Latest Odisha News

BREAKING NEWS

Browsing Category

ଖେଳ

୨୦୦ ଥର କ୍ଷମା ମାଗିବା ସତ୍ୱେ ଏବେ ବି ଏ ନେଇ ମନଦୁଃଖ କରୁଛନ୍ତି ହରଭଜନ

ଚେନ୍ନାଇ: ଭାରତର ମହାନ ସ୍ପିନର ହରଭଜନ ସିଂ ତାଙ୍କ ପ୍ରଦର୍ଶନ ନେଇ ଯେତେ ଚର୍ଚ୍ଚାରେ ରହି ନ ଥାନ୍ତି ତାଠାରୁ ବିବାଦ ନେଇ ଅଧିକ ରହିଥାନ୍ତି । ନିକଟରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପୋଡକାଷ୍ଟରେ ହରଭଜନ ସିଂ ତାଙ୍କ ଜୀବନର ଏକ ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଲିଭେଇ ଦେବାକୁ ଚାହାନ୍ତି ବୋଲି କହିଥିଲେ…

ଭାଙ୍ଗିଗଲାକି ଯଶ୍ମିନ ୱାଲିୟା ଓ ହାର୍ଦ୍ଦିକଙ୍କ ପ୍ରେମ ସମ୍ପର୍କ

ମୁମ୍ବାଇ: ନତାଶା ଷ୍ଟାନକୋଭିଚଙ୍କ ସହ ବିବାହ ବିଚ୍ଛେଦ ଘଟିବା ପରେ ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକୁଟିଆ ପଡି ଯାଇଥିଲେ । ଏହା ପରେ ଭାରତୀୟ ବଂଶୋଦ୍ଭବ ଗାୟିକା ଯଶ୍ମିନ ୱାଲିୟାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅବଶ୍ୟ ସେମାନେ ଏହି ସମ୍ପର୍କ ନେଇ…

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବନି ଡବ୍ଲ୍ୟୁଟିସି ଫାଇନାଲ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଆୟୋଜନ କରିବା ନେଇ ଭାରତକୁ ଶକ୍ତ ଧକ୍କା ଲାଗିଛି । ସିଙ୍ଗାପୁରରେ ଆଇସିସି ବୈଠକରେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଡବ୍ଲ୍ୟୁଟିସି ୨୦୨୭ ୨୦୨୯ ଓ ୨୦୩୧ର ଫାଇନାଲ ଇଂଲଣ୍ଡରେ ଖେଳାଯିବ ବୋଲି ସ୍ଥିର ହୋଇଛି ।…

ବାଂଲାଦେଶ ପରେ ଶ୍ରୀଲଙ୍କାକୁ ଝଟକା ଦେଇପାରେ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତକୁ ରାଜନୈତିକ ଅସ୍ଥିରତା କାରଣରୁ ଆଗରୁ ରଦ୍ଦ କରି ଦେଇଛି । ଏହି ଗସ୍ତରେ ଭାରତ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥାନ୍ତା । ଗସ୍ତ ବାତିଲ ହେବା ପରେ ଶ୍ରୀଲଙ୍କା ବୋର୍ଡ ଏ ଭଳି ଏକ ସିରିଜ ଆୟୋଜନ କରିବା…

୧୨ ବର୍ଷ ପରେ ପୂନର୍ବାର ଆରମ୍ଭ ହୋଇପାରେ ଟି୨୦ ଚାମ୍ପିୟନ୍ସ ଲିଗ

ନୂଆଦିଲ୍ଲୀ: ଟି୨୦ କ୍ରିକେଟ ଦିନକୁ ଦିନ ବେଶ ଲୋକପ୍ରିୟ ହେବାରେ ଲାଗିଛି । ରିପୋର୍ଟ ମୁତାବକ ୧୨ ବର୍ଷ ପରେ ଲୋକପ୍ରିୟ ଚାମ୍ପିୟନ୍ସ ଲିଗ ପୂନର୍ବାର ଆରମ୍ଭ ହେବାକୁ ଯାଉଛି । ସିଙ୍ଗାପୁରରେ ଚାଲିଥିବା ଆଇସିସି ବୈଠକରେ ଏ ନେଇ ମଧ୍ୟ ଆଲୋଚନା ହୋଇଛି । ଅଧିକାଂଶ କ୍ରିକେଟ ଖେଳୁଥିବା ଦେଶରେ ଟି୨୦…

