Latest Odisha News
Browsing Category

ଖେଳ

T20 WC: ବିଶ୍ବକପରେ ଭାରତର ପ୍ରଥମ ପରାଜୟ

ଅହମଦାବାଦ: ୨୦୨୬ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପ୍ରଥମଥର ପାଇଁ ପରାସ୍ତ ହୋଇଛି। ପ୍ରଥମ ସୁପର ୮ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନ୍ ରେ ପରାଜୟ ହୋଇଛି । ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ତା'ର ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜିତିଥିଲା। କିନ୍ତୁ ଏହି ମ୍ୟାଚ୍‌ରେ…

ସୁପର ଏଇଟରେ ଶ୍ରୀଲଙ୍କାକୁ ହରାଇଲା ଇଂଲଣ୍ଡ

ପାଲୀକେଲ: ଚଳିତ ଟି୨୦ ବିଶ୍ୱକପ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି । ଆୟୋଜକ ଶ୍ରୀଲଙ୍କାକୁ ୫୧ ରନରେ ହରାଇ ଇଂଲଣ୍ଡ ସୁପର ଏଇଟରେ ବିଜୟ ଅଭିଯାନ ଆରମ୍ଭ କରିଛି । ଇଂଲଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ କରିଥିଲା । ଓପନର ଫିଲ ସଲ୍ଟ ୪୦ ବଲରେ ଦ୍ରୁତ ୬୨…

ପୁଅ ଅଗସ୍ତ୍ୟକୁ ୪ କୋଟିର ଦାମୀ ଗିଫ୍ଟ ଦେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୁଅ ଅଗସ୍ତ୍ୟ ଏବଂ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ଏକ ନୂଆ ଡିଫେଣ୍ଡର ଉପହାର ଦେଇଛନ୍ତି। ତେବେ ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହାର୍ଦ୍ଦିକ ଏବଂ ନତାଶା ଜୁଲାଇ ୨୦୨୪ରେ ପରସ୍ପର ଠାରୁ ଅଲଗା ହୋଇଥିଲେ।…

ଆଇପିଏଲ ୨୦୨୬: ଧୋନୀ ଖେଳିବେ କି ନାହିଁ ଉଠିଲା ପରଦା

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଗାମୀ ମାସରୁ ଆରମ୍ଭ ହୋଇଯିବ । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ଏବେ ବି ପ୍ରଶଂସକଙ୍କମାନେ ଜାଣି ପାରୁ ନାହାନ୍ତିି । ତେବେ ଏହି ରହସ୍ୟରୁ ଏବେ ପରଦା ଉଠିଛି । ଚେନ୍ନାଇର ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ…

ଟି୨୦ ବିଶ୍ୱକପ ସୁପର ଏଇଟ: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଦୁଇ ଭାଇ ହେବେ ମୁହାଁ ମୁହିଁ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ସୁପର ଏଇଟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ତେବେ ଏହି ମ୍ୟାଚରେ ଦୁଇ ଭାଇ ମଧ୍ୟ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ମୋର୍ଣ୍ଣେ ମୋର୍କେଲ ଭାରତୀୟ ବୋଲିଂ କୋଚ ଦାୟିତ୍ୱ ତୁଲାଉଥିବା ବେଳେ ଆଲବି ମୋର୍କେଲ ଦକ୍ଷିଣ…

ଟି୨୦ ବିଶ୍ୱକପ: ବର୍ଷା ନେଇ କଣ ରହିଛି ନିୟମ

କଲମ୍ବୋ: ଆଇସିସି ପୁରୁଷ ଟି୨୦ ବିଶ୍ୱକପ ଏବେ ସୁପର ଏଇଟ ପର୍ଯ୍ୟାୟରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି । ଯାହାକି କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି । ବର୍ତମାନ ପ୍ରଶ୍ନ ଉଠୁଛି ସୁପର ଏଇଟରେ ବର୍ଷା ହେଲେ କେଉଁ ଦଳ ସେମିଫାଇନାଲରେ ପ୍ରବେଶ କରିବ । ଆସନ୍ତୁ ନଜର…

ଅଭ୍ୟାସ ସେଶନ ପରେ ମୁହଁ ଶୁଖାଇ ଡ୍ରେସିଂ ରୁମ ଗଲେ ଅଭିଷେକ

ଅହମ୍ମଦାବାଦ: ଟି୨୦ ବିଶ୍ୱକପର ସୁପର ଏଇଟ ମ୍ୟାଚ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଟିମ ଇଣ୍ଡିଆ ଏହି ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । କ୍ରମାଗତ ବିଫଳତା ପରେ ଅଭିଷେକ ଶର୍ମା ଏହି ମ୍ୟାଚରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ…

ଟି୨୦ ବିଶ୍ୱକପ: ସୁପର ଏଇଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ

କଲମ୍ବୋ: ଚଳିତ ଟି୨୦ ବିଶ୍ୱକପର ସୁପର ଏଇଟ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହୋଇଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟସ ପରେ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଉଭୟ ଟିମକୁ ୧ପଂଏଟ ଲେଖାଏଁ ମିଳିଛି । ଟସ…

ଟି୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶରେ ବଡ ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ଟିମ ଇଣ୍ଡିଆ

ଅହମ୍ମଦାବାଦ: ଆଇସିସି ଟି୨୦ ବିଶ୍ୱକପ ୨୦୨୬ର ସୁପର ଏଇଟ ମୁକାବିଲା ଆରମ୍ଭ ହୋଇଯାଇଛି । ଭାରତ ତାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଗ୍ରୁପ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର ଏଇଟକୁ ଉନ୍ନୀତ ହୋଇଥିଲା । ଅଭିଷେକ ଶର୍ମାଙ୍କ ଖରାପ ଫର୍ମ ଏବଂ ଟିମ ଇଣ୍ଡିଆର ନୈରାଶ୍ୟଜନକ…

୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଟିମ ୨-୧ରେ ଟି୨୦ ସିରିଜ ହାତେଇବା ପରେ ସଫଳ ହୋଇଛି । ଏଥିସହ ଭାରତୀୟ ଟିମ ଦୀର୍ଘ ୧୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି । ୨୦୧୬ରେ ଶେଷ ଥର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସିରିଜ ବିଜୟୀ ହୋଇଥିଲା । ତୃତୀୟ ଟି୨୦ରେ ସ୍ମୃତି ମାନ୍ଧନା…