Latest Odisha News

BREAKING NEWS

Browsing Category

ଖେଳ

ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଖେଳି ପାରନ୍ତି ବୈଭବ, ଶର୍ଟଲିଷ୍ଟରେ ନାମ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଏହି ଯୁବ ଖେଳାଳି ଶୂନରେ ଆଉଟ ହୋଇଥିଲେ । ତେବେ ଏହା ମଧ୍ୟରେ ଏକ ଖୁସୀ ଖବର ହସ୍ତଗତ ହୋଇଛି । ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ…

ଶୂନରେ ଆଉଟ ହେବାରେ ରୋହିତ, ସାମସନଙ୍କୁ ପଛରେ ପକାଇଲେ ଅଭିଷେକ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଚଳିତ ଆଇପିଏଲ ଅବସରରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି । ଟି୨୦ରେ ସେ ଗୋଟିଏ ବର୍ଷ ସର୍ବାଧିକ ଥର ଶୂନରେ ଆଉଟ ହୋଇ ଏହି ରେକର୍ଡ କରିଛନ୍ତି । ୨୦୨୬ରେ ଅଭିଷେକ ଏ ପର୍ଯ୍ୟନ୍ତ ୭ ଥର ଡକରେ ଆଉଟ ହୋଇଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିବ ହକି, କ୍ରିକେଟ

ନୂଆଦିଲ୍ଲୀ: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜିତ ହେବ । ଏହି ସଂସ୍କରଣରେ କ୍ରିକେଟ ଓ ହକି ଖେଳ ଫେରିବା ଏକପ୍ରକାର ନିଶ୍ଚିତ ହୋଇଛି । କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବିୟା ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଅହମ୍ମଦାବାଦରେ ହେବାକୁ ଥିବା ଏହି ମେଗା ଇଭେଂଟ ପାଇଁ ଏବେଠାରୁ…

ଆଇପିଏଲ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ କାର୍ଯ୍ୟସୂଚୀରେ ବିସିସିଆଇ ସାମାନ୍ୟ ପରିବର୍ତନ କରିଛି । ଅହମ୍ମଦାବାଦ ଓ ଗୁଜରାଟରେ ନଗର ନିଗମ ନିର୍ବାଚନ ହେବାକୁ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏପ୍ରିଲ ୨୬ରେ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଅହମ୍ମଦାବାଦରେ ହେବାକୁ…

ଡେଭିଡ, ହାର୍ଦ୍ଦିକଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୮ ରନରେ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଛି । ଏହି ମ୍ୟାଚରେ ଟିମ ଡେଭିଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡେଭିଡ ମ୍ୟାଚ ଅବସରରେ ଅମ୍ପାୟରଙ୍କୁ ବଲ ନ…

ବିଶ୍ୱରେକର୍ଡ କରିପାରନ୍ତି ବୈଭବ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ବିଶ୍ୱରେକର୍ଡ କରିବା ପାଇଁ ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କ ନିକଟରେ ସୁଯୋଗ ଉପନୀତ ହୋଇଛି । ୧୫ ବର୍ଷ ବୟସରେ ସେ ଟି୨୦ କ୍ରିକେଟରେ ଦ୍ରୁତ ୧୦୦୦ ରନ ସଂଗ୍ରହ କରିବା ପାଇଁ ତାଙ୍କୁ ଆଉ ଗୋଟିଏ ଇନିଂସରେ ୯୯ ରନ ଆବଶ୍ୟକ ହେଉଛି । ଅଷ୍ଟ୍ରେଲୀୟ…

ଫର୍ମକୁ ଫେରିଲେ ଗିଲ, ବଟଲର: ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ: ଆଇପିଏଲର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ଶୁଭମନ ଗିଲ ଓ ଜୋଶ ବଟଲର ଫର୍ମକୁ ଫେରିବା ସହ ଏଠାରେ ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ସହଜରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ…

ଏସିଆନ ବ୍ୟାଡମିଂଟନ ଚାମ୍ପିୟନଶିପ: ରନର୍ସଅପରେ ସନ୍ତୁଷ୍ଟ ହେଲେ ଆୟୂଷ

ନୂଆଦିଲ୍ଲୀ: ବ୍ୟାଡମିଂଟନ ଏସିଆନ ଚାମ୍ପିୟନଶିପ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରି ଭାରତର ଆୟୂଷ ଶେଟ୍ଟୀ ଇତିହାସ ରଚିଥିଲେ । ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । ସେ ଫାଇନାଲରେ ଚୀନର ଶୀ ୟୁଙ୍କ ନିକଟରୁ…

ବୋଲ୍ଟଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲିଆର ଏହି ଧାବକ

ସିଡନୀ: ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ରେକର୍ଡ ଅଷ୍ଟ୍ରେଲିଆର ଗାଉଟ ଗାଉଟ ଭାଙ୍ଗି ଏବେ ଚର୍ଚ୍ଚାରେ ରହିଛନ୍ତି । ୨୦ ବର୍ଷରୁ କମ ଅଷ୍ଟ୍ରେଲୀୟ ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ୨୦୦ ମିଟର ରେସ ୧୯.୬୭ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ । ଯାହାକି ନୂତନ ବିଶ୍ୱରେକର୍ଡ । ପୂର୍ବରୁ ଏହି…

ଜଣା ପଡିଲା ଅର୍ଶଦୀପଙ୍କ ପ୍ରେମିକାଙ୍କ ନାମ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ଅବସରରେ ଭାରତର ପେସ ବୋଲର ଅର୍ଶଦୀପ ସିଂଙ୍କ ସମ୍ପର୍କରେ ଏକ ବଡ ଖୁଲାସା ହୋଇଛିି । ରବିବାର ତାଙ୍କ ପ୍ରେମିକାର ନାମ ସମ୍ମୁଖକୁ ଆସିଛି । ପୂର୍ବରୁ ସେ ତାଙ୍କ ସ୍ନାପଚାଟ ଆକାଂଉଟରେ ଏକ ଫଟୋ ଶେୟାର କରିଥିଲେ । ସେଥିରେ ସେ ଜଣେ ଝିଅଙ୍କ ହାତ ଧରିଥିଲେ । ପ୍ରଶଂସକମାନେ…