ଭାରତୀୟ ଟିମରେ ସାମିଲ ହେଲେ ଅଂଶୁଲ କମ୍ବୋଜ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ପେସ ବୋଲର ଆକାଶଦୀପ ଓ ଅର୍ଶଦୀପ ସିଂ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନେ ୪ର୍ଥ ଟେଷ୍ଟ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି । ଟିମ ଇଣ୍ଡିଆ ସେମାନଙ୍କ ଷ୍ଟାଣ୍ଡବାଇ ଖେଳାଳି ଭାବେ ଯୁବ ବୋଲର ଅଂଶୁଲ କମ୍ବୋଜଙ୍କୁ ଦଳରେ ସାମିଲ କରିଛି ।…

ପାକିସ୍ତାନ ବିରୁଦ୍ଧରେ ଏକଜୁଟ୍ ହେଲେ ଭାରତୀୟ ଖେଳାଳୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍

ନୂଆଦିଲ୍ଲୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍ ୨୦୨୫ । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ଖେଳାଳୀଙ୍କ ପ୍ରତି କଠୋର ମନୋଭାବ ଦେଖାଇଛି ଭାରତୀୟ ଟିମ୍ । ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ର ଆୟୋଜକମାନେ ଏକ ସରକାରୀ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ…

ବିଶ୍ୱକପ୍ ଫାଇନାଲ୍‌ରେ ଯେଉଁ ବ୍ୟାଟରେ ସିକ୍ସ ମାରିଥିଲେ ଧୋନୀ, ଦାମ ଜାଣିଲେ ମୁଣ୍ଡ ବୁଲେଇବ…

ମୁମ୍ବାଇ:  କ୍ରିକେଟ ଏମିତି ଏକ ଖେଳ ଯେଉଁଠି କେତେକ ମ୍ୟାଚ ଓ ମୁହୂର୍ତ୍ତ ଚିରସ୍ମରଣୀୟ ହୋଇ ରହିଥାଏ। ସଚିନ ତେନ୍ଦୁଲକରଙ୍କ ୧୦୦ତମ ଶତକ, ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷରେ ୮୨ ରନର ଅଭୁଲା ଇନିଂସ, କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଅସାଧାରଣ କ୍ୟାଚ।…

ମାଂଚେଷ୍ଟରରେ ଭାରତର ୧୦ ଖେଳାଳି ପ୍ରଥମ ଥର ପାଇଁ ଖେଳିବେ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ ମାଂଚେଷ୍ଟରରେ ଖେଳାଯିବ । ୧-୨ରେ ପଛୁଆ ଥିବା ଭାରତକୁ ଏହି ମ୍ୟାଚରେ ଜିିତିବା ଜରୁରୀ ହୋଇ ପଡିଛି । ତେବେ ସବୁଠାରୁ ମଜାର କଥା ହେଲା ଓଲ୍ଡ ଟ୍ରାଫେଡରେ ଭାରତର ୧୦ଜଣ ଖେଳାଳି ପ୍ରଥମ ଥର ପାଇଁ ଖେଳିବାକୁ…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫:ଓଡ଼ିଶା ପୋଲିସର ପଦକ ବିଜେତା ଖେଳାଳିଙ୍କୁ ସମ୍ମାନିତ କଲେ ଡିଜିପି

ଭୁବନେଶ୍ବର:ଓଡ଼ିଶା ଫେରିଲେ ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତ । ସେଠାରେ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ଡିଜିପିଙ୍କ କ୍ୟାମ୍ପ…