Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱର ପ୍ରଥମ ଟି୨୦ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କଲେ ପୋଲାର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ରେ ୧୪୦୦୦ ରନ ଓ ୩୦୦ ୱିକେଟ ଅକ୍ତିଆର କରିଛନ୍ତି । ୨୦୨୨ରୁ ସେ ଆଇପିଏଲରୁ ଅବସର ନେଇଥିଲେ ମଧ୍ୟ ଏବେ ବି କ୍ୟାରିବିୟନ ପ୍ରିମିୟର…

ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବ ପାକିସ୍ତାନ

ନୂଆଦିଲ୍ଲୀ:ଏଫଆଇଏକ ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ପାକିସ୍ତାନ ଟିମ ରାଜି ଅଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଥିଲା । ହକି ଇଣ୍ଡିଆର ସେକ୍ରେଟାରୀ ଭୋଳାନାଥ ସିଂ ଘୋଷଣା କରିଛନ୍ତି ଯେ, ଚଳିତ ବର୍ଷ ଶେଷ…

ଗିଲ, ରୋହିତ, ବୁମରାହ ନୁହେଁ ଏମାନଙ୍କର ମଧ୍ୟ ହେବ ଫିଟନେସ ଟେଷ୍ଟ

ବେଙ୍ଗାଲୁର: ରୋହିତ ଶର୍ମା, ଶୁଭମନ ଗିଲ ଓ ଯଶପ୍ରୀତ ବୁମରାହଙ୍କ ବ୍ୟତୀତ ଅନ୍ୟ କେତେଜଣ ଖେଳାଳିଙ୍କ ମଧ୍ୟ ଫିଟନେସ ଟେଷ୍ଟ କରାଯିବ । ତେବେ ନଜର ବିଶେଷ ଭାବେ ରୋହିତଙ୍କ ଉପରେ ରହିବ । ଗିଲ ଏବଂ ଅନ୍ୟମାନେ ବେଙ୍ଗାଲୁର ସେଂଟର ଅଫ ଏକ୍ସଲେନ୍ସରେ ପଂହଚିଛନ୍ତି । ଏସିଆ କପ ଟିମରେ ସ୍ଥାନ ପାଇଥିବା…

୧୮ ବର୍ଷ ପରେ ହରଭଜନଙ୍କ ଚାପୁଡ଼ା ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ୨୦୦୮ ଆଇପିଏଲରେ ହରଭଜନ ସିଂହ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିବାର ଅଦେଖା ଭିଡିଓ ୧୮ ବର୍ଷ ପରେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହରଭଜନ ଏହି ଘଟଣା ପାଇଁ ଶ୍ରୀସାନ୍ତଙ୍କୁ ବାରମ୍ବାର କ୍ଷମା…

ଏସିଆ କପ ଟି୨୦ କ୍ରିକେଟରେ କେଉଁ ଯୋଡି ଭଙ୍ଗ କରିବେ ବଡ ପାର୍ଟନରଶିପର ରେକର୍ଡ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ ଏବେ ଏସିଆ କପ ଟି୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ମୁକାବିଲାରେ ଅନେକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଟି୨୦ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: କ୍ୱାର୍ଟରରେ ସିନ୍ଧୁଙ୍କ ଅଭିଯାନ ଶେଷ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଷଷ୍ଠ ପଦକ ହାସଲ ଲକ୍ଷ୍ୟରେ ଥିବା ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ନିରାଶ ହୋଇଛନ୍ତି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଇଣ୍ଡୋନେସିଆର ପୂତ୍ରୀ କୁସୁମା ୱାର୍ଦ୍ଦାନୀଙ୍କ ନିକଟରୁ ୨୧-୧୪, ୧୩-୨୧ ଓ ୨୧-୧୬ରେ ହାରି ଯାଇଥିଲେ…

ରୋହିତ ଶର୍ମାଙ୍କ ଫିଟନେସ ଟେଷ୍ଟ ୧୩ରେ

ନୂଆଦିଲ୍ଲୀ:ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସେପ୍ଟମ୍ବର ୧୩ରେ ବେଙ୍ଗାଲୁରରେ ଥିବା ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସରେ ଫିଟନେସ ଟେଷ୍ଟ ଦେବେ । ଉଭୟ ୟୋ ୟୋ ଓ ବ୍ରୋଙ୍କୋ ଟେଷ୍ଟ ମଧ୍ୟ ତାଙ୍କୁ ଦେବାକୁ ହେବ । ଏହା ପରୋକ୍ଷରେ ରୋହିତଙ୍କ ଭାଗ୍ୟ ନିର୍ଭର କରିବ । ଯଦି ସେ ସମ୍ପୂର୍ଣ୍ଣ ଫିଟ…

Asia Cup 2025: ହରମନପ୍ରୀତଙ୍କ ହ୍ୟାଟ୍ରିକ୍… ବିଜୟରୁ ଭାରତର ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ:ଆଜିଠୁ ବିହାରର ରାଜଗିରରେ ଏସିଆ କପ୍ 2025(Asia Cup 2025) ହକି ଆରମ୍ଭ ହୋଇଛି । ଏଥିସହ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଧିନାୟକ ହରମନପ୍ରୀତ ସିଂ(Harmanpreet Singh)ଙ୍କ ଦମଦାର ହ୍ୟାଟ୍ରିକ୍ ଗୋଲ୍ (20’, 33’, 47’) ବଳରେ ଚୀନ ବିପକ୍ଷରେ ଭାରତ ବିଜୟ ହାସଲ କରିଛି…

BCCI President: ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି

ନୂଆଦିଲ୍ଲୀ: ରୋଜର ବିନ୍ନି ଆଉ ବିସିସିଆଇ ଅଧ୍ୟକ୍ଷ ପଦରେ ନାହାନ୍ତି। ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି। ଗଣମାଧ୍ୟରେ ପ୍ରକାଶିତ ଖବରରେ କୁହାଯାଇଛି ଯେ, ସେ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ରୋଜର ବିନ୍ନିଙ୍କ ଇସ୍ତଫା ପରେ, ବୋର୍ଡର ଦାୟିତ୍ୱ ଏବେ ରାଜୀବ…

ଏସିଆ କପ ଟି୨୦ କ୍ରିକେଟ: ଟିମ ଇଣ୍ଡିଆ ଏହି ଦିନ ଯିବ ଦୁବାଇ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଏସିଆ କପ ଟି୨୦ ପାଇଁ ଦୁବାଇ କେବେ ଯିବ ତାହାର ତାରିଖ ସମ୍ମୁଖକୁ ଆସିଛି । ସେପ୍ଟମ୍ବର ୯ରେ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ସେପ୍ଟେମ୍ବର ୪ରେ ଖେଳାଳିମାନେ ଦୁବାଇରେ ଏକତ୍ରିତ ହେବେ ବୋଲି ଜଣାପଡିଛି । ପୂର୍ବରୁ…