Latest Odisha News

BREAKING NEWS

Browsing Category

ଖେଳ

ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ସମ୍ବର୍ଦ୍ଧନା

ପୁରୀ:  ଗୋଆ ଠାରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାର ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ବିଜୟୀ ହୋଇଛନ୍ତି ।  ରାଜ୍ୟ ସରକାର ସମସ୍ତ ଖେଳାଳୀଙ୍କୁ ୩ ଲକ୍ଷ…

ଷ୍ଟୋକ୍ସଙ୍କ ଶତକ, ନେଦରଲାଣ୍ଡକୁ ୧୬୦ ରନରେ ହରାଇଲା ଇଂଲଣ୍ଡ

ପୁଣେ:ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । ବେନ ଷ୍ଟୋକ୍ସଙ୍କ ଚମତ୍କାର ଶତକ ପରେ ଇଂଲଣ୍ଡ ବୋଲରମାନଙ୍କ ଉଚିତ ବୋଲିଂ ଯୋଗୁ ନେଦରଲାଣ୍ଡ ୩୪୦ ରନର ଲକ୍ଷ୍ୟକୁ ପିଛା କରି ୩୭.୨ ଓଭରରେ ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା । ନେଦରଲାଣ୍ଡ ପକ୍ଷରୁ…

ଷ୍ଟୋକ୍ସଙ୍କ ଶତକ, ନେଦରଲାଣ୍ଡ ସମ୍ମୁଖରେ ୩୪୦ ରନର ଟାର୍ଗେଟ ରଖିଲା ଇଂଲଣ୍ଡ

ପୁଣେ:ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଇଂଲଣ୍ଡ ୩୪୦ ରନର ବିଜୟ ଲକ୍ଷ୍ୟ ନେଦରଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବେନ ଷ୍ଟୋକ୍ସଙ୍କ ଶତକ ବଳରେ ୫୦ ଓଭରରେ ୯ ୱିକେଟ ହରାଇ ୩୩୯ ରନ କରିଥିଲା । ଷ୍ଟୋକ୍ସ ୮୪ ବଲରେ ୧୦୮, ଡେଭିଡ ମଲାନ ୮୭ ଓ କ୍ରିସ ୱକ୍ସ ୫୧ ରନର ଇନିଂସ…

ଆଇସିସି ଦିନିକିଆରେ ବ୍ୟାଟର ତାଲିକା: ବାବରଙ୍କ ମୁଣ୍ଡରୁ ମୁକୁଟ ଓହ୍ଲାଇଆଣିଲେ ଗିଲ୍

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ବିଶ୍ବର ଏକ ନମ୍ବର ଦିନିକିଆ ବ୍ୟାଟର ବାବର ଆଜମଙ୍କ ଏକ ନମ୍ବର ରେକର୍ଡ କ୍ୟାରିୟରର ଅନ୍ତ ଘଟିଛି। ଗିଲ୍ ବୁଧବାର ଦିନିକିଆ ବ୍ୟାଟିଂ ମାନ୍ୟତାରେ ପାକିସ୍ତାନ ଅଧିନାୟକ ବାବରଙ୍କୁ ପଛରେ ପକାଇ ଆଇସିସି ଦିନିକିଆ…

ଅବିଶ୍ୱସନୀୟ, ଅକଳ୍ପନୀୟ ଓ ଅଦ୍ଭୁତ: ମ୍ୟାକ୍ସୱେଲ ଖେଳିଲେ ଦିନିକିଆ କ୍ରିକେଟର ଶ୍ରେଷ୍ଠ ଇନିଂସ

ଅଷ୍ଟ୍ରେଲିଆକୁ କାହିଁକି ବାରମ୍ବାର ବିଶ୍ୱବିଜେତା ହୋଇଥାଏ ତାହା ପୁନର୍ବାର ପ୍ରମାଣିତ ହୋଇଛି । ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ଏହାର ଜ୍ୱଳନ୍ତ ଉଦାହରଣ । ହଁ ମୁଁ ପାରିବି...ଏହି ରଣନୀତିକୁ ସର୍ବଦା…

ଅଷ୍ଟ୍ରେଲିଆକୁ ଏକାକୀ ସେମିଫାଇନାଲରେ ପଂହଚାଇଲେ ମ୍ୟାକ୍ସୱେଲ, ୮ମ ୱିକେଟରେ ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଲା

ୱାଙ୍ଖେଡ:ଚଳିତ ବିଶ୍ୱକପର ସବୁଠାରୁ ରୋମାଂଚକର ମୁକାବିଲାରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ସର୍ବଦା ସ୍ମରଣୀୟ ହୋଇ ରହିବ । ୨୯୨ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୪୬.୫ ଓଭରରେ ହାସଲ କରି ନେଇଥିଲା । ଚେଜରେ…

ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱରରେ ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ । ଏହି ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ,…

ଇବ୍ରାହିମଙ୍କ ସ୍ମରଣୀୟ ଶତକ, ଅଷ୍ଟ୍ରେଲିଆ ନିକଟରେ ୨୯୨ ରନର ଲକ୍ଷ୍ୟ

ୱାଙ୍ଖେଡ: ଚଳିତ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ମଙ୍ଗଳବାର ଇବ୍ରାହିମ ଜାର୍ଡାନଙ୍କ ଐତିହାସିକ ଶତକ ବଲରେ ଆଫଗାନିସ୍ତାନ ୨୯୨ ରନର ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫ ୱିକେଟ ବିନିମୟରେ…

ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କଲା ଆଫଗାନିସ୍ତାନ

ଦୁବାଇ: ୨୦୨୩ ଆଫଗାନିସ୍ତାନ କ୍ରିକେଟ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଦଳ ଏବେ ସେମିଫାଇନାଲ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ…

ଜାତୀୟ ପତାକାକୁ ଅପମାନ ନେଇ ରାଗିଗଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ଜାତୀୟ ପତାକାକୁ ଅପମାନ ନେଇ ଲିଟିଲ ମାଷ୍ଟର ଭାବେ ପରିଚିତ ଭାରତର ମହାନ କ୍ରିକେଟର ସୁନୀଲ ଗାଭାସ୍କର ରାଗିଯାଇଛନ୍ତି । ଦକ୍ଷିଣ ଆଫ୍ରିକା ଓ ଭାରତ ମ୍ୟାଚ ପରେ ଏହି ଘଟଣା ଘଟିଛି । ଏକ ଲାଇଭ ଶୋରେ ଭାରତର ପ୍ରଦର୍ଶନ ଓ ଶ୍ରେୟାଶ ଆୟାରଙ୍କ ବ୍ୟାଟିଂ ନେଇ ସେ ରବି ଶାସ୍ତ୍ରୀଙ୍କ ସହ…