Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମର ଘୋଷଣା କରାଯାଇଛି । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ୩ଟି ଯାକ ଫର୍ମାଟରେ ମ୍ୟାଚ ଖେଳିବ । ବିଶ୍ୱକପ ୨୦୨୫ ଅବସରର ଆଘାତପ୍ରାପ୍ତ ହୋଇଥିବା ପ୍ରତୀକା ରାୱଲ ଫିଟ ହୋଇ ଦଳରେ ସ୍ଥାନ…

ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ସଞ୍ଜୁ ସାମସନଙ୍କୁ ଆନ୍ତର୍ଜାତୀୟ ଟି୨୦ରେ ଏକ ଭଲ ପୋଜିଶନରେ ଖେଳିବା ପାଇଁ ସୁଯୋଗ ମିଳିଛି । ତେବେ ସେ ଏହାକୁ ହାତଛଡା କରିବାରେ ଲାଗିଛନ୍ତି । ଏସିଆ କପ ୨୦୨୬ରେ ଶୁଭମନ ଗିଲ ଭାରତୀୟ ଟିମରେ ଓପନର ଭାବେ ଖେଳିବା ସୁଯୋଗ ପାଇଥିଲେ । ଓପନିଂରେ ୩ଟି ଶତକ ମାରିଥିବା…

ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା

ରାୟପୁର :ଟି୨୦ ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ସିରିଜ ମାଧ୍ୟମରେ ଫର୍ମ, ଫିଟନେସ ଓ ଟିମ କମ୍ବିନେଶନ ପ୍ରସ୍ତୁତ କରିବା ଭଲ ସୁଯୋଗ ରହିଛି । ତେବେ ଦଳର ମୂଖ୍ୟ ପେସ ବୋଲର ଯଶପ୍ରୀତ ବୁମରାହ ଦ୍ୱିତୀୟ ମ୍ୟାଚ ନ ଖେଳିବା ମନରେ…

ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ବୋର୍ଡ ଆଗାମୀ ଟି୨୦ ବିଶ୍ୱକପ ପାଇଁ ତାର ଟିମ ଭାରତ ପଠାଇବାକୁ ସିଧାସଳଖ ମନା କରିଦେଇଛି । ବାଂଲାଦେଶ ବିଶ୍ୱକପରୁ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ଏ ନେଇ ଅଫିସିଆଲ ବୟାନ ଜାରୀ କରାଯାଇ ନାହିଁ । ରିପୋର୍ଟ ମୁତାବକ ଆଇସିସି ଖୁବ ଶୀଘ୍ର ଏ ନେଇ…

ରଣଜୀ ଟ୍ରଫି: ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ପୂନର୍ବାର ଓଡିଶା ବ୍ୟାଟ୍ସମ୍ୟାନମାନେ ନିରାଶ କରିଛନ୍ତି । ତାମିଲନାଡୁର ପ୍ରଥମ ଇନିଂସ ସ୍କୋର ୨୮୬ ରନ ଜବାବରେ ଓଡିଶା ୧୪୮ ରନ କରି ଅଲଆଉଟ ହୋଇଯାଇଛି । ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ତାମିଲନାଡୁ ୧ ୱିକେଟ ହରାଇ ୨୬ ରନ…

ବାଂଲାଦେଶ କ୍ରିକେଟର ଆତ୍ମଘାତୀ ପଦକ୍ଷେପ

ନୂଆଦିଲ୍ଳୀ: ରାଜନୀତି ଓ କୂଟନୀତିରେ ଫସିଯାଇଛି ବାଂଲାଦେଶ କ୍ରିକେଟ । ଟି୨୦ ବିଶ୍ୱକପରୁ ଓହରିଯିବା ନିଷ୍ପତି ସବୁ ଦିଗରୁ ବାଂଲାଦେଶ କ୍ରିକେଟ ବୋର୍ଡର କ୍ଷତି କରିବ । ୨୦୦୦ରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବାଂଲାଦେଶର ଭବିଷ୍ୟତ ରାସ୍ତା ନିଶ୍ଚିତ ଭାବେ ଅନ୍ଧକାରକୁ…

IND vs NZ: ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ରାୟପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୧ ତାରିଖ ବୁଧବାର ଦିନ ଖେଳାଯାଇଥିଲା। ନାଗପୁରରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ୪୮ ରନ୍ ରେ ଜିତିଥିଲା। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂହ ବିସ୍ଫୋରକ ଇନିଂସ ଖେଳି ଟିମ୍…

ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା

ଗୌହାଟୀ: ସ୍ଥାନୀୟ ସିଲାପଥର ଷ୍ଟାଡିୟମରେ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ରାଉଣ୍ଡ ମୁକାବିଲା ଆୟୋଜିତ ହେଉଛି । ଓଡିଶା ତାର ପ୍ରଥମ ମ୍ୟାଚରେ ମେଘାଳୟ ନିକଟରୁ ୦-୧ ଗୋଲରେ ପରାସ୍ତ ହୋଇଛି । ଗ୍ରୁପ ବିର ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟ ପକ୍ଷରୁ ଏକମାତ୍ର ଗୋଲଟି ବେବୀ…

ରୋହିତଙ୍କୁ ମିଳିଲା ସମ୍ମାନସୂଚକ ଡକ୍ଟେରେଟ ଉପାଧି

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ବଡ ସମ୍ମାନ ମିଳିଛି । ଅଜିଙ୍କ୍ୟ ଡିୱାଇ ପାଟିଲ ୟୁନିଭରସିଟି ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟେରେଟ ବା ଡି.ଲିଟ ଉପାଧି ମିଳିବ । କ୍ରିକେଟ ପ୍ରତି ରୋହିତଙ୍କ ଅତୁଳନୀୟ ଅବଦାନ ଏବଂ ନେତୃତ୍ୱ କାରଣରୁ…

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ତାମିଲନାଡୁ ୨୮୧/୭

ଭୁବନେଶ୍ୱର: ଏଠାରେ ଗୁରୁବାରଠାରୁ ଓଡିଶା ଓ ତାମିଲନାଡୁ ମଧ୍ୟରେ ରଣଜୀ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ତାମିଲନାଡୁ ୭ ୱିକେଟ ବିନିମୟରେ ୨୮୧ ରନ ସଂଗ୍ରହ କରିନେଇଛି । ନିଧୀଶ ରାଜଗୋପାଳ ୫୪ ଓ ସାଇ କିଶୋର ୧୨ ରନ କରି ଅପରାଜିତ ରହିଛନ୍ତି । ଅଥୀଷ ଏସଆର ୫୦, ପ୍ରଦୋଷ…