Latest Odisha News

BREAKING NEWS

Browsing Category

ଖେଳ

Virat Kohli: ଚିନ୍ନାସ୍ବାମୀ ଦଳାଚକଟା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିରାଟ କୋହଲି, କହିଲେ….

ବେଙ୍ଗାଲୁରୁ: ଜୁନ ୪ରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣା ଘଟିଥିଲା । ଯେଉଁଥିରେ ୧୧ ଜୀବନ ଯାଇଥିବା ବେଳେ ୫୬ ଜଣ ଗୁରୁତର ଆହତ ହୋଇଥିଲେ । IPL 2025ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ପରେ ଏହି ଦୁର୍ଘଟଣା ଘଟିଥିଲା। ଆୟୋଜକମାନେ ଇଭେଣ୍ଟକୁ ଠିକ୍…

ଇଂଲଣ୍ଡରେ କୋହଲି ଦେଲେ ଫିଟନେସ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡିଆକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ସେ ଏଥିନେଇ କଠିନ ଅଭ୍ୟାସ ଜାରୀ ରଖିଛନ୍ତି । କୋହଲି ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସରେ ଫିଟନେସ ଟେଷ୍ଟ ନ ଦେଇ ଇଂଲଣ୍ଡରେ ଦେଇଛନ୍ତି । କୋହଲି ଏଥିରେ ସଫଳ ହୋଇଛନ୍ତି…

କିଏ କହିଲେ ଆମ ଟିମରେ ଅଛନ୍ତି ୨୦ଜଣ କୋହଲି

ନୂଆଦିଲ୍ଲୀ: ବିହାରରେ ଏବେ ଏସିଆ କପ ହକି ଟୁର୍ଣ୍ଣାମେଂଟ ଚାଲିଛି । ଭାରତ ଚମତ୍କାର ପ୍ରଦର୍ଶନ କରି ସୁପରଫୋରରେ ପ୍ରବେଶ କରିଛି । ଇତି ମଧ୍ୟରେ ଦଳର ମେଂଟାଲ କଣ୍ଡିଶନିଂ କୋଚ ପ୍ୟାଡୀ ଅପ୍ଟନ ଏକ ମଜାଦାର ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ଦଳରେ ୧୮ରୁ ୨୦ଜଣ ବିରାଟ କୋହଲି ରହିଛନ୍ତି ।…

ଟି୨୦ରେ ସର୍ବାଧିକ ରନଆଉଟ କରିଥିବା ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ଦଳର ବିଜୟ ପାଇଁ ଫିଲ୍ଡିଂ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଏହି ଫର୍ମାଟରେ ଭାରତୀୟ ଫିଲ୍ଡରଙ୍କ ପ୍ରଦର୍ଶନ ସର୍ବଦା ପ୍ରଶଂସନୀୟ ରହିଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବାଧିକ ୧୦ଜଣ ଖେଳାଳିଙ୍କୁ ରନଆଉଟ କରିଛନ୍ତି । ବିରାଟ…

ଲୀଡ ସ୍ପନଶର ପାଇଁ ଟେଣ୍ଡର ଜାରୀ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଟିମ ଇଣ୍ଡିଆ ଲୀଡ ସ୍ପନଶର ରାଇଟ୍ସ ପାଇଁ ଟେଣ୍ଡର ଆହ୍ୱାନ କରିଛି । ନିକଟରେ ଡ୍ରିମ ୧୧ ଲୀଡ ସ୍ପନଶରରୁ ହଟି ଯାଇଥିଲା । ଆଲକହଲ, ତମ୍ବାଖୁ, ସଟ୍ଟେବାଜ, ରିୟଲ ମନୀ ଗେମିଂ, କ୍ରେପ୍ଟୋକରେନ୍ସି ଓ ପୋର୍ନଗ୍ରାଫି ସହ ଜଡିତ କମ୍ପାନୀଙ୍କୁ…

ଆରାମ କରିବା ପାଇଁ ବୁମରାହଙ୍କୁ ବିସିସିଆଇ ଦେବ ୧୮ କୋଟି ଟଙ୍କ । !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୂଖ୍ୟ ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ନେଇ ପୂର୍ବ ବୋଲିଂ କୋଚ ଭରତ ଅରୁଣ ଏକ ଅଜବ ବୟାନ ଦେଇଛନ୍ତି । ବୁମରାହଙ୍କୁ ଫିଟ ରଖିବା ପାଇଁ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଗୁରୁତ୍ୱପୂର୍ଣ୍ଣ ସିରିଜ ପୂର୍ବରୁ ଯଦି ଆଇପିଏଲ ଆୟୋଜିତ ହେବାକୁ ଅଛି ବିସିସିଆଇ…

Mitchell Starc retirement: T20 କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ

ନୂଆଦିଲ୍ଲୀ: ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ। ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଷ୍ଟାର୍କଙ୍କ ଅବସର ଘୋଷଣା। ଟେଷ୍ଟ ଓ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ନେଲେ ଏପରି ନିଷ୍ପତ୍ତି । ୬୫ଟି ଟି ଟ୍ବେଣ୍ଟି ଖେଳି ୭୯ ୱିକେଟ ନେଇଛନ୍ତି ଷ୍ଟାର୍କ। ମିଚେଲ ଷ୍ଟାର୍କ…

କାଜାକସ୍ତାନ ବିପକ୍ଷରେ ଭାରତର ଗୋଲ ବର୍ଷା, ଏଥର ସୁପର ଫୋର ମୁକାବିଲା ଉପରେ ନଜର

ରାଜୀଗର: ଭାରତ ଏଠାରେ ଅନୁଷ୍ଠିତ ଏସିଆ କପ ହକି ଟୁର୍ଣ୍ଣାମେଂଟରେ କାଜାକସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରିଛି । ଏଥିସହ ପୁଲ ଏରେ ଶୀର୍ଷ ସ୍ଥାନରେ ରହି ଟିମ ଇଣ୍ଡିଆ ସୁପର ଫୋରରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଅଭିଷେକ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ । ସୁଖଜିତ ସିଂ ଓ ଯୁଗରାଜ ସିଂ…

୨୦ ଦିନରେ ସମ୍ପୂର୍ଣ୍ଣ ବଦଳି ଗଲେ ରୋହିତ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦିନିକିଆ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି । ଦୀର୍ଘ ଦିନ ହେବ ସେ ଆନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ରୋହିତଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ । ଆଉ ଏହି ଚ୍ୟାଲେଞ୍ଜ…

ଚର୍ଚ୍ଚାରେ ସ୍ପିନର ରବି ବିଶ୍ନୋଇଙ୍କ ବୟାନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଲେଗ ସ୍ପିନର ରବି ବିଶ୍ନୋଇଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ସେ ଏହି ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ବିଶ୍ନୋଇ ସ୍ପଷ୍ଟ ଭାବେ କହିଥିଲେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ନିଷ୍ପତି ଆଶ୍ଚର୍ଯ୍ୟଚକିତ…