Latest Odisha News

BREAKING NEWS

Browsing Category

ଖେଳ

ଦୁଲୀପ ଟ୍ରଫିରେ ଆଶୀର୍ବାଦ ସ୍ୱାଇଁଙ୍କୁ ସୁଯୋଗ

ଭୁବନେଶ୍ୱର: ଓଡିଶାର ୱିକେଟକିପର ବ୍ୟାଟ୍ସମ୍ୟାନ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲୀପ ଟ୍ରଫିରେ ଖେଳିବା ପାଇଁ ସୁଯୋଗ ମିଳିଛି । ପୂର୍ବାଂଚଳ ଦଳରେ ଓଡିଶାର ଏହି ଖେଳାଳିଙ୍କୁ ସାମିଲ କରାଯାଇଛି । ଅନ୍ୟ ଓଡିଆଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକଙ୍କୁ ମଧ୍ୟ ସୁଯୋଗ ମିଳିଛି । ସେହିପରି ସ୍ୱସ୍ତିକ…

ରୋହିତ,କୋହଲି ହୋଇପାର…ତୁମକୁ ଗାଭାସ୍କରଙ୍କୁ ସମ୍ମାନ ଦେବାକୁ ପଡିବ

ମୁମ୍ବାଇ: ଭାରତୀୟ କ୍ରିକେଟର ଲିଟିଲ ମାଷ୍ଟର ଭାବେ ପରିଚିତ ସୁନୀଲ ଗାଭାସ୍କର ଦୀର୍ଘ ଦିନ ହେବ ଭାଷ୍ୟକାର ଦାୟିିତ୍ୱ ତୁଲାଇ ଆସୁଛନ୍ତି । ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଳେ ବେଳେ ସେ କଡା ବୟାନ ମଧ୍ୟ ଦେଇଥାନ୍ତି । ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କ ପରି ଖେଳାଳି ଏ ନେଇ…

ସେହ୍ୱାଗଙ୍କ ପରେ ଏହି ଅଲରାଉଣ୍ଡର କହିଲେ ଧୋନୀ ମୋତେ ଦଳରୁ ବାହାର କରିଥିଲେ

ନୂଆଦିଲ୍ଲୀ: ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କ କ୍ୟାରିୟରର ପତନ ପାଇଁ ଦାୟୀ କରିଛନ୍ତି । ଏକ ସାକ୍ଷାତକାରରେ ଇରଫାନ ପଠାନ ଏହି ଖୁଲାସା କରିଛନ୍ତି । ୨୦୦୯ରେ ଦଳରୁ ବାଦ ପଡିବା ପରେ ପଠାନ…

ଲଣ୍ଡନରେ କୋହଲି-ଅନୁଷ୍କା କରୁଛନ୍ତି ମଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ଏବେ ଲଣ୍ଡନରେ ଛୁଟି କାଟୁଛନ୍ତି । ବିରୁଷ୍କା ଭାବେ ପରିଚିତ ଏହି ଯୋଡି ନିଜର ୨ଟି ସନ୍ତାନ ସହ ଲଣ୍ଡନରେ ମଜା କରୁଛନ୍ତି । ନିକଟରେ ସେମାନେ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟ ଦେଖିବାକୁ…

ହକି ଏସିଆ କପ୍ ୨୦୨୫:ବିହାରର ମୁଖ୍ୟମନ୍ତ୍ରୀ ମାସ୍କଟ ‘ଚାନ୍ଦ’ ଏବଂ ଟ୍ରଫି କଲେ ଉନ୍ମୋଚନ

ପାଟନା: ବିହାରର ଐତିହାସିକ ସହର ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ହିରୋ ଏସିଆ କପ୍ ହକି ୨୦୨୫ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମାସ୍କଟ 'ଚାନ୍ଦ' ଏବଂ ଟ୍ରଫିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ, ସେ ଟ୍ରଫି ଗୌରବ ଯାତ୍ରାକୁ ପତାକା ଦେଖାଇ…

ଏସିଆ କପ୍ ୨୦୨୫: ଶୁଭମାନ ଗିଲ୍‌ଙ୍କୁ ଦଳରୁ ବାଦ ଦେବା ନେଇ ଚର୍ଚ୍ଚା

ମୁମ୍ବାଇ: ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆରୁ ଶୁଭମାନ ଗିଲ୍‌ଙ୍କୁ ବାଦ ଦିଆଯାଇପାରେ। ଚୟନକର୍ତ୍ତା ଓ ଦଳ ପରିଚାଳନା ମତରେ ଗିଲ୍ ଟି-୨୦ ଫର୍ମାଟ ପାଇଁ ଉପଯୁକ୍ତ ନୁହଁନ୍ତି। ଦୁବାଇରେ ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ପାଇଁ ଦଳ ଏବେ ଖେଳାଳି ତାଲିକା ଘୋଷଣାକୁ ଅପେକ୍ଷା…

ରୋହିତଙ୍କୁ କିଏ କହିଲେ ପ୍ରତିଦିନ ୧୦ କିଲୋମିଟର ଦୌଡ

ମୁମ୍ବାଇ: ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଛନ୍ତି । ଏବେ ସେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ବିଶ୍ୱକପ ଖେଳିବା ସହ ଭାରତକୁ ଚାମ୍ପିୟନ କରିବା ରୋହିତଙ୍କ ବଡ ସ୍ୱପ୍ନ ରହିଛି । ତେବେ ତାଙ୍କ ଫର୍ମ, ବୟସ ଓ…

ହକି ବିଶ୍ୱକପ୍ -୨୦୨୬ ପାଇଁ ଜର୍ମାନୀର ଯୋଗ୍ୟତା ହାସଲ; ଏବେ ଭାରତର ପାଳି…

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି । ଚଳିତ ୟୁରୋହକି ଚାମ୍ପିଅନସିପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିବା ପରେ ଜର୍ମାନୀ ଆଗାମୀ FIH ହକି ବିଶ୍ୱକପ୍ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛି ।…

ଏସିଆ କପ କ୍ରିକେଟ: ଚୂଡାନ୍ତ ଦଳରୁ ବାଦ ପଡି ପାରନ୍ତି ରିଙ୍କୁ ସିଂ

ନୂଆଦିଲ୍ଲୀ: ଏସିଆ କପ ଟି୨୦ କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳର ଘୋଷଣା କରାଯିବ । ସୂର୍ଯ୍ୟକୁମାର ଯାଦବ ଫିଟ ହୋଇଥିବାରୁ ସେ ଦଳର ନେତୃତ୍ୱ ନେବା ଏକପ୍ରକାର ସ୍ଥିର ହୋଇଯାଇଛି । ତେବେ ଚୂଡାନ୍ତ ଦଳର ରୂପରେଖ ସମ୍ମୁଖକୁ ଆସି ନ ଥିଲେ ମଧ୍ୟ ଫିନିଶର ରିଙ୍କୁ ସିଂ ତାଙ୍କ ସ୍ଥାନ ବଜାୟ ରଖିବା…

ବ୍ରେଭିସ ଭାଙ୍ଗି ପାରିଲେନି କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଶେଷ ହୋଇଯାଇଛି । ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତିଛି । ଏହି ସିରିଜରେ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେୱାଲ୍ଡ ବ୍ରେଭିସଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ସେ ଏହି ସିରିଜରେ…