙ୍କ ଚାହିଦା ବୃଦ୍ଧି କରିବ କି…

ଆନ୍ତର୍ଜାତୀୟ କ୍ରିକେଟରୁ ଅମିତ ମିଶ୍ରଙ୍କ ଅବସର

ନୂଆଦିଲ୍ଲୀ: ଭାରତର ଲେଗ ସ୍ପିନର ଅମିତ ମିଶ୍ର ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୭ରେ ସେ ଇଂଲଣ୍ଡ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୪୨ ବର୍ଷୀୟ ଅମିତ ୨୦୦୩ରେ ବାଂଲାଦେଶ ବିପକ୍ଷରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୨୨…

ED Summon Shikhar Dhawan: ବଢିଲା ଶିଖର ଧୱନଙ୍କ ସମସ୍ୟା: ଏହି ମାମଲାରେ ପଚରାଉଚରା ପାଇଁ ସମନ କଲା ଇଡି

ନୂଆଦିଲ୍ଲୀ: ବଢିଲା ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ସମସ୍ୟା। ଦିଲ୍ଲୀ ଇଡି ଅଫିସ୍‌ରେ ପହଞ୍ଚିଲେ କ୍ରିକେଟର ଶିଖର ଧୱନ। ବେଆଇନ୍ ବେଟିଂ ଆପ୍ ମାମଲାରେ ଜେରା କରିବ ଇଡି। ପୂର୍ବରୁ ସୁରେଶ ରୈନାଙ୍କୁ ଜେରା କରିଥିଲା ଇଡି। ସୂଚନା ଅନୁଯାୟୀ, ଏଜେନ୍ସି ଅନଲାଇନ୍ ବେଟିଂ…

ଏସିଆ କପ ହକି: ସୁପର ଫୋରରେ ଭାରତ-କୋରିଆ ମ୍ୟାଚ ଡ୍ର

ରାଜଗୀର: ବିହାରର ରାଜଗୀରରେ ଚାଲିଥିବା ଏସିଆ କପ ହକିରେ ବୁଧବାର ଭାରତ ଓ କୋରିଆ ମଧ୍ୟରେ ସୁପର ଫୋରର ଏକ ରୋମାଂଚକ ମୁକାବିଲା ଡ୍ରରେ ଶେଷ ହୋଇଛି । ଶେଷ କ୍ୱାର୍ଟରରେ ଭାରତ ଗୋଲ ସ୍କୋର କରିବା ଯୋଗୁ ମ୍ୟାଚ ୨-୨ରେ ଡ୍ର ରହିଥିଲା । ହାର୍ଦ୍ଦିକ ସିଂଙ୍କ ଚମତ୍କାର ଗୋଲ ସହାୟତାରେ ଭାରତ…

ଇରଫାନଙ୍କ ବୟାନ ପରେ ସୋସିଆଲ ମିଡିଆରେ ଧୋନୀଙ୍କ ହୁକ୍କା ମୀମ୍ସର ଝଡ

ନୂଆଦିଲ୍ଲୀ: ନିକଟରେ ଇରଫାନ ପଠାନଙ୍କ ଏକ ପୁରୂଣା ବୟାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ୨୦୨୦ରେ ଧୋନୀ ଏକ ସାକ୍ଷାତକାରରେ କହିଥିଲେ ମୁଁ ଏଠାକୁ ଖେଳିବାକୁ ଆସିଛି । ମହେନ୍ଦ୍ର ସିଂ ଧୋନୀଙ୍କ ରୁମକୁ ଯାଇ ତାଙ୍କ ପାଇଁ ହୁକ୍କା ପ୍ରସ୍ତୁତ କରିବା ମୋ କାମ ନୁହେଁ । ପଠାନ…

ଏସିଆ କପ କ୍ରିକେଟ: ବିଶ୍ୱରେକର୍ଡ ପାଇଁ ସୂର୍ଯ୍ୟକୁମାରଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଏସିଆ କପ ଟି୨୦ କ୍ରିକେଟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନିକଟରେ ବିଶ୍ୱରେକର୍ଡ କରିବା ପାଇଁ ରହିଛି ସୁଯୋଗ । ସୂର୍ଯ୍ୟକୁମାର ଆନ୍ତର୍ଜାତୀୟ ଟି୨୦ରେ ୪ଟି ଶତକ ହାସଲ କରିଛନ୍ତି । ଯଦି ଏସିଆ କପରେ ସେ ୨ଟି ଶତକ ହାସଲ କରିବେ ତେବେ ସର୍ବାଧିକ ଶତକ ହାସଲକାରୀ…

ଭାରତୀୟ ଅଲିମ୍ପିକ ସଂଘକୁ ଫଣ୍ଡ ଦେବା ଆରମ୍ଭ କଲା ଆଇଓସି

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ବିବାଦ ଓ ପ୍ରଶାସନିକ ହସ୍ତକ୍ଷେପ ସମସ୍ୟାକୁ ସମାଧାନ କରିଥିବାରୁ ଭାରତୀୟ ଅଲିମ୍ପିକ ସଂଘକୁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଫଣ୍ଡ ଦେବା ଆରମ୍ଭ କରିଛି । ବର୍ଷକ ତଳେ ପାଖାପାଖି ୧୫ କୋଟି ଟଙ୍କାର ବାର୍ଷିତ ଅନୁଦାନ ଆଇଓସି ପକ୍ଷରୁ ରୋକା ଯାଇଥିଲା । ଆଇଓଏ…

ରୋହିତଙ୍କ ବ୍ରୋଙ୍କୋ ଟେଷ୍ଟ ହୋଇ ନ ଥିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଗତ ସପ୍ତାହରେ ରୋହିତ ବେଙ୍ଗାଲୁରରେ ଥିବା ବିସିସିଆଇର ସେଂଟର ଅଫ ଏକ୍ସଲେନ୍ସରେ ୟୋ ୟୋ ଫିଟନେସ ଟେଷ୍ଟ ପାସ କରିଛନ୍ତି । ଏଥିସହ ସେ…