Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ: ଅଭିଷେକ, ତିଳକ, ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ

ଚେନ୍ନାଇ: ଚଳିତ ଟି୨୦ ବିଶ୍ୱକପର ଗୁରୁବାର ଅନୁଷ୍ଠିତ ଜିମ୍ବାୱେ ବିପକ୍ଷ ସୁପର ଏଇଟ ମୁକାବିଲାରେ ଭାରତୀୟ ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସେମିଫାଇନାଲ ପ୍ରବେଶ ଦୃଷ୍ଟି କୋଣରୁ ଏହି ମ୍ୟାଚରେ ଭାରତ ପାଇଁ ବିଜୟ ଜରୁରୀ । ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୪…

ରଣଜୀ ଟ୍ରଫି ଫାଇନାଲ: କର୍ଣ୍ଣାଟକ ବିପକ୍ଷରେ ଦୃଢ଼ ସ୍ଥିତିରେ ଜମ୍ମୁ-କଶ୍ମୀର

ହୁବୁଳି: ଚଳିତ ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ବିପକ୍ଷରେ ଜମ୍ମୁ-କଶ୍ମୀର ଦୃଢ଼ ସ୍ଥିତିରେ ରହିଛି । ଜମ୍ମୁ-କଶ୍ମୀରର ପ୍ରଥମ ଇନିଂସ ସ୍କୋର ୫୮୪ ରନ ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ କର୍ଣ୍ଣାଟକ ୫ ୱିକେଟ ବିନିମୟରେ ୨୨୦ ରନ ସଂଗ୍ରହ କରିଛି ।…

ୱେଷ୍ଟଇଣ୍ଡିଜକୁ ହରାଇ ସେମିର ନିକଟତର ହେଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ: ଚଳିତ ଟି୨୦ ବିଶ୍ୱକପରେ ଗୁରୁବାର ଅନୁଷ୍ଠିତ ସୁପର ଏଇଟର ଏକ ମୁକାବିଲାରେ ଆଇଡେନ ମାର୍କରାମଙ୍କ ବିସ୍ଫୋରକ ବ୍ୟାଟିଂ ବଦଳରେ ଦକ୍ଷିଣ ଆଫ୍ରିକା ସହଜରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏଥିସହ ଅପରାଜେୟ ରହି ଦକ୍ଷିଣ ଆଫ୍ରିକା ସେମିଫାଇନାଲର ନିକଟତର ହୋଇଛି । ପ୍ରଥମେ ବ୍ୟାଟିଂ…

ଟି୨୦ ବିଶ୍ୱକପ ପରେ ଏମାନେ ହରାଇ ପାରନ୍ତି ଅଧିନାୟକ ପଦ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ଖେଳାଯିବ । ଏହା ପରେ କେତେଜଣ ଖେଳାଳି ସେମାନଙ୍କ ଅଧିନାୟକ ପଦ ହରାଇ ପାରନ୍ତି । ଏହି ତାଲିକାରେ ଭାରତର ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଛନ୍ତି । ପାକିସ୍ତାନ ଏବେ ସେମିଫାଇନାଲ ପ୍ରବେଶ ପାଇଁ ଏକପ୍ରକାର ଭାଗ୍ୟ ସହାୟତାରେ ଅଛି ।…

ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ

କଲମ୍ବୋ: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ସୁପର ଏଇଟର ଏକ ମୁକାବିଲାରେ ନ୍ୟୁଜିଲାଣ୍ଡ ଆୟୋଜକ ଶ୍ରୀଲଙ୍କାକୁ ୬୧ ରନରେ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ପାଦେ ଆଗେଇଥିବା ବେଳେ ଆୟୋଜକ ଶ୍ରୀଲଙ୍କା ଅଭିଯାନ ଶେଷ ହୋଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ…

FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବିଜୟ ସହ FIH ପୁରୁଷ ପ୍ରୋ ଲିଗ୍ 2025-26ର ହୋବାର୍ଟ ପର୍ଯ୍ୟାୟକୁ ଶେଷ କରିଛି । ଚଳିତ ପ୍ରୋ ଲିଗ୍ ରେ ଭାରତୀୟ ହକି ଦଳର ଏହା ପ୍ରଥମ ବିଜୟ । ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୋର ୧-୧ ଗୋଲ୍‌ରେ ଡ୍ର ରହିଥିଲା। ଏହାପରେ ୩-୧…

ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ନିକଟରୁ ଟି୨୦ ବିଶ୍ୱକପ ସୁପର ଏଇଟରେ ଭାରତ ଶୋଚନୀୟ ଭାବେ ହାରିବା ସମସ୍ତଙ୍କୁ ବ୍ୟଥୀତ କରିଛି । ଏହି ପରାଜୟ ଯୋଗୁ ଟିମ ଇଣ୍ଡିଆ ଏବେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ସଂଘର୍ଷ କରୁଛି । ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆର ଅଧିନାୟକ ରିକି ପଂଟିଂ ଭାରତର କୋଚ…

ଟି୨୦ ର‌୍ୟାଙ୍କିଙ୍ଗ: ବୁମରାହ, ବରୁଣଙ୍କୁ ଫାଇଦା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଅବସରରେ ଆଇସିସି ଖେଳାଳିମାନଙ୍କ ନୂତନ ର‌୍ୟାଙ୍କିଙ୍ଗ ଜାରୀ କରିଛି । ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଯଶପ୍ରୀତ ବୁମରାହଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଥିବା ବେଳେ ବରୁଣ ଚକ୍ରବର୍ତି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବୁମରାହ ୭ଟି…

ଟି୨୦ ବିଶ୍ୱକପ: ଜିମ୍ବାୱେ ବିପକ୍ଷ ମୁକାବିଲାରେ ଭାଙ୍ଗିପାରେ ଅଭିିଷେକ-ଈଶାନ ଯୋଡି

ଚେନ୍ନାଇ: ଚଳିତ ଟି୨୦ ବିଶ୍ୱକପ ସୁପର ଏଇଟ ପର୍ଯ୍ୟାୟରେ ଭାରତ ଗୁରୁବାର ଜିମ୍ବାୱେକୁ ଭେଟିବ । ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭାରତ ପାଇଁ ଏହି ମୁକାବିଲା କର ବା ମର ସଦୃଶ । ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ସାମାନ୍ୟ ପରିବର୍ତନ କରିପାରେ ବୋଲି ରିପୋର୍ଟ ପ୍ରକାଶ…

୨୨ ବର୍ଷ ପରେ ଭୁଲ ମାନିଲେ ଷ୍ଟିଭ୍ ବକନର; ସଚିନ୍‌ଙ୍କୁ ଦେଇଥିଲେ ଭୁଲ୍ ଆଉଟ୍…

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ କ୍ୟାରିୟରରେ ଅନେକ ଉତଥାନ ପତନ ଆସିଛି। କିନ୍ତୁ କିଛି ଏମିତି ନିଷ୍ପତ୍ତି ଥିଲା ଯାହା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଥିଲା ୱେଷ୍ଟଇଣ୍ଡିଜ୍ ଅମ୍ପାୟାର ଷ୍ଟିଭ୍ ବକନରଙ୍କ…