Latest Odisha News

BREAKING NEWS

Browsing Category

ଖେଳ

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ: ପୂନର୍ବାର ସାମ୍ନା ସାମ୍ନି ହୋଇପାରନ୍ତି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପୂନର୍ବାର ଗୋଟିଏ ଗ୍ରୁପରେ ରହିବା ସମ୍ଭାବନା ରହିଛି । ଏହା ଫଳରେ ପ୍ରଶଂସକମାନେ ଉଭୟ ଦେଶ ମଧ୍ୟରେ ମୁକାବିଲା ଦେଖିବାକୁ ସୁଯୋଗ…

ସବ ଜୁନିୟର ମହିଳା ହକି: ସେମିରେ ଓଡିଶା, ପ୍ରିୟଙ୍କାଙ୍କ ଜବରଦସ୍ତ ପ୍ରଦର୍ଶନ

ରାଂଚୀ: ସବୁ ଜୁନିୟର ମହିଳା ହକିରେ ଓଡିଶା ଟିମ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଓଡିଶା ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚରେ ମହାରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଏକତରଫା ୮-୧ ଗୋଲରେ ପରାସ୍ତ କରିଛି । ପ୍ରିୟଙ୍କା ମିଞ୍ଜ ଚମତ୍କାର ପ୍ରଦର୍ଶନ କରି ଓଡିଶା ପକ୍ଷରୁ ସର୍ବାଧିକ ୪ଟି ଗୋଲ ସ୍କୋର…

ଫିଫା ବିଶ୍ୱକପ: ଭାରତରେ ପ୍ରସାରଣ ପାଇଁ ମିଳୁ ନାହାନ୍ତି ବ୍ରଡକାଷ୍ଟର

ନୂଆଦିଲ୍ଲୀ: ଆମେରିକା, କାନାଡା ଓ ମେକ୍ସିକୋରେ ୨୦୨୬ ଫିଫା ବିଶ୍ୱକପ ଆୟୋଜିତ ହେବ । ଫୁଟବଲର ଏହି ମହାକୁମ୍ଭକୁ ନେଇ ଦିନକୁ ଦିନ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ତେବେ ଭାରତୀୟ ଫୁଟବଲପ୍ରେମୀଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ସମ୍ମୁଖକୁ ଆସିଛି । ଏ ପର୍ଯ୍ୟନ୍ତ ଭାରତରେ…

ଟି୨୦ର ଗୋଟିଏ ଇନିଂସରେ ୯ ୱିକେଟ, ୫ ବଲରେ ୫ ସଫଳତା

ନୂଆଦିଲ୍ଲୀ: ବିସିଏ କାଲାହାରୀ ମହିଳା ଟି୨୦ ଟୁର୍ଣ୍ଣାମେଂଟରେ ଲୌରା କାର୍ଡୋସା ଇତିହାସ ରଚିଛନ୍ତି । ସେ ଟି୨୦ କ୍ରିକେଟରେ ଗୋଟିଏ ଇନିଂସରେ ୯ ୱିକେଟ ନେବା ସହ ୫ ବଲରେ ୫ ସଫଳତା ହାସଲ କରିଛନ୍ତି । ଯାହାକି ଟି୨୦ରେ ପୂର୍ବରୁ କୌଣସି ଖେଳାଳି କରି ନ ଥିଲେ । ଲେସୋଥୋ ବିପକ୍ଷ ମ୍ୟାଚରେ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଏଥର ୯ ନୁହେଁ ୧୨ ଟିମ ଖେଳିବ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଆଇସିସି ଏକ ବଡ ପରିବର୍ତନ କରିବାକୁ ଯାଉଛି । ରିପୋର୍ଟ ମୁତାବକ ଆଇସିସି ଚେୟାରମ୍ୟାନ ଜୟ ଶାହା ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଡବ୍ଲ୍ୟୁଟିସିର ପରବର୍ତୀ ସଂସ୍କରଣ ୨୦୨୭ରୁ ଆରମ୍ଭ ହେବ । ଏଥିରେ ୧୨ଟି ଟିମ ଖେଳିବେ । ଏବେ ୯ଟିମ…

ଗୁଜରାଟ ଜିତିଲା, ଗିଲଙ୍କୁ ଗାଳିଦେଲେ ନେହେରା

ନୂଆଦିଲ୍ଲୀ: ଚଳିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ଶେଷ ବଲରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅଧିନାୟକ ଶୁଭମନ ଗିଲଙ୍କୁ କୋଚ ଆଶୀଷ ନେହେରା ଗାଳି ଦେଉଥିବା ଦେଖିବାକୁ ମିଳିଥିଲା । ଗିଲଙ୍କ ଥ୍ରୋ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୧ ରନ…

ଆଇପିଏଲ ଇତିହାସରେ ଦ୍ରୁତ ୫୦୦ ବାଉଣ୍ଡରୀ ମାରିଥିବା ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଏହି ଇନିଂସ ଅବସରରେ ଏକ ବଡ କ୍ଲବରେ ସାମିଲ ହୋଇଛନ୍ତିି । ଗିଲ ଦ୍ରୁତ ୫୦୦ ବାଉଣ୍ଡରୀ ମାରିବାରେ ୫ଜଣ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି । ସେ…

ଆଇପିଏଲ: ଆଉ ଏକ କଡା ନିୟମ ଲାଗୁ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ବିସିସିଆଇ ନିରପେକ୍ଷ ଓ ଶୃଙ୍ଖଳିତ ମ୍ୟାଚ ପାଇଁ କେତେଗୁଡିଏ ନୂତନ ନିୟମ ଲାଗୁ କରିଥିଲା । ଏବେ ପୂନର୍ବାର ଆଉ ଏକ କଡା ନିୟମ ଜାରୀ କରାଯାଇଛି । ମ୍ୟାଚ ସମୟରେ ଖେଳାଳିମାନେ ପଡିଆ ନିକଟରେ ବୁଲାବୁଲି କରିପାରିବେ ନାହିଁ । ଓଭରାଲ ୧୬ଜଣ ଖେଳାଳିଙ୍କୁ କେତେକ…

ଦିଲ୍ଲୀ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ଧୋନୀ

ଚେନ୍ନାଇ: ଗତ ସଂସ୍କରଣର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏଥର ମଧ୍ୟ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପରାଜିତ ହୋଇ ଚିନ୍ତାରେ ପକାଇଛି । ଚେନ୍ନାଇ ଟିମ ଓ ପ୍ରଶଂସକମାନେ ଏମଏସ ଧୋନୀ ଦଳକୁ ଫେରିଲେ ସବୁ କିଛି ଠିକ ହୋଇଯିବ ବୋଲି ଆଶା ବାନ୍ଧିଛନ୍ତି । ରିପୋର୍ଟ ମୁତାବକ…

ଆମେ ପରିଶ୍ରମୀ ଓ ଶ୍ରମିକ ଶ୍ରେଣୀର ଖେଳାଳି, ବଲ ପକାଇବା ଆମ କାମ

କୋଲକାତା: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମ୍ୟାଚ ବିଜୟୀ ବୋଲିଂ ପ୍ରଦର୍ଶନ କରି ମହମ୍ମଦ ସାମୀ ଚର୍ଚ୍ଚାରେ ରହିଛନ୍ତି । ଏହା ମାଧ୍ୟମରେ ସେ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ସମୟ ଏଠାରେ ଖେଳିଥିବାରୁ ମୁଁ ଇଡେନ ଗାର୍ଡେନ ପିଚ ସହ…