Latest Odisha News

BREAKING NEWS

Browsing Category

ଖେଳ

ସୁପର ଏଇଟ ମୁକାବିଲା ପୂର୍ବରୁ ଭାରତକୁ ଶକ୍ତ ଧକ୍କା, ସିରାଜ ଆଘାତପ୍ରାପ୍ତ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ ସୁପର ଏଇଟ ମୁକାବିଲା ପାଇଁ ଭାରତୀୟ ଟିମ ପ୍ରସ୍ତୁତ ହୋଇଛି । ତେବେ ଦକ୍ଷିଣ ଆଫ୍ରିକା ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ଷ୍ଟାର ପେସ ବୋଲର ମହମ୍ମଦ ସିରାଜ ଅଭ୍ୟାସ ସେଶନରେ ଆଘାତପ୍ରାପ୍ତ ହୋଇଛନ୍ତି । ହର୍ଷିତ ରାଣା ଶେଷ ମୂହର୍ତରେ…

ଭାରତର ଷ୍ଟାର ଅଲରାଉଣ୍ଡର କହିଲେ ମହୀକାଙ୍କ ଯୋଗୁ ମୋ ଖେଳରେ ଉନ୍ନତି ଘଟିଛି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବଡ ଖୁଲାସା କରିଛନ୍ତି । ୨୦୨୪ରେ ପତ୍ନୀ ନତାଶା ଷ୍ଟେନକୋଭିଚଙ୍କଠାରୁ ଅଲଗା ହେବା ପରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥିଲା । କିଛି ଦିନ…

ପତ୍ନୀ ଈଶାନୀଙ୍କଠାରୁ ଅଲଗା ହେବେ କ୍ରିକେଟର ରାହୁଲ ଚହର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସ୍ପିନର ରାହୁଲ ଚହର ଓ ତାଙ୍କ ପତ୍ନୀ ଈଶାନୀ ଅଲଗା ହେବାକୁ ଯାଉଛନ୍ତି । ବିବାହର ୪ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏହାର ଠିକ ପୂର୍ବରୁ ରାହୁଲ ସୋସିଆଲ ମିଡିଆରେ ଅଲଗା ହେବା ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି । ସମସ୍ତ ପ୍ରକାରର ନ୍ୟାୟିକ ପ୍ରକ୍ରିୟା…

ଭ୍ୟୁୟର୍ସଶିପ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଭ୍ୟୁୟର୍ସଶିପର ସମସ୍ତ ରେକର୍ଡ ଭଙ୍ଗ କରିଛି । ଡିଜିଟାଲ ପ୍ଲାଟଫର୍ମରେ ଏହି ମ୍ୟାଚକୁ ୧୬.୩ କୋଟି ଲୋକ ଲେଖିଛନ୍ତି । ଟି୨୦ ଫର୍ମାଟରେ ଏତେ ସଂଖ୍ୟକ ଦର୍ଶକ ପୂର୍ବରୁ ମ୍ୟାଚ ଉପଭୋଗ କରି ନ ଥିଲେ ।…

ଟି୨୦ ବିଶ୍ୱକପ: ଗ୍ରୁପ ଅଫ ଡେଥରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସୁପର ଏଇଟ ପର୍ଯ୍ୟାୟ ଚୂଡାନ୍ତ ହେବା ପରେ ଏବେ ଟିମ ଇଣ୍ଡିଆର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଭାରତ ସ୍ଥାନ ପାଇଥିବା ଗ୍ରୁପ ୧କୁ ଗ୍ରୁପ ଅଫ ଡେଥ କୁହାଯାଉଛି । ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ ସହ ଭାରତ ମୁକାବିଲା କରିବ । ସବୁଠାରୁ ମଜା…

ଟି୨୦ ବିଶ୍ୱକପ : ଜିମ୍ବାୱେର ଏହି ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ହୋଇ ନାହାନ୍ତି ଆଉଟ

ନୂଆଦିଲ୍ଲୀ:ଚଳିତ ଟି୨୦ ବିଶ୍ୱକପରେ ଜିମ୍ବାୱେର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ଏହା ପଛରେ ଓପନର ବ୍ରେୟନ ବେନେଟ୍ଟଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି । ବେନେଟ ଏ ପର୍ଯ୍ୟନ୍ତ ଚଳିତ ବିଶ୍ୱକପରେ ଆଉଟ ହୋଇ ନାହାନ୍ତି । ଗ୍ରୁପ ପର୍ଯ୍ୟାୟରେ ଜିମ୍ବାୱେ ୩ଟି ମ୍ୟାଚ ଜିତିଥିବା ବେଳେ…

ଆୟୋଜକ ଟିମକୁ ହରାଇ ଶୀର୍ଷରେ ରହିଲା ଜିମ୍ବାୱେ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଗୁରୁବାର ଗ୍ରୁପ ବିର ଏକ ମ୍ୟାଚରେ ଜିମ୍ବାୱେ ୬ ୱିକେଟରେ ଆୟୋଜକ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ଜିମ୍ବାୱେ ୭ ପଂଏଟ ସହ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୭ ୱିକେଟ…

ସୁପର ୮ ମୁକାବିଲା ପୂର୍ବରୁ ବିଶ୍ରାମ ନେବେ ଟିମ ଇଣ୍ଡିଆର ସଦସ୍ୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଭାରତ ଅପରାଜେୟ ଭାବେ ସୁପର ଏଇଟରେ ପ୍ରବେଶ କରିଛି । ଫେବୃୟାରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ସୁପର ଏଇଟ ଅଭିଯାନ ଆରମ୍ଭ କରିବ । ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆର ସମସ୍ତ ସଦସ୍ୟଙ୍କୁ ଗୋଟିଏ…

ଅଲିମ୍ପିକ୍ସ ୨୦୨୮ରେ ଯୋଗ୍ୟତା ହାସଲ ନେଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା

ସିଡନୀ: ଟି୨୦ ବିଶ୍ୱକପ ୨୦୨୬ରେ ଅଷ୍ଟ୍ରେଲିଆ ନୈରାଶ୍ୟଜନକ ପ୍ରଦର୍ଶନ କରି ସୁପର ଏଇଟ ଦୌଡରୁ ବାଦ ପଡିଛି । ୧୭ ବର୍ଷ ପରେ ଅଷ୍ଟ୍ରେଲିଆ ଏହି ଭଳି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଏବେ ୨୦୨୮ ଅଲିମ୍ପିକ୍ସରେ ମଧ୍ୟ ଅଷ୍ଟ୍ରେଲିଆ ସ୍ଥାନ ପାଇବା ପାଇଁ ନ୍ୟୁଜିଲାଣ୍ଡ ସହ ପ୍ରତିଦ୍ୱନ୍ଦ୍ୱିତା କରିବ…

ଟି୨୦ ବିଶ୍ୱକପ ୨୦୨୬: ନିରାଶ କରାଉଛି ଭାରତର ଫିଲ୍ଡିଂ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ୨୦୨୬ରେ ଭାରତର କ୍ରମାଗତ ୪ଟି ମ୍ୟାଚରେ ବିଜୟ ହାସଲ କରି ସୁପର ଏଇଟରେ ପ୍ରବେଶ କରିଛି । ତେବେ ଟିମ ଇଣ୍ଡିଆର ଫିଲ୍ଡିଂ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ସୁପର ଏଇଟରେ ଭାରତକୁ ଏହି ସମସ୍ୟା ସୁଧାରିବାକୁ ପଡିବ । ଅଂଶଗ୍ରହଣ କରିଥିବା ୨୦ ଟିମ ମଧ୍ୟରେ ଭାରତ…