Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ କ୍ରିକେଟ: ଓହରିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ଖେଳାଯିବ । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଓ ସିନିୟର ବୋଲର ପ୍ୟାଟ କମିନ୍ସ ଆଘାତ ସମସ୍ୟା ଯୋଗୁ ବିଶ୍ୱକପରୁ ଓହରି ଯାଇଛନ୍ତି । କୁମିନ୍ସ ଓ ମାଥ୍ୟୁ ଶର୍ଟଙ୍କ ବଦଳରେ…

ହକି ଇଣ୍ଡିଆ ଲିଗ୍‌-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍‌‌ପିସି କ୍ୟାଡେଟ୍‌‌‌

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍ (ଏଚ୍‌‌ଆଇଏଲ୍‌‌) ୨୦୨୬ରେ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସି)ର କ୍ୟାଡେଟ୍‌‌‌ମାନେ ଚମତ୍କାର କ୍ରୀଡ଼ା ପ୍ରଦଶର୍ନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଚ୍‌‌ଆଇଏଲ୍‌‌ର ଏହି ସିଜିନରେ ଏକାଡେମୀର ମୋଟ ୮ ଜଣ…

୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ

ସୁନ୍ଦରଗଡ: ସାଉଥ ଏସିଆନ ଫୁଟବଲ ଚାମ୍ପିୟନଶିପ ପାଇଁ ଏଆଇଏଫଏଫ ଶୁକ୍ରବାର ୧୯ ବର୍ଷରୁ କମ ମହିଳା ଫୁଟବଲ ଦଳର ଘୋଷଣା କରିଛି । ଘୋଷଣା କରାଯାଇଥିବା ୨୩ଜଣିଆ ଦଳରେ ଓଡିଶାର ଆକାଶୀ ନାୟକ ସ୍ଥାନ ପାଇଛନ୍ତି । ସୁନ୍ଦରଗଡ ସ୍ପୋର୍ଟ୍ସ ହଷ୍ଟ୍ରେଲରେ ଏହି ଯୁବ ଖେଳାଳି ନିଜ ପ୍ରଦର୍ଶନ ମାଧ୍ୟମରେ…

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ

ଜାମସେଦପୁର: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଝାରଖଣ୍ଡ ବିପକ୍ଷରେ ଓଡିଶା ୩୮ ରନରେ ଆଗୁଆ ରହିଛି । ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୨୮୨ ରନ ଜବାବରେ ଝାରଖଣ୍ଡ ୬ ୱିକେଟ ହରାଇ ୨୪୪ ରନ ସଂଗ୍ରହ…

ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଶୁକ୍ରବାର ଟି୨୦ ବିଶ୍ୱକପ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରିଛି । ଏଥିରେ ୨୪ଜଣ ଅନ ଫିଲ୍ଡି ଅମ୍ପାୟର ଓ ୬ ମ୍ୟାଚ ରେଫରୀ ରହିଛନ୍ତି । ସୁପର ୮ ଓ ନକଆଉଟ ପାଇଁ ପରେ ଅଫିସିଆଲଙ୍କ ନାମ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।…

ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ୱର:ଚୀନର ତିଆନଜିନରେ ଫେବୃଆରୀ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ ପାଇଁ ପ୍ରସ୍ତୁତି ସ୍ୱରୂପ ଓଡ଼ିଶା, ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ଇନଡୋର ଆଥଲେଟିକ୍ସ ସେଣ୍ଟରରେ ଭାରତୀୟ ଦଳ ପାଇଁ ଏକ ପ୍ରତିଯୋଗିତା-ପୂର୍ବ…

ଟି୨୦ ବିଶ୍ୱକପ: ଦ୍ରୁତ ଶତକ ହାସଲ କରିଥିବା ୫ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଆଉ ହାତ ଗଣତି ଦିନ ପରେ ଟି୨୦ ବିଶ୍ୱକପ ଆରମ୍ଭ ହୋଇଯିବ । କ୍ରିକେଟର ଏହି ମନୋରଞ୍ଜନ ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥାଏ । ଏଥର ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟ୍ରେଭିସ ହେଡ ଓ ଡେୱାଲ୍ଡ ବ୍ରେଭିସ ବିସ୍ଫୋରକ ଇନିଂସ ଖେଳିବେ ବୋଲି ଆଶା…

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ, ଭାଙ୍ଗିଲା ୨୭୪ ମିଲିୟନ ଫଲୋଅର୍ସଙ୍କ ହୃଦୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ନିଷ୍କ୍ରିୟ ହୋଇଯିବା ଯୋଗୁଁ ଲକ୍ଷ ଲକ୍ଷ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ସୂଚନା ଗୁରୁବାର-ଶୁକ୍ରବାର ରାତିରେ ଜଣାପଡ଼ିଛି। ଭାରତର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ…

ଦିନିକିଆ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରି ପାରି ନାହାନ୍ତି ଛକା

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ଏହି ୫ଜଣ ଖେଳାଳି ଛକା ମାରିପାରି ନାହାନ୍ତି । ୧୯୭୧ରେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳା ଯାଇଥିଲା । ଭାରତର ଜଣେ ଖେଳାଳି ଏହି ତାଲିକାରେ ରହିଛନ୍ତି । ଆସନ୍ତୁ ନଜର ପକାଇବା ଏହି ଖେଳାଳିମାନଙ୍କ ଉପରେ.. । ଅଷ୍ଟ୍ରେଲିଆର…

ରଣଜୀ ଟ୍ରଫି: ସ୍ୱସ୍ତିକ, ଗୋବିନ୍ଦଙ୍କ ଅର୍ଦ୍ଧଶତକ

ଜାମସେଦପୁର: ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ଝାରଖଣ୍ଡ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଓଡିଶାର ସ୍ୱସ୍ତିତ ସାମଲ ଓ ଗୋବିନ୍ଦ ପୋଦ୍ଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଓଡିଶା ଷ୍ଟମ୍ପସ ଅପସାରଣ ବେଳକୁ ୬ ୱିକେଟ ବିନିମୟରେ ୨୪୨ ରନ ସଂଗ୍ରହ କରିଛି । ସ୍ୱସ୍ତିକ ୭୯ ଓ…